2 Corinthians 6:9
ଆମ୍ଭେ ଜନପ୍ରିୟ ହାଇେ ଥିଲେ ମଧ୍ଯ କେତକଙ୍କେ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ଯ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ।
2 Corinthians 6:9 in Other Translations
King James Version (KJV)
As unknown, and yet well known; as dying, and, behold, we live; as chastened, and not killed;
American Standard Version (ASV)
as unknown, and `yet' well known; as dying, and behold, we live; as chastened, and not killed;
Bible in Basic English (BBE)
Unnoted, but still kept fully in mind; as near to death, but still living; as undergoing punishment, but not put to death;
Darby English Bible (DBY)
as unknown, and well known; as dying, and behold, we live; as disciplined, and not put to death;
World English Bible (WEB)
as unknown, and yet well known; as dying, and behold, we live; as punished, and not killed;
Young's Literal Translation (YLT)
as unknown, and recognized; as dying, and lo, we live; as chastened, and not put to death;
| As | ὡς | hōs | ose |
| unknown, | ἀγνοούμενοι | agnooumenoi | ah-gnoh-OO-may-noo |
| and | καὶ | kai | kay |
| yet well known; | ἐπιγινωσκόμενοι | epiginōskomenoi | ay-pee-gee-noh-SKOH-may-noo |
| as | ὡς | hōs | ose |
| dying, | ἀποθνῄσκοντες | apothnēskontes | ah-poh-THNAY-skone-tase |
| and, | καὶ | kai | kay |
| behold, | ἰδού, | idou | ee-THOO |
| we live; | ζῶμεν | zōmen | ZOH-mane |
| as | ὡς | hōs | ose |
| chastened, | παιδευόμενοι | paideuomenoi | pay-thave-OH-may-noo |
| and | καὶ | kai | kay |
| not | μὴ | mē | may |
| killed; | θανατούμενοι | thanatoumenoi | tha-na-TOO-may-noo |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:10
ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ଯୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ଯ ଆମ୍ଭ ଭିତ ରେ ପ୍ରକାଶିତ ହବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:9
କିନ୍ତୁ ମାରେ ମନେ ହୁଏ ଯେ, ପରମେଶ୍ବର ଆମ୍ଭ ପ୍ ରରେିତମାନଙ୍କୁ ସର୍ବଶଷେ ରେ ରଖିଅଛନ୍ତି। ଆମ୍ଭମାନେେ ଯେପରି ମୃତ୍ଯୁଦଣ୍ଡ ରେ ଦଣ୍ଡିତ କରା ହାଇେଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ବର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖ ରେ ଆମ୍ଭମାନେେ ଯେପରି ଏକ ନାଟକ କରୁଛୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:36
ଶାସ୍ତ୍ର ରେ ଏହିପରି ଲଖାେ ଅଛି:
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:6
ଏହା ସତ୍ଯ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମାରେ ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାର ରେ ସୂକ୍ଷ୍ମ ଭାବରେ ଦଖାଇେ ଦଇେଛୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:8
ଭାଇ ଓ ଭଉଣୀମାନେ ! ଏସିଆ ଦେଶ ରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଚାହୁଁ ଯେପରି ସହେି ବିଷୟ ରେ ତୁମ୍ଭମାନେେ ମଧ୍ଯ ଜାଣ। ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭମାନେେ ଜୀବନର ସମସ୍ତ ଆଶା ହରାଇଥିଲୁ। ସହେି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:22
ଯିହୁଦା ରେ ଖ୍ରୀଷ୍ଟଙ୍କଠା ରେ ଥିବା ମଣ୍ଡଳୀଗୁଡ଼ିକ ମାେତେ ପୂର୍ବରୁ ଦେଖି ନ ଥିବାରୁ ମାେତେ ଚିହ୍ନି ନ ଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:11
ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:2
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି ଦଇେଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ବରଙ୍କ ବାକ୍ଯ ରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ଯକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହାଦ୍ବାରା ଲୋକମାନଙ୍କଠା ରେ ଆମ୍ଭେ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍ତେ ନିଜ ହୃଦୟ ରେ ଜାଣି ପାରିବେ ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭମାନେେ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:31
ଭାଇମାନେ, ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠା ରେ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ ଗର୍ବ କରିଥାଏ, ସେଥିର ଶପଥ କରି କହୁଛି, ମୁଁ ପ୍ରତିଦିନ ମ ରେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:32
ପ୍ରଭୁ ଯେତବେେଳେ ଆମ୍ଭର ବିଚାର କରନ୍ତି, ସେ ଠିକ୍ ବାଟ ଦଖାଇବୋ ଲାଗି ଆମ୍ଭ ପ୍ରତି ଦଣ୍ଡ ବିଧାନ କରନ୍ତି। ଆମ୍ଭେ ଯେପରି ଜଗତର ଅବଶିଷ୍ଟ ଲୋକମାନଙ୍କ ସହିତ ଦଣ୍ଡାଜ୍ଞା ପାଇବୁ ନାହିଁ, ସେଥିଲାଗି ସେ ଏପରି କରନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:19
ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:26
କିନ୍ତୁ ମୁଁ ପ୍ରକୃତ ରେ ଜାଣି ପାରୁନାହିଁ, ସମ୍ରାଟଙ୍କୁ ତା' ବିଷୟ ରେ କଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶଷେ କରି ଆପଣଙ୍କ ପାଖକୁ ଆଣିଛି। ମାରେ ଆଶା, ଆପଣ ତାକୁ ପ୍ରଶ୍ନ ପଚ଼ାରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମାେତେ କିଛି କହିବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:19
ତା' ପରିବର୍ତେ ସମାନେେ କବଳେ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ଯକ୍ତି ବିଷୟ ରେ ୟୁକ୍ତି ତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:14
ସମାନେେ ସହେି ସ୍ଥାନ ରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗ ରେ ପାଉଲଙ୍କ ଅଭିଯୋଗ ବିଷୟ ରେ କହିଲେ। ସେ ତାହାଙ୍କୁ କହିଲେ, ଏଠା ରେ ଜଣେ ଲୋକ ଅଛି। ଫଲେୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:37
ସନୋନିବାସକୁ ନବୋ ସମୟରେ ସନୋପତିଙ୍କୁ ପାଉଲ ପଚ଼ାରିଲେ, ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?
ରେରିତମାନଙ୍କ କାର୍ଯ୍ୟର ବିବରଣ 19:26
ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:18
ତେଣୁ କେତକେ ଏପିକୂରୀୟ ଓ ସ୍ତୋଯିକ ଦାର୍ଶନିକମାନେ ତାହାଙ୍କ ସହିତ ୟୁକ୍ତିତର୍କ କଲେ।
ଗୀତସଂହିତା 118:17
ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।