ପ୍ରଥମ ଶାମୁୟେଲ 23:29 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ଶାମୁୟେଲ ପ୍ରଥମ ଶାମୁୟେଲ 23 ପ୍ରଥମ ଶାମୁୟେଲ 23:29

1 Samuel 23:29
ଏହାପରେ ଦାଉଦ ସେ ସ୍ଥାନ ରେ ୟାଇ ଐନଗଦୀସ୍ଥ ଦକ୍ସ୍ଟର୍ଗମ ସ୍ଥାନ ରେ ବାସ କଲେ।

1 Samuel 23:281 Samuel 23

1 Samuel 23:29 in Other Translations

King James Version (KJV)
And David went up from thence, and dwelt in strong holds at Engedi.

American Standard Version (ASV)
And David went up from thence, and dwelt in the strongholds of En-gedi.

Darby English Bible (DBY)
And David went up from thence, and abode in the strongholds of Engedi.

World English Bible (WEB)
David went up from there, and lived in the strongholds of En Gedi.

Young's Literal Translation (YLT)
And David goeth up thence, and abideth in fortresses `at' En-gedi.

And
David
וַיַּ֥עַלwayyaʿalva-YA-al
went
up
דָּוִ֖דdāwidda-VEED
from
thence,
מִשָּׁ֑םmiššāmmee-SHAHM
dwelt
and
וַיֵּ֖שֶׁבwayyēšebva-YAY-shev
in
strong
holds
בִּמְצָד֥וֹתbimṣādôtbeem-tsa-DOTE
at
En-gedi.
עֵֽיןʿênane
גֶּֽדִי׃gedîɡEH-dee

Cross Reference

ଦିତୀୟ ବଂଶାବଳୀ 20:2
କିଛି ଲୋକ ଆସି ଯିହାଶାଫେଟ୍ଙ୍କୁ କହିଲେ, ଇଦୋମରୁ ତୁମ୍ଭ ବିରୁଦ୍ଧ ରେ ଏକ ବୃହତ୍ ସୈନ୍ଯଦଳ ଆସୁଛନ୍ତି। ସମାନେେ ମୃତସାଗର ରେ ଅପର ପାଶର୍‌ବରୁ ଆସୁଅଛନ୍ତି। ସମାନେେ ହତସସୋନ୍-ତାମର ରେ ଆସି ପୁରାପୁରି ପହଞ୍ଚି ସାରିଲଣେି। (ହତସସୋନ-ତାମରକୁ ଐନ୍ ଗଦୀ ବୋଲି ମଧ୍ଯ କୁହାଯାଉଥିଲା।)

ଯିହୋଶୂୟ 15:62
ନିବ୍ଶନ୍, ଲବଣନଗର ଓ ଐନଗଦୀ, ଏହିସବୁ ଗ୍ରାମ ସମତେ ଛଅ ନଗର ଥିଲା।

ପରମଗୀତ 1:14
ମାେ ପ୍ରିଯତମ, ମାେ ପ୍ରତି ଐନଗଦିର ଦ୍ରାକ୍ଷା କ୍ଷେତ୍ରସ୍ଥ ହନୋ ପୁଷ୍ପ ଗୁଚ୍ଛ ତୁଲ୍ଯ ଅଟନ୍ତି।

ଯିହିଜିକଲ 47:10
ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ଯଧରାଳି ଠିଆ ହାଇେଥିବାର ଦେଖିପାରିବ। ଐନଗଦୀଠାରୁ ଐନଇଗ୍ଲଇମ୍ ପର୍ୟ୍ଯନ୍ତ ଜାଲ ପକାଇବାର ସ୍ଥାନ ହବେ। ସଠାେ ରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ଯ ସାଗରର ମାଛ ପରି ଅନକେ ପ୍ରକାର ହବେେ।

ଆଦି ପୁସ୍ତକ 14:7
ଏବାପରେ ରାଜା କଦର୍ଲାଯୋମର ସଠାରୁେ ଫରେି ଐଣ୍ମିସ୍ପଟ୍ ଅର୍ଥାତ କାଦେଶକୁ ୟାଇ ଅମାଲାକୀଯ ଲୋକମାନଙ୍କୁ ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇ ମାରେୀଯ ଲୋକମାନଙ୍କୁ ପରାସ୍ତ କଲେ।

ପ୍ରଥମ ଶାମୁୟେଲ 24:1
ଏହାପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାତ୍ଗମନରକ୍ସ୍ଟ ଫରେିଲାପରେ ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ, ଦାଉଦ ଐନଗଦୀସ୍ଥ ମରକ୍ସ୍ଟଭୂମିରେ ଅଛି।