2 Corinthians 12:1
ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାଦେଶ' ବିଷୟ ରେ କହିବି।
2 Corinthians 12:1 in Other Translations
King James Version (KJV)
It is not expedient for me doubtless to glory. I will come to visions and revelations of the Lord.
American Standard Version (ASV)
I must needs glory, though it is not expedient; but I will come to visions and revelations of the Lord.
Bible in Basic English (BBE)
As it is necessary for me to take glory to myself, though it is not a good thing, I will come to visions and revelations of the Lord.
Darby English Bible (DBY)
Well, it is not of profit to me to boast, for I will come to visions and revelations of [the] Lord.
World English Bible (WEB)
It is doubtless not profitable for me to boast. For I will come to visions and revelations of the Lord.
Young's Literal Translation (YLT)
To boast, really, is not profitable for me, for I will come to visions and revelations of the Lord.
| It is not | Καυχᾶσθαι | kauchasthai | kaf-HA-sthay |
| expedient | δὴ | dē | thay |
| for | οὐ | ou | oo |
| me | συμφέρει | sympherei | syoom-FAY-ree |
| doubtless | μοι· | moi | moo |
| to glory. | ἐλεύσομαι | eleusomai | ay-LAYF-soh-may |
| come will I | γὰρ | gar | gahr |
| to | εἰς | eis | ees |
| visions | ὀπτασίας | optasias | oh-pta-SEE-as |
| and | καὶ | kai | kay |
| revelations | ἀποκαλύψεις | apokalypseis | ah-poh-ka-LYOO-psees |
| of the Lord. | κυρίου | kyriou | kyoo-REE-oo |
Cross Reference
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:2
ୟିରୁଶାଲମ ୟିବା ପାଇଁ ପରଲମଶ୍ବରସମାଲତ ପ୍ରକାଶ କରିଥିବାରୁ ମୁଁସସଠାକୁ ଯାଇଥିଲି। ବିଶ୍ବାସୀସଲାକମାନଙ୍କ ମଧିଅଲର ଥିବା ନଲତୃସ୍ଥାନୀୟସଲାକମାନଙ୍କ ପାଖକୁ ମୁଁ ଗଲି।ସଯଲତଲବଲଳ ଆମ୍ଲଭମାଲନ ଏକାନ୍ତସର ଥିଲୁ,ସସଲତଲବଲଳସସମାନଙ୍କୁ ମୁଁ ପ୍ରଚାର କରୁଥିବା ସୁସମାଚାର ଶୁଣାଇଲି। ମୁଁ ଅଣଯିହୂଦୀମାନଙ୍କୁ ଆଗରୁ ଏହି ସୁସମାଚାର ଶୁଣାଇ ସାରି ଥିଲି। ଏହାଦ୍ବାରା ମୁଁ ଇଚ୍ଛା କଲିସଯ, ମୁଁସଯଉଁ କାମ ପୂର୍ବରୁ କରି ସାରିଥିଲି ଓ ଏଲବ ଯାହା କରୁଛି,ସଯପରିସସ ସବୁ ବିଫଳ ନ ହୁଏ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:12
ମୁଁ ସହେି ସୁସମାଚାର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମାେତେ ତାହା ଶିକ୍ଷା ଦଇେ ନାହିଁ, ବରଂ ଯୀଶୁଖ୍ରୀଷ୍ଟ ସହେି ସୁସମାଚାର ମାେ ଆଗ ରେ ପ୍ରକାଶିତ କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:7
ମାେତେ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, ସେଥିପାଇଁ ମାେତେ ଶରୀର ରେ ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ବରୂପେ ଏହା ମାେତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମାେତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:12
ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି। କିନ୍ତୁ ପ୍ରେତ୍ୟକକ ବିଷୟ ଭଲ ନୁହେଁ। ସମସ୍ତ ବିଷୟ ସାଧନ କରିବା ପାଇଁ ମାେତେ ଅନୁମତି ମିଳିଛି କିନ୍ତୁ ମାେ ଉପରେ କତ୍ତୃର୍ତ୍ବ କରିବାକୁ ମୁଁ କାହାକୁ ଦବେି ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:23
ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ ସବୁ ବିଷୟ ଭଲ ନୁହେଁ। ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ କେତକେ ବିଷୟ ଅନ୍ୟମାନଙ୍କ ବିଶ୍ବାସକୁ ଦୃଢ଼ କରିବା ରେ ସାହାୟ୍ଯ କରେ ନହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:10
ଏହି ବିଷୟ ରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ ରେଷ୍ଠ। ଗତ ବର୍ଷ ତୁମ୍ଭମାନେେ ପ୍ରଥମେ ଦାନ ଦବୋପାଇଁ ଇଚ୍ଛା କରିଥିଲ ଓ ପ୍ରକୃତ ରେ ପ୍ରଥମେ ଦାନ ମଧ୍ଯ ଦଇେଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭମାନେେ ଆରମ୍ଭ କରିଥିଲ ତାହାକୁ ଶଷେ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:16
ମୁଁ ପୁନର୍ବାର କହୁଛି, କହେି ମାେତେ ମୂର୍ଖ ବୋଲି ଭାବିବା ଉଚିତ ନୁହେଁ। କିନ୍ତୁ ଯଦି ତୁମ୍ଭମାନେେ ମାେତେ ମୂର୍ଖ ବୋଲି ଭାବ, ତା ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମାେତେ ଗ୍ରହଣ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:11
ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭମାନେେ ମାେତେ ବାଧ୍ଯ କରିଥିଲ। ତୁମ୍ଭମାନେେ ହେଉଛ ସହେିଲୋକ, ଯେଉଁମାନେ ମାେ ସପକ୍ଷ ରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସହେି ମହାନ୍ ପ୍ ରରେିତ ମାନେ ମାେ ଠାରୁ ଅଧିକ ମଧ୍ଯ ନୁହଁନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:3
ପରମେଶ୍ବର ମାେ' ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମାେତେ ଯାହା ଦଖାଇେଛନ୍ତି, ସେ ବିଷୟ ରେ ମୁଁ ଅଳ୍ପ କିଛି ଲେଖି ସାରିଛି।
ଯୋହନଙ୍କ ପ୍ରଥମ ପତ୍ର 5:20
ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:13
ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 23:11
ସହେି ରାତି ରେ ପ୍ରଭୁ ପାଉଲଙ୍କ ପାଖ ରେ ଠିଆ ହାଇେ କହିଲେ, ସାହସୀ ହୁଅ। ତୁମ୍ଭେ ମାେ ବିଷୟ ରେ ୟିରୁଶାଲମ ରେ ଯେପରି ସାକ୍ଷ୍ଯ ଦଇେଛ ଠିକ୍ ସହେିପରି ରୋମ ରେ ମଧ୍ଯ ଦବେ।
ଯିହିଜିକଲ 1:1
ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ।
ଯିହିଜିକଲ 11:24
ତା'ପ ରେ ଗୋଟିଏ ପବନ ମାେତେ ଉଠାଇଲା ଏବଂ ନିର୍ବାସିତରୂପେ ମାେତେ ବାବିଲକୁ ନଇଗେଲା। ପରମେଶ୍ବରଙ୍କର ଆତ୍ମା ଦ୍ବାରା ମୁଁ ଦର୍ଶନ ରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା'ପ ରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଚାଲିଗଲା।
ଦାନିଏଲ 10:5
ସଠାେ ରେ ଛିଡା ହାଇେଥିଲା ବେଳେ ମୁଁ, ଶୁକ୍ଲ ବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟୀ ଦେଶ ରେ ଥିବା ଏକ ମନୁଷ୍ଯକୁ ଦେଖିଲି।
ଯୋୟେଲ 2:28
ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।
ଯୋହନଲିଖିତ ସୁସମାଚାର 16:7
କିନ୍ତୁ ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମାରେ ଚାଲିୟିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଚାଲିଗଲା ପରେ, ମୁଁ ତୁମ୍ଭପାଖକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତବେେ ସାହାୟ୍ଯକାରୀ ଆସିବେ ନାହିଁ।
ଯୋହନଲିଖିତ ସୁସମାଚାର 18:14
କଯାଫା ଯିହୂଦୀମାନଙ୍କୁ ପରାମର୍ଶ ଦଇେଥିଲେ, ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଜଣେ ପ୍ରାଣ ଦବୋ ବରଂ ଭଲ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:10
ହନନିୟ ନାମକ ଜଣେ ଯୀଶୁଙ୍କର ଶିଷ୍ଯ ଦମ୍ମସକରେେ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦଇେ କହିଲେ, ହନନିୟ!
ରେରିତମାନଙ୍କ କାର୍ଯ୍ୟର ବିବରଣ 18:9
ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:17
ତା'ପରେ ମୁଁ ୟିରୁଶାଲମକୁ ଫରେି ଆସିଲି। ସଠାେରେ ମନ୍ଦିର ରେ ଦିନେ ପ୍ରର୍ଥନା କଲା ବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି।
ଗଣନା ପୁସ୍ତକ 12:6
ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।