କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:15 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:15

2 Corinthians 1:15
ମାହେର ଏହି ବିଶ୍ବାସ ଥିବାରୁ ମୁଁ ପ୍ରଥମ ରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ବାରା ତୁମ୍ଭମାନେେ ଦୁଇଥର ଆଶୀର୍ବାଦ ଲାଭ କରିବ।

2 Corinthians 1:142 Corinthians 12 Corinthians 1:16

2 Corinthians 1:15 in Other Translations

King James Version (KJV)
And in this confidence I was minded to come unto you before, that ye might have a second benefit;

American Standard Version (ASV)
And in this confidence I was minded to come first unto you, that ye might have a second benefit;

Bible in Basic English (BBE)
And being certain of this, it was my purpose to come to you before, so that you might have a second grace;

Darby English Bible (DBY)
And with this confidence I purposed to come to you previously, that ye might have a second favour;

World English Bible (WEB)
In this confidence, I was determined to come first to you, that you might have a second benefit;

Young's Literal Translation (YLT)
and in this confidence I was purposing to come unto you before, that a second favour ye might have,

And
Καὶkaikay
in
this
ταύτῃtautēTAF-tay

τῇtay
confidence
πεποιθήσειpepoithēseipay-poo-THAY-see
I
was
minded
ἐβουλόμηνeboulomēnay-voo-LOH-mane
unto
you
πρὸςprosprose
come
ὑμᾶςhymasyoo-MAHS
to
ἐλθεῖνeltheinale-THEEN
before,
πρότερονproteronPROH-tay-rone
that
ἵναhinaEE-na
second
a
benefit;
δευτέρανdeuteranthayf-TAY-rahn
have
might
χάρινcharinHA-reen
ye
ἔχῆτε·echēteA-HAY-tay

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:11
ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦଇେ ଶକ୍ତିଶାଳୀ କରାଇବା ମାରେ ଇଚ୍ଛା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ଓ ଅହଂକାର କରୁଥିବା ଲୋକମାନେ କଣ ଅଧିକ କାର୍ୟ୍ଯକ କରୁଛନ୍ତି ତାହା ମୁଁ ଦେଖିବାକୁ ଚା ହେଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:29
ମୁଁ ଜାଣେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତବେେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ ଆଶୀର୍ବାଦ ନଇେ ଆସିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:34
ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘ ରେ ଖାଇ ଦବୋ ଉଚିତ, ୟଦ୍ଦ୍ବାରା ପ୍ରଭୁଭୋଜ ସଭା ରେ ତୁମ୍ଭମାନଙ୍କ ଆଚରଣ ହତେୁ ପ୍ରଭୁଙ୍କ ଦ୍ବାରା ବିଚାରିତ ହବେ ନାହିଁ। ମୁଁ ଯବେେ ଆସିବି, ଅବଶିଷ୍ଟ ବିଷୟ ରେ କ'ଣ କରିବାକୁ ହବେ କହିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:1
ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:25
ମୁଁ ଜାଣେ ତୁମ୍ଭମାନେେ ମାେତେ ଚାହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ବାସ ରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାୟ୍ଯ କରିବି।