English
ଦିତୀୟ ବଂଶାବଳୀ 26:11 ଚିତ୍ର
ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ଯଦଳ ଥିଲା। ସହେି ସୈନିକମାନେ ସଚିବ ୟିଯୁଯଲେଲ୍ ଓ ପଦାଧିକାରୀ ମା ସଯଙ୍କେ ଦ୍ବାରା ବିଭିନ୍ନ ଦଳ ରେ ଭର୍ତ୍ତି କରାୟାଇ ଥିଲେ। ହାନାନୀଯ ସମାନଙ୍କେର ନେତା ଥିଲେ। ୟିଯୂଯେଲ୍ ଓ ମା ସଯେ ସହେି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀଯ ରାଜାଙ୍କର ଜଣେ ପଦାଧିକାରୀ ଥିଲେ।