ଦିତୀୟ ବଂଶାବଳୀ 32:3 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 32 ଦିତୀୟ ବଂଶାବଳୀ 32:3

2 Chronicles 32:3
ଏହାପରେ ହିଜକିଯ ତାଙ୍କର ପଦାଧିକାରୀ ଓ ସନୋଧିକାରୀମାନଙ୍କ ସହିତ କଥା ହେଲେ। ସମାନେେ ସମସ୍ତ ନଗର ବାହା ରେ ଥିବା ଜଳନିର୍ଝରଗୁଡ଼ିକର ଜଳକୁ ବନ୍ଦ କରିବା ନିମନ୍ତେ ଏକମତ ହେଲେ। ସହେି ପଦାଧିକାରୀ ଓ ସନୋଧିକାରୀମାନେ ହିଜକିଯଙ୍କୁ ସାହାୟ୍ଯ କଲେ।

2 Chronicles 32:22 Chronicles 322 Chronicles 32:4

2 Chronicles 32:3 in Other Translations

King James Version (KJV)
He took counsel with his princes and his mighty men to stop the waters of the fountains which were without the city: and they did help him.

American Standard Version (ASV)
he took counsel with his princes and his mighty men to stop the waters of the fountains which were without the city; and they helped him.

Bible in Basic English (BBE)
He took up with his rulers and men of war the question of stopping up the water-springs outside the town; and they gave him their support.

Darby English Bible (DBY)
he took counsel with his princes and his mighty men to stop the fountains of waters that were outside the city; and they helped him.

Webster's Bible (WBT)
He took counsel with his princes and his mighty men to stop the waters of the fountains which were without the city: and they helped him.

World English Bible (WEB)
he took counsel with his princes and his mighty men to stop the waters of the springs which were outside of the city; and they helped him.

Young's Literal Translation (YLT)
and he taketh counsel with his heads and his mighty ones, to stop the waters of the fountains that `are' at the outside of the city -- and they help him,

were
He
counsel
וַיִּוָּעַ֗ץwayyiwwāʿaṣva-yee-wa-ATS
took
עִםʿimeem
with
his
שָׂרָיו֙śārāywsa-rav
princes
men
mighty
and
וְגִבֹּרָ֔יוwĕgibbōrāywveh-ɡee-boh-RAV
his
to
לִסְתּוֹם֙listômlees-TOME
stop
אֶתʾetet

waters
מֵימֵ֣יmêmêmay-MAY
the
of
the
הָֽעֲיָנ֔וֹתhāʿăyānôtha-uh-ya-NOTE
fountains
אֲשֶׁ֖רʾăšeruh-SHER
which
without
מִח֣וּץmiḥûṣmee-HOOTS
city:
the
לָעִ֑ירlāʿîrla-EER
and
they
did
help
וַֽיַּעְזְרֽוּהוּ׃wayyaʿzĕrûhûVA-ya-zeh-ROO-hoo

Cross Reference

ଦିତୀୟ ରାଜାବଳୀ 18:20
ତୁମ୍ଭର ଏକଥା ନିରର୍ଥକ। କାରଣ ତୁମ୍ଭେ କୁହ, ୟୁଦ୍ଧ ରେ ଜଯଲାଭ କରିବା ପାଇଁ ମାରେ ବହୁତ ମନ୍ତ୍ରଣା ଓ ବଳ ଅଛି। କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେ ହତେୁ ମାେ ବିପକ୍ଷ ରେ ବିଦ୍ରୋହ କରୁଛ?

ଦିତୀୟ ରାଜାବଳୀ 20:20
ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ବଂଶାବଳୀ 30:2
ଦ୍ବିତୀୟ ମାସ ରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିଯ ତାଙ୍କର ସମସ୍ତ ପଦାଧିକାରୀ ଓ ୟିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ।

ହିତୋପଦେଶ 15:22
ମନ୍ତ୍ରଣା ଅଭାବରେ ସଙ୍କଳ୍ପ ବିଫଳ ହୁଏ। ମାତ୍ର ବହୁତ ମନ୍ତ୍ରଣାଦ୍ବାରା ତାହା ସ୍ଥିରୀକୃତ ହୁଏ।

ହିତୋପଦେଶ 20:18
ମନ୍ତ୍ରଣା ଦ୍ବାରା ପ୍ରେତ୍ୟକକ ସଂକଳ୍ପ ସ୍ଥିର ହବେ। ମାତ୍ର ଯଦି ତୁମ୍ଭେ ୟୁଦ୍ଧ କରିବାକୁ ୟାଅ ଭଲ ପରାମର୍ଶ ଗ୍ରହଣ କର।

ହିତୋପଦେଶ 24:6
ୟୁଦ୍ଧ କରିବା ପୂର୍ବରୁ ଯତ୍ନ ରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ୟୁଦ୍ଧ ରେ ଜଯ କରିବାକୁ ଚାହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ।

ଯିଶାଇୟ 22:8
ସହେି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ୟୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲେ।

ଯିଶାଇୟ 40:13
କହେି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦଇେଅଛି କି ? ପୁଣି ମନ୍ତ୍ରୀ ହାଇେ କହେି ତାଙ୍କୁ ନିର୍ଦ୍ଦଶେ ଦଇେଅଛି କି ?

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:34
କହେି ହେଲେ ପରମେଶ୍ବରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁ ହେ: