2 Kings 5:13
କିନ୍ତୁ ନାମାନ୍ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, ହେ ପିତା, ଯଦି ଭବିଷ୍ଯଦ୍ବକ୍ତା କିଛି ବଡ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ'ଣ ତାହା କରି ନଥାନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ 'ସ୍ନାନ କର ଏବଂ ଶୁଚି ହୁଅ।'
2 Kings 5:13 in Other Translations
King James Version (KJV)
And his servants came near, and spake unto him, and said, My father, if the prophet had bid thee do some great thing, wouldest thou not have done it? how much rather then, when he saith to thee, Wash, and be clean?
American Standard Version (ASV)
And his servants came near, and spake unto him, and said, My father, if the prophet had bid thee do some great thing, wouldest thou not have done it? how much rather then, when he saith to thee, Wash, and be clean?
Bible in Basic English (BBE)
Then his servants came to him and said, If the prophet had given you orders to do some great thing, would you not have done it? how much more then, when he says to you, Be washed and become clean?
Darby English Bible (DBY)
And his servants drew near, and spoke to him and said, My father, [if] the prophet had bidden thee [do some] great thing, wouldest thou not have done it? how much rather then, when he says to thee, Wash and be clean?
Webster's Bible (WBT)
And his servants came near, and spoke to him, and said, My father, if the prophet had bid thee do some great thing, wouldst thou not have done it? how much rather then, when he saith to thee, Wash, and be clean?
World English Bible (WEB)
His servants came near, and spoke to him, and said, My father, if the prophet had bid you do some great thing, wouldn't you have done it? how much rather then, when he says to you, Wash, and be clean?
Young's Literal Translation (YLT)
And his servants come nigh, and speak unto him, and say, `My father, a great thing had the prophet spoken unto thee -- dost thou not do `it'? and surely, when he hath said unto thee, Wash, and be clean.'
| And his servants | וַיִּגְּשׁ֣וּ | wayyiggĕšû | va-yee-ɡeh-SHOO |
| came near, | עֲבָדָיו֮ | ʿăbādāyw | uh-va-dav |
| and spake | וַיְדַבְּר֣וּ | waydabbĕrû | vai-da-beh-ROO |
| unto | אֵלָיו֒ | ʾēlāyw | ay-lav |
| said, and him, | וַיֹּֽאמְר֗וּ | wayyōʾmĕrû | va-yoh-meh-ROO |
| My father, | אָבִי֙ | ʾābiy | ah-VEE |
| prophet the if | דָּבָ֣ר | dābār | da-VAHR |
| had bid | גָּד֗וֹל | gādôl | ɡa-DOLE |
| הַנָּבִ֛יא | hannābîʾ | ha-na-VEE | |
| great some do thee | דִּבֶּ֥ר | dibber | dee-BER |
| thing, | אֵלֶ֖יךָ | ʾēlêkā | ay-LAY-ha |
| not thou wouldest | הֲל֣וֹא | hălôʾ | huh-LOH |
| have done | תַֽעֲשֶׂ֑ה | taʿăśe | ta-uh-SEH |
| then, rather much how it? | וְאַ֛ף | wĕʾap | veh-AF |
| when | כִּֽי | kî | kee |
| he saith | אָמַ֥ר | ʾāmar | ah-MAHR |
| to | אֵלֶ֖יךָ | ʾēlêkā | ay-LAY-ha |
| thee, Wash, | רְחַ֥ץ | rĕḥaṣ | reh-HAHTS |
| and be clean? | וּטְהָֽר׃ | ûṭĕhār | oo-teh-HAHR |
Cross Reference
ଦିତୀୟ ରାଜାବଳୀ 6:21
ଇଶ୍ରାୟେଲର ରାଜା ଅରାମୀଯମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, ହେ ମାରେ ପିତା! ମୁଁ କ'ଣ ଏମାନଙ୍କୁ ବଧ କରିବି? ମୁଁ କ'ଣ ଏମାନଙ୍କୁ ବଧ କରିବି?
ଦିତୀୟ ରାଜାବଳୀ 13:14
ଇଲୀଶାୟ ପୀଡିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ଯୁ ବରଣ କଲେ। ଇଶ୍ରାୟେଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ ପାଇଁ ଏହା ସମୟ କି?
ଦିତୀୟ ରାଜାବଳୀ 2:12
ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!
ରେରିତମାନଙ୍କ କାର୍ଯ୍ୟର ବିବରଣ 22:16
ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:21
ପରମେଶ୍ବର ଆପଣା ଜ୍ଞାନ ରେ ଏହା ଚାହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳ ରେ ପରମେଶ୍ବରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଚାରକୁ ଜଗତ ମୂର୍ଖତା ବୋଲି କୁ ହେ, ସହେି ବାର୍ତ୍ତା ଯେଉଁମାନେ ବିଶ୍ବାସ କରୁଛନ୍ତି, ତଦ୍ଦ୍ବାରା ସମାନଙ୍କେୁ ଉଦ୍ଧାର କରିବାକୁ ଇଚ୍ଛାକଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:27
କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:15
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନକେ ପିତା ନାହାଁନ୍ତି, ସୁସମାଚାର ଦ୍ବାରା ଖ୍ରୀଷ୍ଟଯୀଶୁଙ୍କ ସକାେଶ ମୁଁ ତୁମ୍ଭମାନଙ୍କର ପିତା ହାଇେଛି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:26
ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:22
ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।
ପିତରଙ୍କ ପ୍ରଥମ ପତ୍ 3:21
ସହେି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁହେଁ। ମାତ୍ର ବାପ୍ତସ୍ମ ହେଉଛି, ପରମେଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ ହାଇେଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।
ଯୋହନଲିଖିତ ସୁସମାଚାର 13:8
ପିତର କହିଲେ, ନା, ଆପଣ ମାେ ପାଦ କବେେ ଧୋଇବେ ନାହିଁ।
ମାଥିଉଲିଖିତ ସୁସମାଚାର 23:9
ଏ ସଂସାର ରେ କାହାରିକୁ 'ପରମପିତା' ବୋଲି ସମ୍ ବୋଧନ କରନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ବର୍ଗ ରେ ରହୁଛନ୍ତି।
ମଲାଖୀ 1:6
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।
ପ୍ରଥମ ଶାମୁୟେଲ 25:14
ୟକ୍ସ୍ଟବକମାନଙ୍କ ମଧ୍ଯରକ୍ସ୍ଟ ଜଣେ ନାବଲର ସ୍ତ୍ରୀ ଅବୀଗଲକକ୍ସ୍ଟ ଜଣାଇ କହିଲା, ଦେଖ, ଦାଉଦ ଆମ୍ଭମାନଙ୍କୁ କର୍ତ୍ତାଙ୍କ ଶକ୍ସ୍ଟଭେଚ୍ଛା ଜଣଇବୋ ନିମନ୍ତେ ମରକ୍ସ୍ଟଭୂମିରକ୍ସ୍ଟ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସମାନଙ୍କେୁ ଖରାପ ଭବିଲେ।
ପ୍ରଥମ ରାଜାବଳୀ 20:23
ବିନ୍ହଦଦ୍ର ଅଧିକାରୀମାନେ ତାଙ୍କୁ କହିଲେ, ଇଶ୍ରାୟେଲର ଦବେତାଗଣ ପର୍ବତଗଣର ଦବେତାଗଣ ଅଟନ୍ତି। ତେଣୁ ଇଶ୍ରାୟେଲୀମାନେ ବିଜଯୀ ହେଲେ। ଆମ୍ଭମାନେେ ପର୍ବତ ରେ ୟୁଦ୍ଧକରି ହାରିଲୁ। ମାତ୍ର ଆମ୍ଭମାନେେ ଯଦି ପଦା ରେ ୟୁଦ୍ଧ କରୁ, ତବେେ ଆମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଶକ୍ତିଶାଳୀ ହବେୁ।
ପ୍ରଥମ ରାଜାବଳୀ 20:31
ତାଙ୍କର ଦାସମାନେ ସମାନଙ୍କେୁ କହିଲ, ଆମ୍ଭେ ଶୁଣିଅଛୁ ଯେ ଇଶ୍ରାୟେଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନଯ କରୁଛୁ, ଆମ୍ଭମାନଙ୍କୁ କଟି ରେ ଅଖା ପିନ୍ଧିବାକୁ ଓ ମୁଣ୍ତ ରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇଶ୍ରାୟେଲ ରାଜାଙ୍କ ନିକଟକୁ ୟିବାକୁ ଦିଅନ୍ତୁ। ହୁଏତ୍ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେେ।
ଦିତୀୟ ରାଜାବଳୀ 5:3
ଅନନ୍ତର ସହେି ବାଳିକା ନିଜର କର୍ତ୍ତାକୁ କହିଲା, ମୁଁ ଆଶା କରୁଛି ମାରେ ମହାଶୟ ନାମାନ୍ ଯଦି ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିଯା ରେ ବାସ କରୁଛନ୍ତି। ସେ ନିଶ୍ଚଯ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।
ଦିତୀୟ ରାଜାବଳୀ 5:10
ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।
ଦିତୀୟ ରାଜାବଳୀ 8:9
ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?
ଆୟୁବ ପୁସ୍ତକ 32:8
କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।
ଗୀତସଂହିତା 51:2
ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।
ଗୀତସଂହିତା 51:7
ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।
ଯିଶାଇୟ 1:16
ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।
ଯିରିମିୟ 38:7
କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।
ଆଦି ପୁସ୍ତକ 41:43
ଫାରୋ ଯୋଷଫଙ୍କେୁ ଆପଣା ଦ୍ବିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, ଯୋଷଫଙ୍କେୁ ପ୍ରଣାମ କର ବୋଲି ଫାରୋ ଲୋକମାନଙ୍କୁ କହିଲେ।