କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:12 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:12

2 Corinthians 4:12
ଅତଏବ ଆମ୍ଭ ଭିତ ରେ ମୃତ୍ଯୁ ଓ ତୁମ୍ଭମାନଙ୍କ ଭିତ ରେ ଜୀବନ ସକ୍ରିୟ ଅଟେ।

2 Corinthians 4:112 Corinthians 42 Corinthians 4:13

2 Corinthians 4:12 in Other Translations

King James Version (KJV)
So then death worketh in us, but life in you.

American Standard Version (ASV)
So then death worketh in us, but life in you.

Bible in Basic English (BBE)
So then, death is working in us, but life in you.

Darby English Bible (DBY)
so that death works in us, but life in you.

World English Bible (WEB)
So then death works in us, but life in you.

Young's Literal Translation (YLT)
so that, the death indeed in us doth work, and the life in you.

So
then
ὥστεhōsteOH-stay

hooh
death
μὲνmenmane
worketh
θάνατοςthanatosTHA-na-tose
in
ἐνenane
us,
ἡμῖνhēminay-MEEN

ἐνεργεῖταιenergeitaiane-are-GEE-tay
but
ay
life
δὲdethay
in
ζωὴzōēzoh-A
you.
ἐνenane
ὑμῖνhyminyoo-MEEN

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:9
ଯଦି ତୁମ୍ଭମାନେେ ବଳବାନ ଆମ୍ଭେ ଦୁର୍ବଳ ହବୋ ରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ ଅଧିକରୁ ଅଧିକ ଶକ୍ତିଶାଳୀ ହାଇେ ଯାଅ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:10
ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହାଇେଛୁ। କିନ୍ତୁ ତୁମ୍ଭମାନେେ ନିଜକୁ ଖ୍ରୀଷ୍ଟଙ୍କଠା ରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭମାନେେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 3:16
ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦଇେଛନ୍ତି। ଏଥିରୁ ପ୍ରକୃତ ପ୍ ରମେ କ'ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ଯ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:24
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:15
ଏଣୁ ମାେ ପାଖ ରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦବେି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ଯ ଦଇେ ଦବେି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା' ହେଲେ ତୁମ୍ଭମାନେେ କ'ଣ ମାେତେ ସ୍ନହେ ରେ ଊଣା କରିବ ?

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:17
ପରମେଶ୍ବରଙ୍କ ସବୋ ରେ, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂପେ ସବୋ କରିବା ପାଇଁ ପ୍ ରରଣୋ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସବୋ ରେ ମାେତେ ମାରେ ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା ରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ ରେ ପରିପୂର୍ଣ୍ଣ ଓ ଖୁସି ହବେି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:30
ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାଯଃ ହାଇେ ଯାଇଥିବାରୁ ସମ୍ମାନିତ ହବୋ ଉଚିତ୍। ମାେତେ ସାହାୟ୍ଯ କରିବା ପାଇଁ ସେ ନିଜ ଜୀବନକୁ ବିପଦ ରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସବୋ ରେ ୟହା କମ୍ ରହି ଯାଇଥିଲା, ସତେିକି ସେ ପୂରଣ କରି ଦଇେଥିଲେ।