ଦିତୀୟ ରାଜାବଳୀ 5:10 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 5 ଦିତୀୟ ରାଜାବଳୀ 5:10

2 Kings 5:10
ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।

2 Kings 5:92 Kings 52 Kings 5:11

2 Kings 5:10 in Other Translations

King James Version (KJV)
And Elisha sent a messenger unto him, saying, Go and wash in Jordan seven times, and thy flesh shall come again to thee, and thou shalt be clean.

American Standard Version (ASV)
And Elisha sent a messenger unto him, saying, Go and wash in the Jordan seven times, and thy flesh shall come again to thee, and thou shalt be clean.

Bible in Basic English (BBE)
And Elisha sent a servant to him, saying, Go to Jordan, and after washing seven times in its waters your flesh will be well again and you will be clean.

Darby English Bible (DBY)
And Elisha sent a messenger to him, saying, Go and wash in the Jordan seven times, and thy flesh shall come again to thee, and thou shalt be clean.

Webster's Bible (WBT)
And Elisha sent a messenger to him, saying, Go and wash in Jordan seven times, and thy flesh shall come again to thee, and thou shalt be clean.

World English Bible (WEB)
Elisha sent a messenger to him, saying, Go and wash in the Jordan seven times, and your flesh shall come again to you, and you shall be clean.

Young's Literal Translation (YLT)
and Elisha sendeth unto him a messenger, saying, `Go, and thou hast washed seven times in Jordan, and thy flesh doth turn back to thee -- and be thou clean.

And
Elisha
וַיִּשְׁלַ֥חwayyišlaḥva-yeesh-LAHK
sent
אֵלָ֛יוʾēlāyway-LAV
a
messenger
אֱלִישָׁ֖עʾĕlîšāʿay-lee-SHA
unto
מַלְאָ֣ךְmalʾākmahl-AK
saying,
him,
לֵאמֹ֑רlēʾmōrlay-MORE
Go
הָל֗וֹךְhālôkha-LOKE
and
wash
וְרָֽחַצְתָּ֤wĕrāḥaṣtāveh-ra-hahts-TA
in
Jordan
שֶֽׁבַעšebaʿSHEH-va
seven
פְּעָמִים֙pĕʿāmîmpeh-ah-MEEM
times,
בַּיַּרְדֵּ֔ןbayyardēnba-yahr-DANE
and
thy
flesh
וְיָשֹׁ֧בwĕyāšōbveh-ya-SHOVE
shall
come
again
בְּשָֽׂרְךָ֛bĕśārĕkābeh-sa-reh-HA
be
shalt
thou
and
thee,
to
clean.
לְךָ֖lĕkāleh-HA
וּטְהָֽר׃ûṭĕhāroo-teh-HAHR

Cross Reference

ଯୋହନଲିଖିତ ସୁସମାଚାର 9:7
ଯୀଶୁ ତାହାଙ୍କୁ କହିଲେ, ଯାଅ, ଶିଲୋହ ପୋଖରୀ ରେ ଧୋଇ ଦିଅ। (ଶିଲୋହ ପଦର ଅର୍ଥ 'ପ୍ ରରେିତ ା') ତା'ପରେ ସେ ଅନ୍ଧ ଲୋକଟି ପୋଖରୀ ରେ ଧୋଇ ହାଇେ ଆସିଲା। ସେ ବର୍ତ୍ତମାନ ଦେଖିପାରୁଥିଲା।

ଲେବୀୟ ପୁସ୍ତକ 14:7
ପୁଣି ଯାଜକ ସହେି କୁଷ୍ଠ ରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନଇେ କ୍ଷେତ୍ରଆଡେ ଛାଡିଦବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:11
ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତକେ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହାଇେଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ଓ ଆମ୍ଭ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଧାର୍ମିକ କରାଯାଇଛି।

ମାଥିଉଲିଖିତ ସୁସମାଚାର 15:23
ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।

ଦିତୀୟ ରାଜାବଳୀ 5:14
ତେଣୁ ନାମାନ୍ ପରମେଶ୍ବରଙ୍କ ଲୋକର ବାକ୍ଯାନୁସା ରେ ଗଲେ ଓ ୟର୍ଦ୍ଦନ ନଦୀ ରେ ନିଜକୁ ସାତଥର ବୁଡାଇଲେ। ଏଥି ରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ଯ କୋମଳ ହେଲା।

ଦିତୀୟ ରାଜାବଳୀ 4:41
ମାତ୍ର ଇଲୀଶାୟ କ ହେଲ, କିଛି ମଇଦା ଆଣ। ସମାନେେ କିଛି ମଇଦା ଆଣିଲେ ଓ ଇଲୀଶାୟ ସହେି ପାତ୍ର ରେ ପକାଇଲେ। ତା'ପରେ ସେ କହିଲେ, ଲୋକମାନଙ୍କୁ ପରସ, ବର୍ତ୍ତମାନ ସମାନେେ ଖାଇପାରନ୍ତି।

ଦିତୀୟ ରାଜାବଳୀ 3:16
ତା'ପରେ ଇଲୀଶାୟ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଉପତ୍ୟକା ରେ ଗାତମାନ ଖୋଳ।

ଦିତୀୟ ରାଜାବଳୀ 2:21
ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ୟାଇ ଲବଣକୁ ଜଳ ରେ ପକାଇଲେ ଓ କହିଲେ, ସଦାପ୍ରଭୁ ଏହି କଥା କୁହନ୍ତି, 'ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ଯୁର କାରଣ ହବେ ନାହିଁ କିଅବା ଜମି ରେ ଅଙ୍ଗୁର ବଢାଇବାର ବାଧକ ହବେନାହିଁ।'

ଯିହୋଶୂୟ 6:13
ଏବଂ ସାତଜଣ ଜାବକ ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେ ଶିଙ୍ଗା ରେ ତିଆରି ତୂରୀ ବଜାଇ ବଜାଇ ଚାଲିଲେ। ସଶସ୍ତ୍ର ସୈନିକମାନେ ମଧ୍ଯ ସମାନଙ୍କେ ଆଗ ରେ ଚାଲିଲେ। ପଛପଟର ପ୍ରହାରୀମାନେ ପବିତ୍ର ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ଏହିପରି ଭାବରେ ସମାନେେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ।

ଯିହୋଶୂୟ 6:4
ସାତାଟେି ମଷେଶିଙ୍ଗା ସହିତ ସାତଜଣ ଯାଜକ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖକକ୍ସ୍ଟ ଯିବେ। ଆଉ ସଲ୍ଗମ ଦିନ ରେ ତୁମ୍ଭମାନେେ ସାତଥର ନଗର ପ୍ରଦକ୍ଷିଣ କରବା ଉଚିତ୍ ଓ ଯାଜକମାନେ ମଷେର ଶିଙ୍ଗା ବଜାଇବା ଉଚିତ୍।

ଗଣନା ପୁସ୍ତକ 19:19
ତତ୍ପରେ ସହେି ଶୁଚିମନ୍ତ ଲୋକ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ସହେି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନ ରେ ସହେି ବ୍ଯକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ଯା ସମୟରେ ସେ ଶୁଚି ହବେ।

ଗଣନା ପୁସ୍ତକ 19:4
ଯାଜକ ଇଲିଯାସର ଆପଣା ଅଙ୍ଗୁଳି ଦ୍ବାରା ତାହାର ରକ୍ତରୁ ନଇେ ପବିତ୍ର ତମ୍ବୁ ସମ୍ମିଖ ରେ ସାତଥର ଛିଞ୍ଚିବେ।

ଲେବୀୟ ପୁସ୍ତକ 16:19
ତା'ପରେ ସେ ରକ୍ତରୁ କିଛି ନଇେ ଅଙ୍ଗୁଳି ଦ୍ବାରା ସାତଥର ଛିଞ୍ଚି ଅଶୁଚି ବଦେୀକୁ ଶୁଦ୍ଧ କରିବ ଓ ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚରୁ ତାହା ଶୁଚି କରିବ।

ଲେବୀୟ ପୁସ୍ତକ 16:14
ତହୁଁ ସେ ଗୋବତ୍ସର କିଚି ରକ୍ତ ନଇେ ପାପାଚ୍ଛଦନର ପୂର୍ବଆଡେ ଅଙ୍ଗୁଳି ରେ ଛିଞ୍ଚିବ। ପୁଣି ପାପାଚ୍ଛଦନ ସମ୍ମୁଖ ରେ ଅଙ୍ଗୁଳି ଦ୍ବାରା ସାତଥର ସହେି ରକ୍ତ ଛିଞ୍ଚିବ।

ଲେବୀୟ ପୁସ୍ତକ 14:51
ତା'ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନଇେ ହତ୍ଯା କରିବ ଓ ସହେି ପକ୍ଷୀର ରକ୍ତ, ସହେି ଜଳ ସୋର୍ତ ରେ ବୁଡାଇବ ଓ ସହେି ଘ ରେ ସାତଥର ଛିଞ୍ଚିବ।

ଲେବୀୟ ପୁସ୍ତକ 14:16
ତା'ପରେ ଯାଜକ ସହେି ବାମ ହସ୍ତର ପାପୁଲିସ୍ଥିତ ତୈଳ ରେ ଆପଣା ଦକ୍ଷିଣ ଆଙ୍ଗୁଳି ବୁଡାଇ ଅଙ୍ଗୁଳି ଦ୍ବାରା ସହେି ତୈଳରୁ କିଛି ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ସାତଥର ଛିଞ୍ଚିବ।

ଯାତ୍ରା ପୁସ୍ତକ 4:6
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତକୁ ତୁମ୍ଭର ଛାତି ରେ ରଖ।