English
ଦିତୀୟ ରାଜାବଳୀ 15:19 ଚିତ୍ର
ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ।