1 Timothy 5:4
କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସମାନେେ ପ୍ରଥମ ରେ ନିଜ ପରିବାର ପ୍ରତି ସମ୍ମାନଭାବ ଦଖାଇବୋ ଉଚିତ। ସମାନେେ ତାଙ୍କର ମାତାପିତାଙ୍କୁ ସାହାୟ୍ଯ କରିବା ଉଚିତ। ଏପରି କରିବା ଦ୍ବାରା ସମାନେେ ନିଜର ମାତାପିତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥାଆନ୍ତି। ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।
1 Timothy 5:4 in Other Translations
King James Version (KJV)
But if any widow have children or nephews, let them learn first to shew piety at home, and to requite their parents: for that is good and acceptable before God.
American Standard Version (ASV)
But if any widow hath children or grandchildren, let them learn first to show piety towards their own family, and to requite their parents: for this is acceptable in the sight of God.
Bible in Basic English (BBE)
But if any widow has children or children's children, let these see that it is right to take care of their family and their fathers and mothers: for this is pleasing in the eyes of God.
Darby English Bible (DBY)
but if any widow have children or descendants, let them learn first to be pious as regards their own house, and to render a return on their side to [their] parents; for this is acceptable in the sight of God.
World English Bible (WEB)
But if any widow has children or grandchildren, let them learn first to show piety towards their own family, and to repay their parents, for this is{TR adds "good and"} acceptable in the sight of God.
Young's Literal Translation (YLT)
and if any widow have children or grandchildren, let them learn first to their own house to show piety, and to give back a recompense to the parents, for this is right and acceptable before God.
| But | εἰ | ei | ee |
| if | δέ | de | thay |
| any | τις | tis | tees |
| widow | χήρα | chēra | HAY-ra |
| have | τέκνα | tekna | TAY-kna |
| children | ἢ | ē | ay |
| or | ἔκγονα | ekgona | AKE-goh-na |
| nephews, | ἔχει | echei | A-hee |
| learn them let | μανθανέτωσαν | manthanetōsan | mahn-tha-NAY-toh-sahn |
| first | πρῶτον | prōton | PROH-tone |
| to shew piety | τὸν | ton | tone |
| at | ἴδιον | idion | EE-thee-one |
| home, | οἶκον | oikon | OO-kone |
| and | εὐσεβεῖν | eusebein | afe-say-VEEN |
| to requite their | καὶ | kai | kay |
| ἀμοιβὰς | amoibas | ah-moo-VAHS | |
| ἀποδιδόναι | apodidonai | ah-poh-thee-THOH-nay | |
| parents: | τοῖς | tois | toos |
| for | προγόνοις· | progonois | proh-GOH-noos |
| that | τοῦτο | touto | TOO-toh |
| is | γάρ | gar | gahr |
| good | ἐστιν | estin | ay-steen |
| and | καλὸν | kalon | ka-LONE |
| acceptable | καὶ | kai | kay |
| before | ἀπόδεκτον | apodekton | ah-POH-thake-tone |
| ἐνώπιον | enōpion | ane-OH-pee-one | |
| God. | τοῦ | tou | too |
| θεοῦ | theou | thay-OO |
Cross Reference
ମାଥିଉଲିଖିତ ସୁସମାଚାର 15:4
ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:3
ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ।
ଯୋହନଲିଖିତ ସୁସମାଚାର 19:26
ଯୀଶୁ ତାହାଙ୍କ ମାଆଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ଯକୁ ମଧ୍ଯ ତାହାଙ୍କ ପାଖ ରେ ଠିଆ ହାଇେଥିବା ଦେଖିଲେ। ତାହାଙ୍କ ମାଆଙ୍କୁ କହିଲେ, ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!
ମାର୍କଲିଖିତ ସୁସମାଚାର 7:11
କିନ୍ତୁ ତୁମ୍ଭମାନେେ ଉପଦେଶ ଦେଉଛ ଯେ ଜଣେ ଲୋକ ତାର ବାପା ମାଆଙ୍କୁ କହି ପାରିବ, ' ମାରେ ଯେଉଁ ପଦାର୍ଥଟି ରେ ତୁମ୍ଭର ଲାଭ ହାଇେ ପାରି ଥାଆନ୍ତା, ସହେି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ଯବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ବରଙ୍କୁ ସମର୍ପଣ କରିବି।'
ରୂତର ବିବରଣ 2:18
ଋତକ୍ସ୍ଟ ଏହାପରେ ଶସ୍ୟଗୁଡ଼ିକ ନଇେ ନଗରକକ୍ସ୍ଟ ୟାଇ ତା'ର ଶାଶୂକକ୍ସ୍ଟ ଦଲୋ ଏବଂ ସାଙ୍ଗ ରେ ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ ଦଲୋ।
ରୂତର ବିବରଣ 2:2
ଦିନେ ଋତ ( ମାୟୋବ ଦେଶୀଯ) ନୟମୀକକ୍ସ୍ଟ କହିଲେ, ମୁ କ୍ଷତକେକ୍ସ୍ଟ ୟିବା ପାଇଁ ଗ୍ଭ ହେଁ। କହେି ମାେତେ ଅନକ୍ସ୍ଟଗ୍ରହ ଦଖାଇେପାରନ୍ତି। ଯଦି ୟିଏ କହେି ତା' ପଛ ରେ କିଛି ଶସ୍ଯ ଛାଡି ୟାଏ ମୁ ତାକକ୍ସ୍ଟ ସାଉଁଟି ଆଣିବି। ନୟମୀ କହିଲେ, ୟାଅ ମାରେକନ୍ଯା।
ଆଦି ପୁସ୍ତକ 45:10
ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମଷୋଦି ସର୍ବସ୍ବ ସହିତ ଗୋଶନ ପ୍ରଦେଶ ରେ ବାସକରି ମାରେ ନିକଟବର୍ତ୍ତୀ ହବେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:1
ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।
ଲୂକଲିଖିତ ସୁସମାଚାର 2:51
ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।
ଯିଶାଇୟ 14:22
ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ମୁଁ ସମାନଙ୍କେ ବିପକ୍ଷ ରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ବଂସ କରିବି। ତା'ର ସମସ୍ତ ଲୋକଙ୍କୁ ଉଚ୍ଛନ୍ନ କରିବି। ଆଉ ମଧ୍ଯ ସମାନଙ୍କେର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ବଂସ କରିବି।' ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।
ହିତୋପଦେଶ 31:28
ତା'ର ସନ୍ତାନମାନେ ତାକୁ ଧନ୍ଯ ବୋଲି କହନ୍ତି। ତା'ର ସ୍ବାମୀ ତା'ର ପ୍ରଶଂସା କରେ।
ଆୟୁବ ପୁସ୍ତକ 18:19
ତା'ର କୌଣସି ସନ୍ତାନ ସନ୍ତତି ଓ ନାତି ନାତୁଣୀ ହବେ ନାହିଁ। ତା' ପରିବାରର କହେି ଗୃହ ରେ ବାସ କରିବା ନିମନ୍ତେ ରହିବେ ନାହିଁ।
ପ୍ରଥମ ଶାମୁୟେଲ 22:3
ଦାଉଦ ଅଦକ୍ସ୍ଟଲ୍ଲମ ଛାଡି ମାୟୋବ ଦେଶର ମିସ୍ପୀକକ୍ସ୍ଟ ଗଲେ। ଦାଉଦ ମାୟୋବର ରାଜାଙ୍କକ୍ସ୍ଟ କହିଲେ, ମୁ ଆପଣଙ୍କକ୍ସ୍ଟ ଅନକ୍ସ୍ଟ ରୋଧ କରି କହକ୍ସ୍ଟଛି, ମାରେ ପିତାମାତାଙ୍କୁ ତୁମ୍ଭମାନଙ୍କ ମଧିଅରେ ରହିବାକକ୍ସ୍ଟ ଦିଅ। ପରମେଶ୍ବର ମାେ ଉପରେ କ'ଣ କରିବେ ମାରେ ଜାଣିବା ପର୍ୟ୍ଯନ୍ତ ସମାନଙ୍କେୁ ଏଠା ରେ ରହିବାକକ୍ସ୍ଟ ଦିଅ।
ବିଚାରକର୍ତାମାନଙ୍କ ବିବରଣ 12:14
ଅବ୍ଦୋନ୍ଙ୍କର ଗ୍ଭଳିଶଟି ପକ୍ସ୍ଟତ୍ର ଓ ତିରିଶଟି ନାତି ଥିଲେ। ସମାନେେ ଶତକ୍ସ୍ଟରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇଶ୍ରାୟେଲ ଉପରେ ରାଜତ୍ବ କଲେ।
ଆଦି ପୁସ୍ତକ 47:28
ଯାକୁବ ମିଶର ଦେଶ ରେ ସତର ବର୍ଷ କାଳକ୍ଷପେଣ କଲେ ଏବଂ ତାଙ୍କର ପରମାଯୁ 147 ବର୍ଷ ଥିଲା।
ଆଦି ପୁସ୍ତକ 47:12
ଯୋଷଫେ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସମାନଙ୍କେ ପରିବାରକୁ ଆବଶ୍ଯକ ପରିମାଣ ରେ ଖାଦ୍ୟ ଦେଲେ।