1 Timothy 3
1 ମୁଁ ଯାହା କହୁଛି ତାହା ସତ୍ଯ : ଯଦି କହେି ଅଧ୍ଯକ୍ଷ293 ହବୋ ପାଇଁ ଚେଷ୍ଟା କରେ, ତବେେ ସେ ଭଲ କାର୍ୟ୍ଯ ଚାହୁଁଛନ୍ତି।
2 ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏତେ ଭଲ ହବୋ ଦରକାର ଯେ ଲୋକେ ପ୍ରକୃତ ରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହବେେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ ସେ ବୁଦ୍ଧିମାନ ହବୋ ଦରକାର। ସେ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ ରେ ସ୍ବାଗତ କରି ଲୋକମାନଙ୍କୁ ସେ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହାଇେଥିବା ଦରକାର।
3 ସେ ଅତ୍ଯଧିକ ମଦ୍ଯପାନ କରିବା ଉଚିତ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହାଇେଥିବା କଥା। ସେ ନମ୍ର ଓ ଶାନ୍ତ ହବୋ ଦରକାର।
4 ସେ ଧନ ଲୋଭୀ ହାଇେ ନ ଥିବେ, ସେ ନିଜ ପରିବାରକୁ ଉପୟୁକ୍ତ ଭାବରେ ନତେୃତ୍ବ ଦଇପୋରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ଯ ହେଉଥିବେ।
5 (ଯଦି ଜଣେ ପରିବାରର ନତେୃତ୍ବ ଦଇେ ଜାଣି ନାହିଁ, ସେ ପରମେଶ୍ବରଙ୍କ ମଣ୍ଡଳୀର ଯତ୍ନ ନଇେ ପାରିବ ନାହିଁ।)
6 କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।
7 ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।
1 This is a true saying, If a man desire the office of a bishop, he desireth a good work.
2 A bishop then must be blameless, the husband of one wife, vigilant, sober, of good behaviour, given to hospitality, apt to teach;
3 Not given to wine, no striker, not greedy of filthy lucre; but patient, not a brawler, not covetous;
4 One that ruleth well his own house, having his children in subjection with all gravity;
5 (For if a man know not how to rule his own house, how shall he take care of the church of God?)
6 Not a novice, lest being lifted up with pride he fall into the condemnation of the devil.
7 Moreover he must have a good report of them which are without; lest he fall into reproach and the snare of the devil.
1 Timothy 3 in Tamil and English
1 ମୁଁ ଯାହା କହୁଛି ତାହା ସତ୍ଯ : ଯଦି କହେି ଅଧ୍ଯକ୍ଷ293 ହବୋ ପାଇଁ ଚେଷ୍ଟା କରେ, ତବେେ ସେ ଭଲ କାର୍ୟ୍ଯ ଚାହୁଁଛନ୍ତି।
This is a true saying, If a man desire the office of a bishop, he desireth a good work.
2 ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏତେ ଭଲ ହବୋ ଦରକାର ଯେ ଲୋକେ ପ୍ରକୃତ ରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହବେେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ ସେ ବୁଦ୍ଧିମାନ ହବୋ ଦରକାର। ସେ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ ରେ ସ୍ବାଗତ କରି ଲୋକମାନଙ୍କୁ ସେ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହାଇେଥିବା ଦରକାର।
A bishop then must be blameless, the husband of one wife, vigilant, sober, of good behaviour, given to hospitality, apt to teach;
3 ସେ ଅତ୍ଯଧିକ ମଦ୍ଯପାନ କରିବା ଉଚିତ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହାଇେଥିବା କଥା। ସେ ନମ୍ର ଓ ଶାନ୍ତ ହବୋ ଦରକାର।
Not given to wine, no striker, not greedy of filthy lucre; but patient, not a brawler, not covetous;
4 ସେ ଧନ ଲୋଭୀ ହାଇେ ନ ଥିବେ, ସେ ନିଜ ପରିବାରକୁ ଉପୟୁକ୍ତ ଭାବରେ ନତେୃତ୍ବ ଦଇପୋରୁଥିବେ। ତା'ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ଯ ହେଉଥିବେ।
One that ruleth well his own house, having his children in subjection with all gravity;
5 (ଯଦି ଜଣେ ପରିବାରର ନତେୃତ୍ବ ଦଇେ ଜାଣି ନାହିଁ, ସେ ପରମେଶ୍ବରଙ୍କ ମଣ୍ଡଳୀର ଯତ୍ନ ନଇେ ପାରିବ ନାହିଁ।)
(For if a man know not how to rule his own house, how shall he take care of the church of God?)
6 କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।
Not a novice, lest being lifted up with pride he fall into the condemnation of the devil.
7 ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।
Moreover he must have a good report of them which are without; lest he fall into reproach and the snare of the devil.