2 Chronicles 33:1
ମନଃଶି ଯିହୁଦାର ରାଜା ହବୋ ସମୟରେ ବାରବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ପଞ୍ଚାବନ ବର୍ଷ ପର୍ୟ୍ଯନ୍ତ ରାଜା ହାଇେ ରହିଲେ।
2 Chronicles 33:1 in Other Translations
King James Version (KJV)
Manasseh was twelve years old when he began to reign, and he reigned fifty and five years in Jerusalem:
American Standard Version (ASV)
Manasseh was twelve years old when he began to reign; and he reigned fifty and five years in Jerusalem.
Bible in Basic English (BBE)
Manasseh was twelve years old when he became king, and he was ruling for fifty-five years in Jerusalem.
Darby English Bible (DBY)
Manasseh was twelve years old when he began to reign; and he reigned fifty-five years in Jerusalem.
Webster's Bible (WBT)
Manasseh was twelve years old when he began to reign, and he reigned fifty and five years in Jerusalem:
World English Bible (WEB)
Manasseh was twelve years old when he began to reign; and he reigned fifty-five years in Jerusalem.
Young's Literal Translation (YLT)
A son of twelve years is Manasseh in his reigning, and fifty and five years he hath reigned in Jerusalem;
| Manasseh | בֶּן | ben | ben |
| was twelve | שְׁתֵּ֥ים | šĕttêm | sheh-TAME |
| עֶשְׂרֵ֛ה | ʿeśrē | es-RAY | |
| years | שָׁנָ֖ה | šānâ | sha-NA |
| old | מְנַשֶּׁ֣ה | mĕnašše | meh-na-SHEH |
| reign, to began he when | בְמָלְכ֑וֹ | bĕmolkô | veh-mole-HOH |
| and he reigned | וַֽחֲמִשִּׁ֤ים | waḥămiššîm | va-huh-mee-SHEEM |
| fifty | וְחָמֵשׁ֙ | wĕḥāmēš | veh-ha-MAYSH |
| and five | שָׁנָ֔ה | šānâ | sha-NA |
| years | מָלַ֖ךְ | mālak | ma-LAHK |
| in Jerusalem: | בִּירֽוּשָׁלִָֽם׃ | bîrûšāloim | bee-ROO-sha-loh-EEM |
Cross Reference
ଦିତୀୟ ରାଜାବଳୀ 21:1
ମନଃଶି ବାରବର୍ଷ ବଯସ ରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ପଞ୍ଚାବନ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।
ପ୍ରଥମ ବଂଶାବଳୀ 3:13
ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।
ଦିତୀୟ ବଂଶାବଳୀ 32:33
ହିଜକିଯ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିଯଙ୍କୁ ସହେିଠା ରେ କବର ଦେଲେ। ହିଜକିଯ ମୃତ୍ଯୁବରଣ କଲାପରେ ଯିହୁଦା ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦଖାଇେଲେ। ମନଃଶି ହିଜକିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ମନଃଶି ହିଜକିଯଙ୍କ ପୁତ୍ର ଥିଲେ।
ଦିତୀୟ ବଂଶାବଳୀ 34:1
ଯୋଶିୟ ରାଜା ହବୋ ସମୟରେ ଆଠ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏକତିରିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।
ଉପଦେଶକ 10:16
ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।
ଯିଶାଇୟ 3:4
ପରମେଶ୍ବର କୁହନ୍ତି, ସମାନଙ୍କେ ଉପ ରେ ଶାସନ କରିବା ପାଇଁ ମୁଁ ୟୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସମାନଙ୍କେୁ ପରିଚାଳନା କରିବେ।
ଯିଶାଇୟ 3:12
ବାଳକମାନେ ମାରେ ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମାରେ ଲୋକମାନଙ୍କୁ ଶାସନ କରିବେ। ହେ ମାରେ ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସମାନେେ ତୁମ୍ଭମାନଙ୍କୁ ନ୍ଯାଯପଥରୁ ଦୂ ରଇେ ନିଅନ୍ତି।
ମାଥିଉଲିଖିତ ସୁସମାଚାର 1:10
ଜକିୟ ମନଃଶିଙ୍କ ବାପା।