2 Corinthians 7:16
ମୁଁ ତୁମ୍ଭମାନଙ୍କ ଉପରେ ପୂର୍ଣ୍ଣ ଭରସା ରଖି ପାରିବି, ଏଥିପାଇଁ ମୁଁ ଆନନ୍ଦିତ ଅଟେ।
2 Corinthians 7:16 in Other Translations
King James Version (KJV)
I rejoice therefore that I have confidence in you in all things.
American Standard Version (ASV)
I rejoice that in everything I am of good courage concerning you.
Bible in Basic English (BBE)
It gives me great joy to see you answering to my good opinion of you in every way.
Darby English Bible (DBY)
I rejoice that in everything I am confident as to you.
World English Bible (WEB)
I rejoice that in everything I am of good courage concerning you.
Young's Literal Translation (YLT)
I rejoice, therefore, that in everything I have courage in you.
| I rejoice | χαίρω | chairō | HAY-roh |
| confidence have I that therefore | ὅτι | hoti | OH-tee |
| ἐν | en | ane | |
in all | παντὶ | panti | pahn-TEE |
| you | θαῤῥῶ | tharrhō | thahr-ROH |
| in | ἐν | en | ane |
| ὑμῖν | hymin | yoo-MEEN |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:3
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେ ହତେୁ ମୁଁ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କ ଠାରୁ ମାେତେ ଆନନ୍ଦ ମିଳିବା କଥା, ସମାନଙ୍କେ ଠାରୁ ମାେତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠା ରେ ମାରେ ବିଶ୍ବାସ ଅଛି ଯେ, ତୁମ୍ଭମାନେେ ମାରେ ସହିତ ଆନନ୍ଦ କରିବ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:4
ତୁମ୍ଭମାନଙ୍କୁ କୁହାୟାଇଥିବା କାମସବୁ ତୁମ୍ଭମାନେେ କରୁଛ ବୋଲି ପରମେଶ୍ବର ଆମ୍ଭକୁ ନିଶ୍ଚିତ ଭାବେ ଉପଲବଧି କରାଇଛନ୍ତି। ଆମ୍ଭେ ଜାଣିଛୁ ଯେ, ତୁମ୍ଭମାନେେ ଏହି କାମ ସବୁ କରି ଚାଲିଥିବ।
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:8
କେତଗେୁଡ଼ିଏ କଥା ତୁମ୍ଭର କରିବା ଉଚିତ୍। ଖ୍ରୀଷ୍ଟ ରେ ଭାଇ ହିସାବ ରେ ସତ୍ କାର୍ୟ୍ଯ କରିବା ନିମନ୍ତେ ତୁମ୍ଭକୁ ଆଦେଶ ଦବୋର ମାରେ ଅଧିକାର ଅଛି।
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:21
ମୁଁ ଯାହା କହିଛି, ସଗେୁଡିକ କରିବ ବୋଲି ଜାଣି ମୁଁ ଏହି ଚିଠି ଲେଖୁଛି। ମୁଁ ଜାଣେ ଯେ ମୁଁ ଯେତିକି କ ହେ, ତୁମ୍ଭେ ତା'ଠାରୁ ଅଧିକ କରିବ।