ଦିତୀୟ ରାଜାବଳୀ 15:1 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 15 ଦିତୀୟ ରାଜାବଳୀ 15:1

2 Kings 15:1
ଇଶ୍ରାୟେଲ ରେ ୟାରବିଯାମଙ୍କ ରାଜତ୍ବର ସପ୍ତବିଂଶ ବର୍ଷ ରେ ଅମତ୍ସିଯଙ୍କର ପୁତ୍ର ଅସରିଯ ଯିହୁଦା ରେ ରାଜା ହେଲେ।

2 Kings 152 Kings 15:2

2 Kings 15:1 in Other Translations

King James Version (KJV)
In the twenty and seventh year of Jeroboam king of Israel began Azariah son of Amaziah king of Judah to reign.

American Standard Version (ASV)
In the twenty and seventh year of Jeroboam king of Israel began Azariah son of Amaziah king of Judah to reign.

Bible in Basic English (BBE)
In the twenty-seventh year of the rule of Jeroboam, king of Israel, Azariah, son of Amaziah, became king of Judah.

Darby English Bible (DBY)
In the twenty-seventh year of Jeroboam king of Israel, Azariah son of Amaziah, king of Judah, began to reign.

Webster's Bible (WBT)
In the twenty and seventh year of Jeroboam king of Israel began Azariah son of Amaziah king of Judah to reign.

World English Bible (WEB)
In the twenty-seventh year of Jeroboam king of Israel began Azariah son of Amaziah king of Judah to reign.

Young's Literal Translation (YLT)
In the twenty and seventh year of Jeroboam king of Israel reigned hath Azariah son of Amaziah king of Judah,

In
the
twenty
בִּשְׁנַ֨תbišnatbeesh-NAHT

עֶשְׂרִ֤יםʿeśrîmes-REEM
seventh
and
וָשֶׁ֙בַע֙wāšebaʿva-SHEH-VA
year
שָׁנָ֔הšānâsha-NA
of
Jeroboam
לְיָֽרָבְעָ֖םlĕyārobʿāmleh-ya-rove-AM
king
מֶ֣לֶךְmelekMEH-lek
Israel
of
יִשְׂרָאֵ֑לyiśrāʾēlyees-ra-ALE
began
Azariah
מָלַ֛ךְmālakma-LAHK
son
עֲזַרְיָ֥הʿăzaryâuh-zahr-YA
Amaziah
of
בֶןbenven
king
אֲמַצְיָ֖הʾămaṣyâuh-mahts-YA
of
Judah
מֶ֥לֶךְmelekMEH-lek
to
reign.
יְהוּדָֽה׃yĕhûdâyeh-hoo-DA

Cross Reference

ଦିତୀୟ ରାଜାବଳୀ 14:21
ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିଯଙ୍କର ଷୋଳବର୍ଷର ପୁତ୍ର ଅସରିଯଙ୍କୁ ତାଙ୍କ ପିତାଙ୍କ ପଦ ରେ ରାଜା କଲେ।

ଦିତୀୟ ରାଜାବଳୀ 15:13
ଯିହୁଦା ରେ ଉଷିୟଙ୍କ ରାଜତ୍ବର ଅଣଗ୍ଭଳିଶ ବର୍ଷ ରେ ୟାବେଶଙ୍କ ପୁତ୍ର ଶଲ୍ଲୁମ ଇଶ୍ରାୟେଲ ରେ ରାଜା ହେଲେ। ସେ ଶମରିଯା ରେ ଏକମାସ ପାଇଁ ଶାସନ କଲେ।

ଦିତୀୟ ବଂଶାବଳୀ 26:1
ଏହାପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିଯଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ମନୋନୀତ କଲେ। ଅମତ୍ସିଯ ଊଷିଯଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବଯସ୍କ ହାଇେଥିବା ସମୟରେ ଏହିପରି ଘଟିଲା।

ଦିତୀୟ ବଂଶାବଳୀ 26:3
ଉଷିୟ ରାଜା ହବୋ ସମୟରେ ଷୋହଳ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ବାଉନ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିଖଲିଯା। ୟିଖଲିଯା ୟିରୁଶାଲମରୁ ଆସିଥିଲେ।

ଦିତୀୟ ରାଜାବଳୀ 14:16
ୟୋଯାଶଙ୍କର ମୃତ୍ଯୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିଯା ରେ ଇଶ୍ରାୟେଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ୟାରବିଯାମ ନୂତନ ରାଜା ରୂପେ ପରିଚିତ ହେଲେ।

ଦିତୀୟ ରାଜାବଳୀ 15:8
ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ।

ଦିତୀୟ ରାଜାବଳୀ 15:30
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।