2 Corinthians 1:13
ତୁମ୍ଭମାନେେ ଯେଉଁ କଥାଗୁଡ଼ିକ ପଢ଼ି ପାରିବ ଓ ବୁଝି ପାରିବ, କବଳେ ସହେି କଥାଗୁଡ଼ିକ ଆମ୍ଭେ ତୁମ୍ଭମାନଙ୍କୁ ଲେଖିଛୁ।
2 Corinthians 1:13 in Other Translations
King James Version (KJV)
For we write none other things unto you, than what ye read or acknowledge; and I trust ye shall acknowledge even to the end;
American Standard Version (ASV)
For we write no other things unto you, than what ye read or even acknowledge, and I hope ye will acknowledge unto the end:
Bible in Basic English (BBE)
For in our letters we say no other things to you, but those which you are reading, and to which you give agreement, and, it is my hope, will go on doing so to the end:
Darby English Bible (DBY)
For we do not write other things to you but what ye well know and recognise; and I hope that ye will recognise to the end,
World English Bible (WEB)
For we write no other things to you, than what you read or even acknowledge, and I hope you will acknowledge to the end;
Young's Literal Translation (YLT)
for no other things do we write to you, but what ye either do read or also acknowledge, and I hope that also unto the end ye shall acknowledge,
| For | οὐ | ou | oo |
| we write | γὰρ | gar | gahr |
| none | ἄλλα | alla | AL-la |
| other things | γράφομεν | graphomen | GRA-foh-mane |
| you, unto | ὑμῖν | hymin | yoo-MEEN |
| than | ἀλλ' | all | al |
| ἢ | ē | ay | |
| what | ἃ | ha | a |
| ye read | ἀναγινώσκετε | anaginōskete | ah-na-gee-NOH-skay-tay |
| or | ἢ | ē | ay |
| καὶ | kai | kay | |
| acknowledge; | ἐπιγινώσκετε· | epiginōskete | ay-pee-gee-NOH-skay-tay |
| and | ἐλπίζω | elpizō | ale-PEE-zoh |
| I trust | δὲ | de | thay |
| acknowledge shall ye | ὅτι | hoti | OH-tee |
| καὶ | kai | kay | |
| even | ἕως | heōs | AY-ose |
| to | τέλους | telous | TAY-loos |
| the end; | ἐπιγνώσεσθε | epignōsesthe | ay-pee-GNOH-say-sthay |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:2
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି ଦଇେଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ବରଙ୍କ ବାକ୍ଯ ରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ଯକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହାଦ୍ବାରା ଲୋକମାନଙ୍କଠା ରେ ଆମ୍ଭେ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍ତେ ନିଜ ହୃଦୟ ରେ ଜାଣି ପାରିବେ ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭମାନେେ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:11
ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:6
ମୁଁ ଆଶା କରେ ଆମ୍ଭମାନେେ ପରୀକ୍ଷା ରେ ବିଫଳ ହାଇେ ନାହୁଁ ବୋଲି ତୁମ୍ଭମାନେେ ଦେଖବି।
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:6
ଖ୍ରୀଷ୍ଟଙ୍କଠା ରେ ଥିବା ଆମ୍ଭର ସମସ୍ତ ଭଲ କଥାଗୁଡ଼ିକ ବୁଝିପାରିବା ପାଇଁ ତୁମ୍ଭର ବିଶ୍ବାସର ସହଭାଗିତା ତୁମ୍ଭକୁ ସାହାୟ୍ଯ କରିବ ବୋଲି ମୁଁ ପ୍ରାର୍ଥନା କରେ।