ଦିତୀୟ ରାଜାବଳୀ 13:5 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 13 ଦିତୀୟ ରାଜାବଳୀ 13:5

2 Kings 13:5
ତେଣୁ ସଦାପ୍ରଭୁ ଇଶ୍ରାୟେଲ ଉଦ୍ଧାର ପାଇଁ ଏକ ଲୋକ ପଠାଇଲେ। ଫଳ ରେ ଇଶ୍ରାୟେଲୀୟମାନେ ଅରାମୀଯମାନଙ୍କଠାରୁ ମୁକ୍ତ ହେଲେ ଓ ପୂର୍ବପରି ନିଜ ନିଜ ଗୃହକୁ ଗଲେ।

2 Kings 13:42 Kings 132 Kings 13:6

2 Kings 13:5 in Other Translations

King James Version (KJV)
(And the LORD gave Israel a saviour, so that they went out from under the hand of the Syrians: and the children of Israel dwelt in their tents, as beforetime.

American Standard Version (ASV)
(And Jehovah gave Israel a saviour, so that they went out from under the hand of the Syrians; and the children of Israel dwelt in their tents as beforetime.

Bible in Basic English (BBE)
(And the Lord gave Israel a saviour, so that they became free from the hands of the Aramaeans; and the children of Israel were living in their tents as in the past.

Darby English Bible (DBY)
And Jehovah gave Israel a saviour, so that they went out from under the hand of the Syrians; and the children of Israel dwelt in their tents as before.

Webster's Bible (WBT)
(And the LORD gave Israel a savior, so that they went out from under the hand of the Syrians: and the children of Israel dwelt in their tents, as formerly.

World English Bible (WEB)
(Yahweh gave Israel a savior, so that they went out from under the hand of the Syrians; and the children of Israel lived in their tents as before.

Young's Literal Translation (YLT)
and Jehovah giveth to Israel a saviour, and they go out from under the hand of Aram, and the sons of Israel dwell in their tents as heretofore;

(And
the
Lord
וַיִּתֵּ֨ןwayyittēnva-yee-TANE
gave
יְהוָ֤הyĕhwâyeh-VA
Israel
לְיִשְׂרָאֵל֙lĕyiśrāʾēlleh-yees-ra-ALE
a
saviour,
מוֹשִׁ֔יעַmôšîaʿmoh-SHEE-ah
out
went
they
that
so
וַיֵּ֣צְא֔וּwayyēṣĕʾûva-YAY-tseh-OO
from
under
מִתַּ֖חַתmittaḥatmee-TA-haht
hand
the
יַדyadyahd
of
the
Syrians:
אֲרָ֑םʾărāmuh-RAHM
and
the
children
וַיֵּֽשְׁב֧וּwayyēšĕbûva-yay-sheh-VOO
Israel
of
בְנֵֽיbĕnêveh-NAY
dwelt
יִשְׂרָאֵ֛לyiśrāʾēlyees-ra-ALE
in
their
tents,
בְּאָֽהֳלֵיהֶ֖םbĕʾāhŏlêhembeh-ah-hoh-lay-HEM
as
beforetime.
כִּתְמ֥וֹלkitmôlkeet-MOLE

שִׁלְשֽׁוֹם׃šilšômsheel-SHOME

Cross Reference

ନିହିମିୟା 9:27
ଏଣୁ ତୁମ୍ଭେ ସମାନଙ୍କେୁ ବିପକ୍ଷଗଣ ହସ୍ତ ରେ ସମର୍ପଣ କରିବାରୁ ସମାନେେ ସମାନଙ୍କେୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ, ସମାନେେ ତୁମ୍ଭଠା ରେ ସାହାୟ୍ଯ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସା ରେ ସମାନଙ୍କେୁ ଉଦ୍ଧାର କତ୍ତୁର୍ଗଣ ଦଲେ। ସମାନେେ ବିପକ୍ଷଗଣ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।

ଦିତୀୟ ରାଜାବଳୀ 14:27
ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇଶ୍ରାୟେଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ୟୋଯାଶଙ୍କ ପୁତ୍ର ୟାରବିଯାମଙ୍କ ଦ୍ବାରା ସମାନଙ୍କେୁ ଉଦ୍ଧାର କଲେ।

ଦିତୀୟ ରାଜାବଳୀ 14:25
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ବାକ୍ଯ ଅନୁସାରେ ଅମିତ୍ତଯର ପୁତ୍ର ଗାଥ ହଫରେ ନିବାସୀ ଆପଣା ସବେକ ୟୂନସ ଭବିଷ୍ଯତବକ୍ତାଙ୍କ ହସ୍ତ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯାନୁସା ରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ୟ୍ଯନ୍ତ ଇଶ୍ରାୟେଲର ସୀମା ପୁନର୍ବାର ୟାରବିଯାମ ଖଳେ କଲେ।

ଦିତୀୟ ରାଜାବଳୀ 13:25
ତାଙ୍କର ମୃତ୍ଯୁ ପୁର୍ବରୁ ୟୋଯାଶଙ୍କର ପିତା ଯିହାୟୋଦାରହସ୍ଙ୍କଠାରୁ ନଗରଗୁଡିକୁ ହସାଯଲେ ଅଧିକାର କରି ନେଲେ। ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶ ହସାଯେଲ୍ର ପୁତ୍ର ବିନ୍ହଦଦ୍ଙ୍କଠାରୁ ସହେି ନଗର ଗୁଡିକ ପୁନର୍ବାର ନେଲେ। ଯୋୟାଶ୍ ବିନହଦଦ୍ଙ୍କୁ ତିନିଥର ପରାସ୍ତ କରି ଇଶ୍ରାୟେଲର ନଗରଗୁଡିକୁ ନଇେଥିଲେ।

ଲୂକଲିଖିତ ସୁସମାଚାର 2:11
କାରଣ ଆଜି ଦାଉଦଙ୍କ ନଗର ରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି।

ଓବଦିୟ 1:21
ବିଜତାକୋରୀମାନେ ସିୟୋନ ପର୍ବତ ଉପରକୁ ଯିବେ ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ ଏବଂ ରାଜ୍ଯ ସଦାପ୍ରଭୁଙ୍କର ଅଧିକୃତ ହବେ।

ଯିଶାଇୟ 19:20
ସଦାପ୍ରଭୁ ସର୍ବଶକ୍ତିମଯ ମହାନ୍ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା'ର ସଙ୍କତେ ହବେ। ଯେ କୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାୟ୍ଯ ଭିକ୍ଷା କରିବେ, ସଦାପ୍ରଭୁ ସାହାୟ୍ଯ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ଯକ୍ତିକୁ ପ୍ ରରଣେ କରିବେ। ସହେି ବ୍ଯକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।

ପ୍ରଥମ ବଂଶାବଳୀ 11:2
ଯେତବେେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନତେୃତ୍ବ ନଇେ ଇଶ୍ରାୟେଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, 'ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ଯ ହବେ।

ପ୍ରଥମ ଶାମୁୟେଲ 19:7
ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।

ଦିତୀୟ ବିବରଣ 19:4
ସହେି ନଗରକକ୍ସ୍ଟ ଯେଉଁ ନରହତ୍ଯାକାରୀମାନେ ଯିବେ, ସମାନେେ ଜାଣିଶକ୍ସ୍ଟଣି ନରହତ୍ଯା କରି ନ ଥିବେ। ଅଜ୍ଞାତ ସାର ରେ ଏବଂ ସେ ଯାହାକକ୍ସ୍ଟ ହତ୍ଯା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସହେି ଲୋକମାନେ କବଳେ ସଠାେକକ୍ସ୍ଟ ୟାଇ ଆଶ୍ରଯ ନଇେ ପାରିବ।

ଯାତ୍ରା ପୁସ୍ତକ 4:10
କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।