ଦିତୀୟ ବଂଶାବଳୀ 10:11 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 10 ଦିତୀୟ ବଂଶାବଳୀ 10:11

2 Chronicles 10:11
ମାରେ ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦଇେଛନ୍ତି, ମୁଁ ସହେି ବୋଝକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭକୁ ଚାବୁକ ଦ୍ବାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଚାବୁକ ଦ୍ବାରା ଶାସନ କରିବି, ଯେଉଁଥି ରେ ମୁନିଆ କଣ୍ଟାମାନ ବାହାରିଥିବ।'

2 Chronicles 10:102 Chronicles 102 Chronicles 10:12

2 Chronicles 10:11 in Other Translations

King James Version (KJV)
For whereas my father put a heavy yoke upon you, I will put more to your yoke: my father chastised you with whips, but I will chastise you with scorpions.

American Standard Version (ASV)
And now whereas my father did lade you with a heavy yoke, I will add to your yoke: my father chastised you with whips, but I `will chastise you' with scorpions.

Bible in Basic English (BBE)
If my father put a hard yoke on you, I will make it harder: my father gave you punishment with whips, but I will give you blows with snakes.

Darby English Bible (DBY)
and whereas my father laid a heavy yoke upon you, *I* will add to your yoke: my father chastised you with whips, but *I* [will chastise you] with scorpions.

Webster's Bible (WBT)
For whereas my father put a heavy yoke upon you, I will put more to your yoke: my father chastised you with whips, but I will chastise you with scorpions.

World English Bible (WEB)
Now whereas my father did lade you with a heavy yoke, I will add to your yoke: my father chastised you with whips, but I [will chastise you] with scorpions.

Young's Literal Translation (YLT)
and now, my father laid on you a heavy yoke, and I -- I add unto your yoke; my father chastised you with whips, and I -- with scorpions.'

For
whereas
וְעַתָּ֗הwĕʿattâveh-ah-TA
my
father
אָבִי֙ʾābiyah-VEE
put
הֶעְמִ֤יסheʿmîsheh-MEES
a
heavy
עֲלֵיכֶם֙ʿălêkemuh-lay-HEM
yoke
עֹ֣לʿōlole
upon
כָּבֵ֔דkābēdka-VADE
you,
I
וַֽאֲנִ֖יwaʾănîva-uh-NEE
will
put
more
אֹסִ֣יףʾōsîpoh-SEEF
to
עַֽלʿalal
yoke:
your
עֻלְּכֶ֑םʿullĕkemoo-leh-HEM
my
father
אָבִ֗יʾābîah-VEE
chastised
יִסַּ֤רyissaryee-SAHR
you
with
whips,
אֶתְכֶם֙ʾetkemet-HEM
I
but
בַּשּׁוֹטִ֔יםbaššôṭîmba-shoh-TEEM
will
chastise
you
with
scorpions.
וַֽאֲנִ֖יwaʾănîva-uh-NEE
בָּֽעֲקְרַבִּֽים׃bāʿăqrabbîmBA-uk-ra-BEEM

Cross Reference

ଯାତ୍ରା ପୁସ୍ତକ 1:13
ତେଣୁ ମିଶରୀଯମାନେ ତହିଁରୁ ତାଙ୍କୁ ଅଧିକ ପରିଶ୍ରମ କରାଇଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:5
କିନ୍ତୁ ମନୁଷ୍ଯମାନଙ୍କୁ ମାରିଦବୋ ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ୟ୍ଯନ୍ତ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଅନୁମତି ଦିଆଯାଇଥିଲା। ସହେି ୟନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ୟନ୍ତ୍ରଣାଦାୟକ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:3
ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସମାନଙ୍କେୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା।

ଲୂକଲିଖିତ ସୁସମାଚାର 10:19
ଶୁଣ! ସାପ ଓ କଙ୍କଡାବିଛାମାନଙ୍କୁ ପାଦତଳେ ଦଳି ଦବୋକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦଇେଛି। ମୁଁ ତୁମ୍ଭମାନଙ୍କ ଶତୃ ପାଖ ରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦଇେଛି। ତୁମ୍ଭମାନଙ୍କର କହେି କିଛି କ୍ଷତି କରି ପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 11:29
ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।

ଯିରିମିୟ 28:13
ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ୟାଇ ହନାନିଯକୁ କୁହ, 'ତୁମ୍ଭେ ସିନା କାଠର ୟୁଆଳି ଭାଙ୍ଗି ଦଲେ, ମାତ୍ର ଆମ୍ଭେ ତାହା ବଦଳ ରେ ଲୁହାର ୟୁଆଳି ପ୍ରସ୍ତୁତ କରିବା।

ଯିଶାଇୟ 58:6
ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ୟୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦବୋର ଓ ପ୍ରେତ୍ୟକକ ୟୁଆଳି ଭଗ୍ନ କରିବାର, ଏହିପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?

ଯିଶାଇୟ 47:6
ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।

ପ୍ରଥମ ଶାମୁୟେଲ 8:18
ଦିନ ଆସିବ ଯେତବେେଳେ ତୁମ୍ଭେ ବାଛିଥିବା ରାଜାଙ୍କକ୍ସ୍ଟ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦବେେ ନାହିଁ।

ଯାତ୍ରା ପୁସ୍ତକ 5:18
ବର୍ତ୍ତମାନ ତୁମ୍ଭମାନଙ୍କର କାର୍ୟ୍ଯକୁ ଫରେିୟାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡା ଦବେି ନାହିଁଏବଂ ପୂର୍ବପରି ତୁମ୍ଭମାନଙ୍କୁ ସତେିକି ସଂଖ୍ଯକ ଇଟା ତିଆରି କରିବାକୁ ହିଁ ପଡ଼ିବ।

ଯାତ୍ରା ପୁସ୍ତକ 5:5
ଏଠା ରେ ଅନକେ ଲୋକ ଅଛନ୍ତି। ତୁମ୍ଭମାନେେ ସମାନଙ୍କେୁ ସମାନଙ୍କେର କର୍ମରୁ ନିବୃତ୍ତ କରୁଅଛ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:10
ବିଛାର ନାହୁଡ଼ ଭଳି ସମାନଙ୍କେ ଲାଙ୍ଗୁଡ଼ ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ୟ୍ଯନ୍ତ ଲୋକମାନଙ୍କୁ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସମାନଙ୍କେ ଲାଙ୍ଗୁଡ଼ ରେ ଥିଲା।