କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6

1 ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

2 ପରମେଶ୍ବର କହିଛନ୍ତି :

3 ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।

4 ବରଂ ପରମେଶ୍ବରଙ୍କ ସବେକ ରୂପରେ ଆମ୍ଭମାନେେ ପ୍ରେତ୍ୟକକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ଯା ମଧିଅରେ ଅନକେ କଠାେର ତଥା ର୍ଧୈୟ୍ଯପୂର୍ବକ ସହୁ।

5 ଆମ୍ଭକୁ ମାଡ଼ ଦିଆଯାଏ, କାରାଗାର ରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧ ରେ ଉଠନ୍ତି। ଆମ୍ଭେ କଠାେର ପରିଶ୍ରମ କରୁ, େ ବେଳବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସ ରେ ରହୁ।

6 ଆମ୍ଭର ଜ୍ଞାନ, ର୍ଧୈୟ୍ଯ, ଦୟା, ପବିତ୍ରା ଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ବାରା ଆମ୍ଭେ ପରମେଶ୍ବରଙ୍କ ସବେକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତା ରେ, ପ୍ରକୃତ ପ୍ ରମେ ପ୍ରକାଶିବା ଦ୍ବାରା, ପୁଣି ସତ୍ଯ କଥା କହି ଓ ପରମେଶ୍ବରଙ୍କ ଶକ୍ତିର କାର୍ୟ୍ଯ କରି ଏହାର ପରିଚୟ ଦଇେଥାଉ।

7 ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।

8 କେତକେ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟ ରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ଯାବାଦୀ ଓ ତଥାପି ଆମ୍ଭେ ସତ୍ଯ କହୁ।

9 ଆମ୍ଭେ ଜନପ୍ରିୟ ହାଇେ ଥିଲେ ମଧ୍ଯ କେତକଙ୍କେ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ଯ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ।

10 ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନକଙ୍କେୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁ କିଛି ଅଛି।

11 ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖାେଲା ମନ ରେ ତୁମ୍ଭମାନଙ୍କ ସହିତ କଥା ହାଇେଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖାଲିେ ଦଇେଛୁ।

12 ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ ରମେ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭମାନେେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶନ ବନ୍ଦ କରି ଦଇେଛ।

13 ମାେ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ବରୂପେ ତୁମ୍ଭମାନେେ ମଧ୍ଯ ନିଜର ହୃଦୟ ଆମ୍ଭ ପାଇଁ ସୂର୍ଣ୍ଣ ଭାବରେ ଖାେଲା ରଖିବା ଉଚିତ୍।

14 ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

15 ଯୀଶୁ ଖ୍ରୀଷ୍ଟ ଓ ବିଲିଯାର୍ ଭିତ ରେ ଚୁକ୍ତି ହାଇପୋ ରେ କି ? ଜଣେ ବିଶ୍ବାସୀ ଓ ଜଣେ ଅବିଶ୍ବାସୀଙ୍କ ଭିତ ରେ କ'ଣ କିଛି ମଳେ ହାଇପୋ ରେ ?

16 ପରମେଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅରେ ଚୁକ୍ତି ହାଇେ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ବରଙ୍କ ମନ୍ଦିର। ଯେପରି ପରମେଶ୍ବର କହିଛନ୍ତି :

17 ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11

18 ମୁଁ ତୁମ୍ଭମାନଙ୍କର ପିତା ହବେି ଓ ତୁମ୍ଭମାନେେ ମାେ ପୁଅ ଓ ଝିଅ ହବେ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି। ଦ୍ବିତୀୟ ଶାମୁଯଲେ 7:14, 7:8

1 We then, as workers together with him, beseech you also that ye receive not the grace of God in vain.

2 (For he saith, I have heard thee in a time accepted, and in the day of salvation have I succoured thee: behold, now is the accepted time; behold, now is the day of salvation.)

3 Giving no offence in any thing, that the ministry be not blamed:

4 But in all things approving ourselves as the ministers of God, in much patience, in afflictions, in necessities, in distresses,

5 In stripes, in imprisonments, in tumults, in labours, in watchings, in fastings;

6 By pureness, by knowledge, by longsuffering, by kindness, by the Holy Ghost, by love unfeigned,

7 By the word of truth, by the power of God, by the armour of righteousness on the right hand and on the left,

8 By honour and dishonour, by evil report and good report: as deceivers, and yet true;

9 As unknown, and yet well known; as dying, and, behold, we live; as chastened, and not killed;

10 As sorrowful, yet alway rejoicing; as poor, yet making many rich; as having nothing, and yet possessing all things.

11 O ye Corinthians, our mouth is open unto you, our heart is enlarged.

12 Ye are not straitened in us, but ye are straitened in your own bowels.

13 Now for a recompence in the same, (I speak as unto my children,) be ye also enlarged.

14 Be ye not unequally yoked together with unbelievers: for what fellowship hath righteousness with unrighteousness? and what communion hath light with darkness?

15 And what concord hath Christ with Belial? or what part hath he that believeth with an infidel?

16 And what agreement hath the temple of God with idols? for ye are the temple of the living God; as God hath said, I will dwell in them, and walk in them; and I will be their God, and they shall be my people.

17 Wherefore come out from among them, and be ye separate, saith the Lord, and touch not the unclean thing; and I will receive you,

18 And will be a Father unto you, and ye shall be my sons and daughters, saith the Lord Almighty.

2 Corinthians 6 in Tamil and English

1 ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।
We then, as workers together with him, beseech you also that ye receive not the grace of God in vain.

2 ପରମେଶ୍ବର କହିଛନ୍ତି :
(For he saith, I have heard thee in a time accepted, and in the day of salvation have I succoured thee: behold, now is the accepted time; behold, now is the day of salvation.)

3 ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।
Giving no offence in any thing, that the ministry be not blamed:

4 ବରଂ ପରମେଶ୍ବରଙ୍କ ସବେକ ରୂପରେ ଆମ୍ଭମାନେେ ପ୍ରେତ୍ୟକକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ଯା ମଧିଅରେ ଅନକେ କଠାେର ତଥା ର୍ଧୈୟ୍ଯପୂର୍ବକ ସହୁ।
But in all things approving ourselves as the ministers of God, in much patience, in afflictions, in necessities, in distresses,

5 ଆମ୍ଭକୁ ମାଡ଼ ଦିଆଯାଏ, କାରାଗାର ରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧ ରେ ଉଠନ୍ତି। ଆମ୍ଭେ କଠାେର ପରିଶ୍ରମ କରୁ, େ ବେଳବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସ ରେ ରହୁ।
In stripes, in imprisonments, in tumults, in labours, in watchings, in fastings;

6 ଆମ୍ଭର ଜ୍ଞାନ, ର୍ଧୈୟ୍ଯ, ଦୟା, ପବିତ୍ରା ଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ବାରା ଆମ୍ଭେ ପରମେଶ୍ବରଙ୍କ ସବେକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତା ରେ, ପ୍ରକୃତ ପ୍ ରମେ ପ୍ରକାଶିବା ଦ୍ବାରା, ପୁଣି ସତ୍ଯ କଥା କହି ଓ ପରମେଶ୍ବରଙ୍କ ଶକ୍ତିର କାର୍ୟ୍ଯ କରି ଏହାର ପରିଚୟ ଦଇେଥାଉ।
By pureness, by knowledge, by longsuffering, by kindness, by the Holy Ghost, by love unfeigned,

7 ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।
By the word of truth, by the power of God, by the armour of righteousness on the right hand and on the left,

8 କେତକେ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟ ରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ଯାବାଦୀ ଓ ତଥାପି ଆମ୍ଭେ ସତ୍ଯ କହୁ।
By honour and dishonour, by evil report and good report: as deceivers, and yet true;

9 ଆମ୍ଭେ ଜନପ୍ରିୟ ହାଇେ ଥିଲେ ମଧ୍ଯ କେତକଙ୍କେ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ଯ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ।
As unknown, and yet well known; as dying, and, behold, we live; as chastened, and not killed;

10 ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନକଙ୍କେୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁ କିଛି ଅଛି।
As sorrowful, yet alway rejoicing; as poor, yet making many rich; as having nothing, and yet possessing all things.

11 ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖାେଲା ମନ ରେ ତୁମ୍ଭମାନଙ୍କ ସହିତ କଥା ହାଇେଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖାଲିେ ଦଇେଛୁ।
O ye Corinthians, our mouth is open unto you, our heart is enlarged.

12 ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ ରମେ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭମାନେେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶନ ବନ୍ଦ କରି ଦଇେଛ।
Ye are not straitened in us, but ye are straitened in your own bowels.

13 ମାେ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ବରୂପେ ତୁମ୍ଭମାନେେ ମଧ୍ଯ ନିଜର ହୃଦୟ ଆମ୍ଭ ପାଇଁ ସୂର୍ଣ୍ଣ ଭାବରେ ଖାେଲା ରଖିବା ଉଚିତ୍।
Now for a recompence in the same, (I speak as unto my children,) be ye also enlarged.

14 ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?
Be ye not unequally yoked together with unbelievers: for what fellowship hath righteousness with unrighteousness? and what communion hath light with darkness?

15 ଯୀଶୁ ଖ୍ରୀଷ୍ଟ ଓ ବିଲିଯାର୍ ଭିତ ରେ ଚୁକ୍ତି ହାଇପୋ ରେ କି ? ଜଣେ ବିଶ୍ବାସୀ ଓ ଜଣେ ଅବିଶ୍ବାସୀଙ୍କ ଭିତ ରେ କ'ଣ କିଛି ମଳେ ହାଇପୋ ରେ ?
And what concord hath Christ with Belial? or what part hath he that believeth with an infidel?

16 ପରମେଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅରେ ଚୁକ୍ତି ହାଇେ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ବରଙ୍କ ମନ୍ଦିର। ଯେପରି ପରମେଶ୍ବର କହିଛନ୍ତି :
And what agreement hath the temple of God with idols? for ye are the temple of the living God; as God hath said, I will dwell in them, and walk in them; and I will be their God, and they shall be my people.

17 ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
Wherefore come out from among them, and be ye separate, saith the Lord, and touch not the unclean thing; and I will receive you,

18 ମୁଁ ତୁମ୍ଭମାନଙ୍କର ପିତା ହବେି ଓ ତୁମ୍ଭମାନେେ ମାେ ପୁଅ ଓ ଝିଅ ହବେ ସର୍ବଶକ୍ତିମାନ ପ୍ରଭୁ ଏହା କୁହନ୍ତି। ଦ୍ବିତୀୟ ଶାମୁଯଲେ 7:14, 7:8
And will be a Father unto you, and ye shall be my sons and daughters, saith the Lord Almighty.