2 Chronicles 1:1
ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।
2 Chronicles 1:1 in Other Translations
King James Version (KJV)
And Solomon the son of David was strengthened in his kingdom, and the LORD his God was with him, and magnified him exceedingly.
American Standard Version (ASV)
And Solomon the son of David was strengthened in his kingdom, and Jehovah his God was with him, and magnified him exceedingly.
Bible in Basic English (BBE)
And Solomon, the son of David, made himself strong in his kingdom, and the Lord his God was with him, and made him very great.
Darby English Bible (DBY)
And Solomon the son of David was strengthened in his kingdom, and Jehovah his God was with him and magnified him exceedingly.
Webster's Bible (WBT)
And Solomon the son of David was strengthened in his kingdom, and the LORD his God was with him, and magnified him exceedingly.
World English Bible (WEB)
Solomon the son of David was strengthened in his kingdom, and Yahweh his God was with him, and magnified him exceedingly.
Young's Literal Translation (YLT)
And strengthen himself doth Solomon son of David over his kingdom, and Jehovah his God `is' with him, and maketh him exceedingly great.
| And Solomon | וַיִּתְחַזֵּ֛ק | wayyitḥazzēq | va-yeet-ha-ZAKE |
| the son | שְׁלֹמֹ֥ה | šĕlōmō | sheh-loh-MOH |
| of David | בֶן | ben | ven |
| strengthened was | דָּוִ֖יד | dāwîd | da-VEED |
| in | עַל | ʿal | al |
| his kingdom, | מַלְכוּת֑וֹ | malkûtô | mahl-hoo-TOH |
| Lord the and | וַֽיהוָ֤ה | wayhwâ | vai-VA |
| his God | אֱלֹהָיו֙ | ʾĕlōhāyw | ay-loh-hav |
| was with | עִמּ֔וֹ | ʿimmô | EE-moh |
| magnified and him, | וַֽיְגַדְּלֵ֖הוּ | waygaddĕlēhû | va-ɡa-deh-LAY-hoo |
| him exceedingly. | לְמָֽעְלָה׃ | lĕmāʿĕlâ | leh-MA-eh-la |
Cross Reference
ପ୍ରଥମ ବଂଶାବଳୀ 29:25
ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ୍ କଲେ। ଇଶ୍ରାୟେଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ୍ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇଶ୍ରାୟେଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ।
ପ୍ରଥମ ରାଜାବଳୀ 2:46
ତେଣୁ ରାଜା ବନାଯକୁ ଏକ ଆଦେଶ ଦେଲେ, ଶିମିଯକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ଯ ଉପରେ ପୁରା ଅଧିକାର ପାଇଲେ।
ପ୍ରଥମ ରାଜାବଳୀ 2:12
ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନ ରେ ଉପବିଷ୍ଟ ହାଇେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଓ ତାଙ୍କର ରାଜ୍ଯ ଅତୋଶଯ ଦୃଢ ହେଲା।
ଆଦି ପୁସ୍ତକ 39:2
କିନ୍ତୁ ସଦାପ୍ରଭୁ ଯୋଷଫେକୁ ସହାୟ ହେଲେଓ ଯୋଷଫେ ଜଣେ ଭାଗ୍ଯବାନ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀଯ କର୍ତ୍ତାର ଗୃହ ରେ ବାସ କଲେ।
ଆଦି ପୁସ୍ତକ 21:22
ଏହାପରେ ଅବିମଲକେ ଏବଂ ଫୀଖୋଲ୍ ନାମକ ଅବା୍ରହାମଙ୍କର ସନୋପତି ଅବ୍ରହାମଙ୍କୁ କହିଲେ, ପରମେଶ୍ବର ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ସହାୟ ଅଟନ୍ତି।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:9
ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
ମାଥିଉଲିଖିତ ସୁସମାଚାର 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
ପ୍ରଥମ ବଂଶାବଳୀ 17:8
ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତ ରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖ ରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ଯାତ ଲୋକଙ୍କ ମଧିଅରେ ଜଣେ କରିବା।
ଯାତ୍ରା ପୁସ୍ତକ 3:12
ତା'ପରେ ପରମେଶ୍ବର କହିଲେ, ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବୁ! ଆମ୍ଭେ ଯେ ତୁମ୍ଭକୁ ପ୍ ରରଣେ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭମାନେେ ଏହି ପର୍ବତ ରେ ପରମେଶ୍ବରଙ୍କର ଉପାସନା କରିବ।
ଆଦି ପୁସ୍ତକ 39:21
କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।