2 Chronicles 23:13 Image in Oriya
ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ଯଦ୍ବାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହାଇେଥିଲେ। ଉଚ୍ଚାଧକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହାଇେଥିଲେ। ଦେଶର ଲୋକେ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାଯକମାନେ ବାଦ୍ଯୟନ୍ତ୍ର ବଜାଉଥିଲେ। ଗାଯକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବା ରେ ନତେୃତ୍ବ ନେଉଥିଲେ। ଏହା ଦେଖି ଅଥଲିଯା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, ରାଜଦ୍ରୋହ ! ରାଜଦ୍ରୋହ !
ସେଅନାଇଲେଓରାଜାଙ୍କୁଦେଖିଲେ।ରାଜାମୁଖ୍ଯଦ୍ବାରନିକଟରେଥିବାରାଜସ୍ତମ୍ଭନିକଟରେଛିଡ଼ାହାଇେଥିଲେ।ଉଚ୍ଚାଧକାରୀଓତୂରୀବଜାଉଥିବାଲୋକମାନେରାଜାଙ୍କନିକଟରେଛିଡ଼ାହାଇେଥିଲେ।ଦେଶରଲୋକେଅତ୍ଯନ୍ତଆନନ୍ଦିତଥିଲେଓତୂରୀବଜାଉଥିଲେ।ଗାଯକମାନେବାଦ୍ଯୟନ୍ତ୍ରବଜାଉଥିଲେ।ଗାଯକଦଳଲୋକମାନଙ୍କୁପ୍ରଶଂସାଗୀତଗାନକରାଇବାରେନତେୃତ୍ବନେଉଥିଲେ।ଏହାଦେଖିଅଥଲିଯାନିଜରବସ୍ତ୍ରଚିରିପକାଇଲେଓକହିଲେ,ରାଜଦ୍ରୋହ!ରାଜଦ୍ରୋହ!
2 Chronicles 23:13 Picture in Oriya