ଓଡ଼ିଆ ଓଡ଼ିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 3 ଦିତୀୟ ବଂଶାବଳୀ 3:8 ଦିତୀୟ ବଂଶାବଳୀ 3:8 ଚିତ୍ର English

ଦିତୀୟ ବଂଶାବଳୀ 3:8 ଚିତ୍ର

ଏହାପରେ ଶଲେଶମନ ମହାପବିତ୍ର ସ୍ଥାନ ନିର୍ମାର କଲେ। ଏହା ମହାପବିତ୍ର ସ୍ଥଳର ର୍ଦୈଘ୍ଯ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥ ରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ଚଢ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା।
Click consecutive words to select a phrase. Click again to deselect.
ଦିତୀୟ ବଂଶାବଳୀ 3:8

ଏହାପରେ ଶଲେଶମନ ମହାପବିତ୍ର ସ୍ଥାନ ନିର୍ମାର କଲେ। ଏହା ମହାପବିତ୍ର ସ୍ଥଳର ର୍ଦୈଘ୍ଯ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥ ରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ଚଢ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା।

ଦିତୀୟ ବଂଶାବଳୀ 3:8 Picture in Oriya