କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:1 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:1

2 Corinthians 9:1
ପରମେଶ୍ବରଙ୍କ ଲୋକମାନଙ୍କ ପାଇଁ ଏହି ସବୋ ବିଷୟ ରେ ଏପରି ଲେଖିବା ମାେ ପାଇଁ ପ୍ରକୃତ ରେ ଆବଶ୍ଯକ ନୁହେଁ।

2 Corinthians 92 Corinthians 9:2

2 Corinthians 9:1 in Other Translations

King James Version (KJV)
For as touching the ministering to the saints, it is superfluous for me to write to you:

American Standard Version (ASV)
For as touching the ministering to the saints, it is superfluous for me to write to you:

Bible in Basic English (BBE)
But there is no need for me to say anything in my letter about the giving to the saints:

Darby English Bible (DBY)
For concerning the ministration which [is] for the saints, it is superfluous my writing to you.

World English Bible (WEB)
It is indeed unnecessary for me to write to you concerning the service to the saints,

Young's Literal Translation (YLT)
For, indeed, concerning the ministration that `is' for the saints, it is superfluous for me to write to you,


Περὶperipay-REE
For
μὲνmenmane
as
touching
γὰρgargahr
the
τῆςtēstase
ministering
διακονίαςdiakoniasthee-ah-koh-NEE-as

τῆςtēstase
to
εἰςeisees
the
τοὺςtoustoos
saints,
ἁγίουςhagiousa-GEE-oos
is
it
περισσόνperissonpay-rees-SONE
superfluous
μοίmoimoo
for
me
ἐστινestinay-steen

τὸtotoh
to
write
γράφεινgrapheinGRA-feen
to
you:
ὑμῖν·hyminyoo-MEEN

Cross Reference

ଆଦି ପୁସ୍ତକ 27:42
କିନ୍ତୁ ସହେି ବାକ୍ଯଗୁଡ଼ିକ ରିବିକାକୁ ଶୁଣା ୟାଇଥିଲା। ଏଷୌ ଯାକୁବକୁ ହତ୍ଯା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡ଼ାକି କହିଲା, ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:1
ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟ ରେ ଏବେ କିଛି ଲେଖିବାର ଆବଶ୍ଯକତା ନାହିଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:9
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ବିଷୟ ରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ଯକତା ନାହିଁ। ପରସ୍ପରକୁ ପ୍ ରମେ କରିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:5
ମାରେ ଜନ୍ମ ହବୋର ଆଠ ଦିନପରେ, ମାରେସୁନ୍ନତ କରାଯାଇଥିଲା। ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ବିନ୍ଯାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମାେ ପାଇଁ ମାଶାଙ୍କେ ବ୍ଯବସ୍ଥା ଆଜି ଗୁରୁତ୍ବପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:10
ତେଣୁ ଯେତବେେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁ ଯୋଗ ପାଉ, ଆମ୍ଭେ ଅବଶ୍ଯ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ବାସୀ ଅଟନ୍ତି, ସମାନଙ୍କେ ପ୍ରତି ଆମ୍ଭକୁ ବିଶଷେ ଧ୍ଯାନ ଦବୋକୁ ପଡ଼ିବ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:10
ସସମାଲନ ଆମ୍ଭକୁସଗାଟିଏ କଥା କହିବା ଉପଲରସଜାରସଦଲଲସଯ, ଆମ୍ଲଭସଯପରି ଅଭାବଲର ଥିବା ଗରୀବସଲାକମାନଙ୍କୁ ସାହାୟ୍ଯ କରିବା କଥା ମଲନ ରଖୁ। ଏହି କାମଟି କରିବା ପାଇଁ ମୁଁସଯ କଲବଳ ଇଚ୍ଛା କରୁଥିଲି ତା ନୁଲହଁ, ବରଂ ଏଥିପାଇଁସମାର ଉଦ୍ୟୋଗ ମଧ୍ଯ ଥିଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:12
ଏହି ସବୋ ଯେଉଁଥି ରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା'ଦ୍ବାରା କବଳେ ଯେ ସାଧୁ ମାନଙ୍କର ଆବଶ୍ଯକତା ପୂରଣ ହୁଏ, ତା' ନୁହେଁ ବରଂ ପରମେଶ୍ବରଙ୍କ ପ୍ରତି ହୃଦୟ ଧନ୍ଯବାଦ ରେ ଉଚ୍ଛୁଳି ଉେଠ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:4
କିନ୍ତୁ ସମାନେେ ଆଗ୍ରହ ପୂର୍ବକ, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ଏହି ସବୋ କାର୍ୟ୍ଯ ରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:28
ଯିହୂଦୀମାନେ ସୁସମାଚ୍ଭାର ଗ୍ରହଣ କରୁ ନ ଥିବାରୁ, ପରମେଶ୍ବରଙ୍କ ଶତୃ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ଯ ପରମେଶ୍ବରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦଇେଥିବା ପ୍ରତିଜ୍ଞା ହତେୁ, ପରମେଶ୍ବର ସମାନଙ୍କେୁ ଖୁବ ଭଲ ପାଆନ୍ତି।

ମାଥିଉଲିଖିତ ସୁସମାଚାର 22:31
ମୃତର ପୁନରୁତ୍ଥାନ ବିଷୟ ରେ ପରମେଶ୍ବର ତୁମ୍ଭକୁ କଣ କହିଛନ୍ତି, ତାହା କ'ଣ ତୁମ୍ଭେ ପଢ଼ିନାହଁ?

ଗୀତସଂହିତା 45:1
ସୁନ୍ଦର ଭାବନାସବୁ ମାରେ ମନକୁ ଭରିଦିଏ, ୟବେେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କ ହେ। ଏହି ଶବ୍ଦଗୁଡ଼ିକ ମାେ ଜିହ୍ବାରେ ପ୍ରବାହିତ ହାଇେଥାଏ। ନିପୂଣ ଲେଖକର କଲମରୁ ଆସିଲା ପରି।

ଆୟୁବ ପୁସ୍ତକ 37:23
ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।

ଦିତୀୟ ରାଜାବଳୀ 22:18
ଯିହୁଦା ରାଜା ଯୋଶିୟଯ ସଦାପ୍ରଭୁଙ୍କୁ ପଚାରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, 'ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢି ଶୁଣିଛ, ମାରେ ବାକ୍ଯଗୁଡିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷଯ ରେ ଥିଲା।

ପ୍ରଥମ ଶାମୁୟେଲ 20:23
ପ୍ରଭକ୍ସ୍ଟ ଆମର ସର୍ବଦା ସାକ୍ଷୀ ଅଛନ୍ତି, ଯେ ମନରେଖ ଆମ ଭିତ ରେ ଏପରି ଚକ୍ସ୍ଟକ୍ତି ହାଇେଛି।

ଯୋହନଙ୍କ ପ୍ରଥମ ପତ୍ର 2:27
ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶଷେ ଦାନ ଦଇେଛନ୍ତି, ତାହା ତୁମ୍ଭଠା ରେ ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନବୋ ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସହେି ଦାନ ତୁମ୍ଭକୁ ସମସ୍ତ ବିଷୟ ରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦଇେଥିବା ସହେି ଦାନ ସତ୍ଯ ଅଟେ, ମିଥ୍ଯା ନୁହେଁ। ତେଣୁ ତାହାଙ୍କର ସହେି ଦାନର ଶିକ୍ଷାନୁସା ରେ ତୁମ୍ଭମାନେେ ଖ୍ରୀଷ୍ଟଙ୍କଠା ରେ ଆଉ ଜୀବନଯାପନ କର।