2 Chronicles 21:8
ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।
2 Chronicles 21:8 in Other Translations
King James Version (KJV)
In his days the Edomites revolted from under the dominion of Judah, and made themselves a king.
American Standard Version (ASV)
In his days Edom revolted from under the hand of Judah, and made a king over themselves.
Bible in Basic English (BBE)
In his time Edom made themselves free from the rule of Judah, and took a king for themselves.
Darby English Bible (DBY)
In his days Edom revolted from under the hand of Judah, and they set a king over themselves.
Webster's Bible (WBT)
In his days the Edomites revolted from under the dominion of Judah, and made themselves a king.
World English Bible (WEB)
In his days Edom revolted from under the hand of Judah, and made a king over themselves.
Young's Literal Translation (YLT)
In his days hath Edom revolted from under the hand of Judah, and cause a king to reign over them;
| In his days | בְּיָמָיו֙ | bĕyāmāyw | beh-ya-mav |
| the Edomites | פָּשַׁ֣ע | pāšaʿ | pa-SHA |
| revolted | אֱד֔וֹם | ʾĕdôm | ay-DOME |
| from under | מִתַּ֖חַת | mittaḥat | mee-TA-haht |
| dominion the | יַד | yad | yahd |
| of Judah, | יְהוּדָ֑ה | yĕhûdâ | yeh-hoo-DA |
| and made | וַיַּמְלִ֥יכוּ | wayyamlîkû | va-yahm-LEE-hoo |
| עֲלֵיהֶ֖ם | ʿălêhem | uh-lay-HEM | |
| themselves a king. | מֶֽלֶךְ׃ | melek | MEH-lek |
Cross Reference
ଆଦି ପୁସ୍ତକ 27:40
ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।
ପ୍ରଥମ ରାଜାବଳୀ 22:47
ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।
ଦିତୀୟ ରାଜାବଳୀ 3:9
ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।
ଦିତୀୟ ରାଜାବଳୀ 8:20
ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।
ଦିତୀୟ ବଂଶାବଳୀ 20:22
ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।
ଦିତୀୟ ବଂଶାବଳୀ 21:10
ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହାଇେ ରହିଅଛି। ଲିବ୍ନା ସହରର ଲୋକମାନେ ମଧ୍ଯ ଯିହାରୋମ୍ଙ୍କ ବିରୁଦ୍ଧ ରେ ଉଠିଲେ। ଯିହାରୋମ୍ ସଦାପ୍ରଭୁ ପରମେଶ୍ବରଙ୍କୁ ତ୍ଯାଗ କରିଥିବାରୁ ଏହିପରି ଘଟିଲା। ସେ ଯିହାରୋମ୍ଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ବର ଅଟନ୍ତି।