2 Chronicles 15:3
ପ୍ରକୃତ ରେ ଇଶ୍ରାୟେଲ ଦୀର୍ଘକାଳ ପର୍ୟ୍ଯନ୍ତ ପରମେଶ୍ବରଙ୍କ ବିନା ରହିଥିଲା। ଆଉ ସମାନେେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିଯମ ବିନା ରହୁଥିଲେ।
2 Chronicles 15:3 in Other Translations
King James Version (KJV)
Now for a long season Israel hath been without the true God, and without a teaching priest, and without law.
American Standard Version (ASV)
Now for a long season Israel was without the true God, and without a teaching priest, and without law:
Bible in Basic English (BBE)
Now for a long time Israel has been without the true God, and without a teaching priest and without the law;
Darby English Bible (DBY)
Now for a long while Israel [was] without the true God, and without a teaching priest, and without law;
Webster's Bible (WBT)
Now for a long season Israel hath been without the true God, and without a teaching priest, and without law.
World English Bible (WEB)
Now for a long season Israel was without the true God, and without a teaching priest, and without law:
Young's Literal Translation (YLT)
and many days `are' to Israel without a true God, and without a teaching priest, and without law,
| Now for a long | וְיָמִ֥ים | wĕyāmîm | veh-ya-MEEM |
| season | רַבִּ֖ים | rabbîm | ra-BEEM |
| Israel | לְיִשְׂרָאֵ֑ל | lĕyiśrāʾēl | leh-yees-ra-ALE |
| hath been without | לְלֹ֣א׀ | lĕlōʾ | leh-LOH |
| true the | אֱלֹהֵ֣י | ʾĕlōhê | ay-loh-HAY |
| God, | אֱמֶ֗ת | ʾĕmet | ay-MET |
| and without | וּלְלֹ֛א | ûlĕlōʾ | oo-leh-LOH |
| teaching a | כֹּהֵ֥ן | kōhēn | koh-HANE |
| priest, | מוֹרֶ֖ה | môre | moh-REH |
| and without | וּלְלֹ֥א | ûlĕlōʾ | oo-leh-LOH |
| law. | תוֹרָֽה׃ | tôrâ | toh-RA |
Cross Reference
ଲେବୀୟ ପୁସ୍ତକ 10:11
ସଦାପ୍ରଭୁ ମାଶାଙ୍କେୁ ଯେଉଁ ବ୍ଯବସ୍ଥାମାନ ଦଇେଥିଲେ, ମାଶାେ ସେ ସମସ୍ତ ବ୍ଯବସ୍ଥା ଇଶ୍ରାୟେଲର ସନ୍ତାନଗଣଙ୍କୁ ଦେଲେ। ହାରୋଣ ତୁମ୍ଭେ ସହେିସବୁ ବ୍ଯବସ୍ଥା ଲୋକମାନଙ୍କୁ ଶିକ୍ଷା ଦଇପୋରିବ।
ହୋଶେୟ 3:4
ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।
ପ୍ରଥମ ରାଜାବଳୀ 12:28
ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।
ଯୋହନଙ୍କ ପ୍ରଥମ ପତ୍ର 5:20
ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:2
ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏତେ ଭଲ ହବୋ ଦରକାର ଯେ ଲୋକେ ପ୍ରକୃତ ରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହବେେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ ସେ ବୁଦ୍ଧିମାନ ହବୋ ଦରକାର। ସେ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ ରେ ସ୍ବାଗତ କରି ଲୋକମାନଙ୍କୁ ସେ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହାଇେଥିବା ଦରକାର।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:9
ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:21
ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ଯବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ଯବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପା ରେ, ତେଣୁ ମୁଁ ସମାନଙ୍କେ ନିକଟରେ ବ୍ଯବସ୍ଥା ବିହୀନ ଲୋକପରି ହଲିେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:8
ଏହି ଆଦେଶ ଅନୁସାରେ ମାେ ଭିତ ରେ ସମସ୍ତ ପ୍ରକାରର ଭୁଲ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହତେୁ ପାପ ମାେ ପାଖକୁ ଆସିଲା। କିନ୍ତୁ ବ୍ଯବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:12
ଯେଉଁ ଲୋକମାନେ ବ୍ଯବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ଯବସ୍ଥା ବିଷୟ ରେ ଶୁଣି ନାହାଁନ୍ତି, ପାପ କର୍ମ କଲା ବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ଯବସ୍ଥା ଜାଣି ନାହାଁନ୍ତି ଓ ପାପ କରୁଛନ୍ତି, ସମାନେେ ନଷ୍ଟ ହାଇେ ଯିବେ ଓ ସହେି ପରି, ଯେଉଁମାନେ ବ୍ଯବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ଯବସ୍ଥା ଅନୁସାରେ ସମାନଙ୍କେର ନ୍ଯାୟବିଚ଼ାର ହବେ।
ଯୋହନଲିଖିତ ସୁସମାଚାର 17:3
ମ୍ଭେ ଯେ ଏକମାତ୍ର ସତ୍ଯ ପରମେଶ୍ବର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସହେି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବାହିଁ ଅନନ୍ତଜୀବନ ଅଟେ।
ମାଥିଉଲିଖିତ ସୁସମାଚାର 2:4
େ ହରୋଦ ୟିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମ ଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସମାନଙ୍କେୁ ପଚାରିଲେ, ଖ୍ରୀଷ୍ଟ କେଉଁଠା ରେ ଜନ୍ମ ହବେେ?
ମଲାଖୀ 2:7
ଜଣେ ଯାଜକ ପରମେଶ୍ବରଙ୍କ ଶିକ୍ଷାସମୂହ ଜାଣିବା ଉଚିତ୍। ଲୋକମାନେ ଯାଜକମାନଙ୍କ ନିକଟକୁ ୟାଇ ପରମେଶ୍ବରଙ୍କ ଶିକ୍ଷାସମୂହ ଗ୍ରହଣ କରିବା ଉଚିତ୍। କାରଣ ଜଣେ ଯାଜକ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଦୂତ ଅଟେ।
ମୀଖା 3:11
ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।
ଯିହିଜିକଲ 44:21
କୌଣସି ଯାଜକ ଭିତର ପ୍ରାଙ୍ଗଣ ରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।
ଯିରିମିୟ 10:10
ମାତ୍ର ସଦାପ୍ରଭୁ ସତ୍ଯ ପରମେଶ୍ବର ଅଟନ୍ତି। ସେ ଜୀବନ୍ତ ପରମେଶ୍ବର ଓ ଅନନ୍ତକାଳସ୍ଥାଯୀ ରାଜା। ଯେତବେେଳେ ସେ କୋପ କରନ୍ତି ପୃଥିବୀ କିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କୋର୍ଧ ସହ୍ଯ କରିପାରିବେ ନାହିଁ।
ନିହିମିୟା 8:9
ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ। ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।
ଦିତୀୟ ବଂଶାବଳୀ 17:8
ୟିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲବେୀୟମାନଙ୍କୁ ମଧ୍ଯ ପଠାଇଲେ। ସହେି ଲବେୀୟମାନେ ଥିଲେ ଶମଯିଯ, ନଥନିଯ, ସବ୍ଦିଯ, ଅସା ହେଲ, ଶମୀରାମାେତ୍, ୟିହୋନାଥନ, ଅଦୋନିଯ, ଟୋବିୟ, ଟୋବଦୋନିଯ, ଇଲୀଶାମା, ୟି ହରୋମ୍ ଓ ଯାଜକମାନଙ୍କୁ ମଧ୍ଯ ପଠାଇଲେ।
ଦିତୀୟ ବିବରଣ 33:10
ସମାନେେ ୟାକକ୍ସ୍ଟବଙ୍କକ୍ସ୍ଟ ତୁମ୍ଭର ଶିକ୍ଷା ଓ ଇଶ୍ରାୟେଲ ରେ ତୁମ୍ଭର ବ୍ଯବସ୍ଥା ଶିଖାଇବେ। ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଧୂପକାଠି ଓ ତକ୍ସ୍ଟମ୍ଭ ୟଜ୍ଞବଦେୀ ଉପରେ ହାମବେଳି ରଖିବେ।