Bible

1 Samuel 29 in Oriya Interlinear

1 ପଲେଷ୍ଟୀୟମାନେ ସମାନଙ୍କେର ସୈନ୍ଯସାମନ୍ତଙ୍କ ସହିତ ଅଫକରେେ ଏକତ୍ରୀତ ହେଲ ଓ ଇଶ୍ରାୟେଲୀୟମାନେ ୟିଷ୍ରିଯଲେସ୍ଥ ଝରଣା ନିକଟରେ ଛାଉଣୀ ସ୍ଥାପନ କଲେ।

2 ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ଯ ନଇେ କ୍ରମେ କ୍ରମେ ଅଗ୍ରସର ହେଲ। ଦାଉଦ ଏବଂ ତାଙ୍କର ସୈନ୍ଯମାନେ ଅଖୀଶ ସହିତ ପେଛ ପେଛ ଆଗଇେଲେ।

3 ଅଖୀଶ ପଲେଷ୍ଟୀୟ ଅଧିପତିଙ୍କକ୍ସ୍ଟ କହିଲେ, ଏବ୍ରୀଯମାନେ ଏଠା ରେ କ'ଣ କରୁଛନ୍ତି?

4 କିନ୍ତୁ ପଲେଷ୍ଟୀୟ ଶାସକଗଣ ଅଖୀଶ ଉପରେ ରାଗିଲେ। ସମାନେେ କହିଲେ, ଦାଉଦକକ୍ସ୍ଟ ଫରୋଇ ଦିଅ। ତୁମ୍ଭେ ତା ପାଇଁ ଯେଉଁ ସ୍ଥାନ ନିରକ୍ସ୍ଟପଣ କରିଅଛ, ସେ ନିଜର ସହେି ସ୍ଥାନକକ୍ସ୍ଟ ଫରେି ଯାଉ। ସେ ଆମ୍ଭ ସହିତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତବେେ ସେ ଆମ୍ଭ ନିଜ ଛାଉଣୀ ମଧିଅରେ ଜଣେ ଶତୃ ହାଇେ ରହିବ। ସେ ତା'ର ରାଜା ଶାଉଲଙ୍କକ୍ସ୍ଟ ସନ୍ତକ୍ସ୍ଟଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କକ୍ସ୍ଟ ମାରିବ।

5 ଦାଉଦ ହେଉଛନ୍ତି ସହେି ଲୋକ ଯାହା ପାଇଁ ଇଶ୍ରାୟେଲୀୟ ଲୋକମାନେ ତାଙ୍କ ସମ୍ବନ୍ଧ ରେ ଗୀତୀଟିଏ ବୋଲନ୍ତି, ତାହା ହେଲା,

6 ତେଣୁ ଅଖୀଶ ଦାଉଦଙ୍କକ୍ସ୍ଟ ଡାକି କହିଲେ, ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ, ତୁମ୍ଭେ ମାରେ ଅନକ୍ସ୍ଟଗତ ରହିବ। ତୁମ୍ଭେ ମାରେ ସୈନ୍ଯ ବାହୀନି ରେ ୟୋଗ ଦେଲେ ମୁ ବହକ୍ସ୍ଟତ ଖକ୍ସ୍ଟସି ହବେି। ମାେ ସହିତ ରହିବା ଦିନଠାରକ୍ସ୍ଟ ମୁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟି ରେ ତୁମ୍ଭେ ଉତ୍ତମ ନକ୍ସ୍ଟହଁ।

7 ଶାନ୍ତି ରେ ଫରେିୟାଅ। ପଲେଷ୍ଟୀୟ ଶାସକମାନଙ୍କ ବିରକ୍ସ୍ଟଦ୍ଧ ରେ କିଛି କରନାହିଁ।

8 ତେଣୁ ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, ମୁ କ'ଣ ତୃଟି କରିଅଛି କି? ମୁ ତୁମ୍ଭର ଦାସ ପାଖକକ୍ସ୍ଟ ଆସିଲା ଦିନରକ୍ସ୍ଟ ମାରେ କିଛି ଭୂଲ୍ କାମ ଆପଣ ଦେଖିଛନ୍ତି କି? ନାଁ, କାହିଁକି ମୁ ମାରେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଥିବା ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିପାରିବି ନାହିଁ?

9 ଅଖୀଶ ଉତ୍ତର ଦେଲେ, ମୁ ବିଶ୍ବାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ବରଙ୍କର ଦୂତ ସ୍ବରକ୍ସ୍ଟପ। ତଥାପି ପଲେଷ୍ଟୀୟ ଶାସକମାନେ କହକ୍ସ୍ଟଛନ୍ତି, 'ଦାଉଦ କବେେ ଆମ୍ଭମାନଙ୍କ ସହିତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇପାରିବେ ନାହିଁ।'

10 ଆସନ୍ତା କାଲି ସକାଳେ ତୁମ୍ଭେ ଓ ତୁମ୍ଭର ଲୋକମାନେ ମୁ ଦଇେଥିବା ଜାଗାକକ୍ସ୍ଟ ଫରେିୟିବା ଉଚିତ୍। ଦୟାକରି ଅଧିପତିମାନେ କହିଥିବା କଥାପ୍ରତି ଦୃଷ୍ଟି ଦବେ ନାହିଁ। ତୁମ୍ଭେ ଜଣେ ଭଲ ଲୋକ, ତେଣୁ ତୁମ୍ଭେ ସୂର୍ େଯ୍ଯାଦଯ ମାତ୍ ରେ ଫରେିୟିବା ଭଲ।

11 ଦାଉଦ ଏବଂ ତାଙ୍କର ଲୋକମାନେ ପତକ୍ସ୍ଟ୍ଯଷରକ୍ସ୍ଟ ଉଠି ପଲେଷ୍ଟୀୟ ଦେଶକକ୍ସ୍ଟ ଫରେିଗଲେ ଆଉ ପଲେଷ୍ଟୀୟମାନେ ୟିଷ୍ରିଯଲକେକ୍ସ୍ଟ ଗମନ କଲେ।

No interlinear data available.