English
ଦିତୀୟ ବଂଶାବଳୀ 20:2 ଚିତ୍ର
କିଛି ଲୋକ ଆସି ଯିହାଶାଫେଟ୍ଙ୍କୁ କହିଲେ, ଇଦୋମରୁ ତୁମ୍ଭ ବିରୁଦ୍ଧ ରେ ଏକ ବୃହତ୍ ସୈନ୍ଯଦଳ ଆସୁଛନ୍ତି। ସମାନେେ ମୃତସାଗର ରେ ଅପର ପାଶର୍ବରୁ ଆସୁଅଛନ୍ତି। ସମାନେେ ହତସସୋନ୍-ତାମର ରେ ଆସି ପୁରାପୁରି ପହଞ୍ଚି ସାରିଲଣେି। (ହତସସୋନ-ତାମରକୁ ଐନ୍ ଗଦୀ ବୋଲି ମଧ୍ଯ କୁହାଯାଉଥିଲା।)