ପ୍ରଥମ ଶାମୁୟେଲ 22:2 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ଶାମୁୟେଲ ପ୍ରଥମ ଶାମୁୟେଲ 22 ପ୍ରଥମ ଶାମୁୟେଲ 22:2

1 Samuel 22:2
ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।

1 Samuel 22:11 Samuel 221 Samuel 22:3

1 Samuel 22:2 in Other Translations

King James Version (KJV)
And every one that was in distress, and every one that was in debt, and every one that was discontented, gathered themselves unto him; and he became a captain over them: and there were with him about four hundred men.

American Standard Version (ASV)
And every one that was in distress, and every one that was in debt, and every one that was discontented, gathered themselves unto him; and he became captain over them: and there were with him about four hundred men.

Bible in Basic English (BBE)
And everyone who was in trouble, and everyone who was in debt, and everyone who was bitter in soul, came together to him, and he became captain over them: about four hundred men were joined to him.

Darby English Bible (DBY)
And every one in distress, and every one that was in debt, and every one of embittered spirit collected round him; and he became a captain over them; and there were with him about four hundred men.

Webster's Bible (WBT)
And every one that was in distress, and every one that was in debt, and every one that was discontented, resorted to him; and he became a captain over them: and there were with him about four hundred men.

World English Bible (WEB)
Everyone who was in distress, and everyone who was in debt, and everyone who was discontented, gathered themselves to him; and he became captain over them: and there were with him about four hundred men.

Young's Literal Translation (YLT)
and gather themselves unto him do every man in distress, and every man who hath an exactor, and every man bitter in soul, and he is over them for head, and there are with him about four hundred men.

And
every
וַיִּֽתְקַבְּצ֣וּwayyitĕqabbĕṣûva-yee-teh-ka-beh-TSOO
one
אֵ֠לָיוʾēlāywA-lav
distress,
in
was
that
כָּלkālkahl
and
every
אִ֨ישׁʾîšeesh
one
מָצ֜וֹקmāṣôqma-TSOKE
that
וְכָלwĕkālveh-HAHL
was
in
debt,
אִ֨ישׁʾîšeesh
and
every
אֲשֶׁרʾăšeruh-SHER
one
ל֤וֹloh
that
was
discontented,
נֹשֶׁא֙nōšeʾnoh-SHEH

וְכָלwĕkālveh-HAHL
gathered
themselves
אִ֣ישׁʾîšeesh
unto
מַרmarmahr
became
he
and
him;
נֶ֔פֶשׁnepešNEH-fesh
a
captain
וַיְהִ֥יwayhîvai-HEE
over
עֲלֵיהֶ֖םʿălêhemuh-lay-HEM
were
there
and
them:
לְשָׂ֑רlĕśārleh-SAHR
with
וַיִּֽהְי֣וּwayyihĕyûva-yee-heh-YOO
him
about
four
עִמּ֔וֹʿimmôEE-moh
hundred
כְּאַרְבַּ֥עkĕʾarbaʿkeh-ar-BA
men.
מֵא֖וֹתmēʾôtmay-OTE
אִֽישׁ׃ʾîšeesh

Cross Reference

ଗୀତସଂହିତା 72:12
ଆମ୍ଭର ରାଜା ସାହାୟ୍ଯ କରନ୍ତି, ଯେଉଁମାନେ ତାଙ୍କୁ ଡ଼ାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।

ପ୍ରଥମ ଶାମୁୟେଲ 30:22
କିଛି ଦକ୍ସ୍ଟଷ୍ଟ, ଖଳ ପ୍ରକୃତିର ଲୋକମାନେ ଦାଉଦଙ୍କ ସଙ୍ଗ ରେ ୟାଇଥିଲେ। ସହେି ଖଳ ପ୍ରକୃତିର ଲୋକମାନେ କହିଲେ, ଏହି ଯେଉଁ 200 ଜଣ ଲୋକ ଆମ ସଙ୍ଗେ ୟାଇ ନ ଥିଲେ, ଆମ୍ଭେ ଆଣିଥିବା ଦ୍ରବ୍ଯ ସମାନଙ୍କେୁ ଦବୋ ନାହିଁ। ସମାନଙ୍କେୁ କବଳେ ସମାନଙ୍କେର ପିଲା ଓ ସ୍ତ୍ରୀ ଫରୋଇ ଦିଅ।

ପ୍ରଥମ ଶାମୁୟେଲ 30:6
ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।

ପ୍ରଥମ ଶାମୁୟେଲ 25:13
ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜ ନିଜର ଖଡ୍ଗ ବାନ୍ଧ, ତେଣୁ ସମାନେେ ନିଜ ନିଜର ଖଡ୍ଗ ବାନ୍ଧିଲେ, ଦାଉଦ ମଧ୍ଯ ନିଜର ଖଡ୍ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖ ରେ ରହିଲେ।

ପ୍ରଥମ ଶାମୁୟେଲ 1:10
ହାନ୍ନା ଭାରି ଦକ୍ସ୍ଟଃଖିନି ଥିଲେ। ସେ ଯେତବେେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ, ସେ ବହକ୍ସ୍ଟତ କାନ୍ଦକ୍ସ୍ଟଥିଲେ।

ପ୍ରଥମ ଶାମୁୟେଲ 9:16
ଆସନ୍ତା କାଲି ଠିକ୍ ଏହି ସମୟରେ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଜଣେ ଲୋକ ପଠାଇବି। ସେ ବିନ୍ଯାମୀନୀଯ ବଂଶଧର। ତୁମ୍ଭେ ତାଙ୍କୁ ଇଶ୍ରାୟେଲୀୟମାନଙ୍କ ନେତା ରୂପେ ଅଭିଶିକ୍ତ କରିବ। ଏହି ଲୋକ ଇଶ୍ରାୟେଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରକ୍ସ୍ଟ ରକ୍ଷା କରିବ। କାରଣ ମୁ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖିଛି। ମୁ ସମାନଙ୍କେର କ୍ରନ୍ଦନ ଶକ୍ସ୍ଟଣିଅଛି।

ପ୍ରଥମ ଶାମୁୟେଲ 23:13
ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିଯୀଲା ପରିତ୍ଯାଗ କରି ଗ୍ଭଲିଗଲେ। ପ୍ରାଯ 600 ଲୋକ ଦାଉଦଙ୍କ ସାଥି ରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତଣେେ ବକ୍ସ୍ଟଲିବାକକ୍ସ୍ଟ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିଯୀଲା ଛାଡି ପଳାଯନ କରିଛି। ତେଣୁ ଶାଉଲ ସହେି ସହରକକ୍ସ୍ଟ ଗଲେ ନାହିଁ।

ପ୍ରଥମ ଶାମୁୟେଲ 25:15
ସହେି ଲୋକମାନେ ଆମ୍ଭମାନଙ୍କର ବଡ ଉପକାରୀ, ଆମ୍ଭମାନେେ କ୍ଷେତ୍ର ରେ ମେଣ୍ତାଙ୍କକ୍ସ୍ଟ ନଇେ ଥିବା ସମୟରେ ଦାଉଦର ଲୋକମାନେ ଆମ ସହିତ ଥିଲେ। ସମାନେେ ଆମର କିଛି ନଇେ ନାହାଁନ୍ତି କି ଆମର କିଛି କ୍ଷତି କରି ନାହିଁନ୍ତି।

ମାଥିଉଲିଖିତ ସୁସମାଚାର 9:12
ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, ଜଣେ ସୁସ୍ଥ ଲୋକ ପାଇଁ ଡାକ୍ତର ଆବଶ୍ଯକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।

ବିଚାରକର୍ତାମାନଙ୍କ ବିବରଣ 11:3
ସେଥି ରେ ୟିଲ୍ଗହ ନିଜର ଭାଇମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ପଳାଇ ଟୋବ୍ ଦେଶ ରେ ବାସ କଲା। ସେଥି ରେ କେତେ ଗକ୍ସ୍ଟଡିଏ ଅଗାଡି ଲୋକ ୟିଲ୍ଗହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:10
ପରମେଶ୍ବର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଦିଷ୍ଟ। ଅନକେ ଲୋକ ଯେପରି ତାହାଙ୍କ ଗୌରବ ରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ଯମ ରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦଖାଇେଲେ।

ଦିତୀୟ ଶାମୁୟେଲ 5:2
ଏପରିକି ଯେତବେେଳେ ଶାଉଲ ରାଜା ଥିଲେ ସେତବେେଳେ ଆପଣ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧ ରେ ଆଗଇେ ନଇେଥିଲେ। ଆଉ ଆପଣ ହେଉଛନ୍ତି ସହେି ଲୋକ ଯେ କି ଯୁଦ୍ଧରୁ ଇଶ୍ରାୟେଲକକ୍ସ୍ଟ ନିରାପଦ ରେ ଫରୋଇ ଆଣିଥିଲେ ଏବଂ ସଦାପ୍ରଭୁ ତୁମ୍ଭକୁ କହିଛନ୍ତି, 'ତୁମ୍ଭେ ମାରେ ଲୋକମାନଙ୍କର ମଷେପାଳକ ହବେ। ଇଶ୍ରାୟେଲ ଓ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କ ଉପରେ ଶାସନ କରିବ।'

ଦିତୀୟ ଶାମୁୟେଲ 17:8
ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।

ଦିତୀୟ ରାଜାବଳୀ 20:5
ତୁମ୍ଭେ ଫରେିୟାଅ ଓ ଆମ୍ଭେଲାକମାନଙ୍କର ଅଧିପତି ହିଜକିଯକୁ କୁହ, 'ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନ ରେ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ।

ପ୍ରଥମ ବଂଶାବଳୀ 11:15
ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫା ରେ ଥିଲା ବେଳେ, ଯେତବେେଳେ ପଲେଷ୍ଟୀୟ ସୈନ୍ଯମାନେ ରଫାଯୀମ ଉପତ୍ୟକା ରେ ଛାଉଣୀ ପକାଇ ଥିଲେ, ତିରିଶ ଜଣ ବୀରଙ୍କ ମଧ୍ଯରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପଟଇେେ ପଟଇେେ ଦାଉଦଙ୍କ ନିକଟରେ ପହନ୍ଚିଲେ।

ହିତୋପଦେଶ 31:6
ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।

ମାଥିଉଲିଖିତ ସୁସମାଚାର 11:12
ବାପ୍ତିଜକ ଯୋହନଙ୍କ ସମୟରୁ ଆଜି ପର୍ୟ୍ଯନ୍ତ ସ୍ବର୍ଗ ରାଜ୍ଯ ଶକ୍ତି ବୃଦ୍ଧି ପାଉଅଛି। ଏହାକୁ ବଳ ପ୍ରଯୋଗ କରି ଅଧିକାର କରି ନବୋପାଇଁ ହିଂସ୍ର ପ୍ରକୃତିର ଲୋକମାନେ ଚେଷ୍ଟା କରୁଛନ୍ତି।

ମାଥିଉଲିଖିତ ସୁସମାଚାର 11:28
ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।

ମାଥିଉଲିଖିତ ସୁସମାଚାର 18:25
ରାଜାଙ୍କୁ ଋଣ ପରିଶାଧେ କରିବା ପାଇଁ ଚ଼ାକର ପାଖ ରେ କିଛି ହେଲେ ନଥିଲା। ରାଜା ଆଦେଶ ଦେଲେ ଯେ, ଚ଼ାକରର ସବୁ ଜିନିଷ ଏପରିକି ତାର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦଇେ ଋଣ ପରିଶାଧେ କରାୟିବ।

ବିଚାରକର୍ତାମାନଙ୍କ ବିବରଣ 18:25
ତହିଁରେ ଦାନର ଲୋକମାନେ ତାଙ୍କୁ କହିଲେ, ଆମ୍ଭ ସହିତ ତର୍କ ନକରିବା ତକ୍ସ୍ଟମ୍ଭ ପାଇଁ ଉତ୍ତମ ଅଟେ। ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକଙ୍କେକ୍ସ୍ଟ କୋର୍ଧିତ କରିପା ରେ। ଯେଉଁମାନେ କି ଗରମ ମିଜାସର ଅଟନ୍ତି ଏବଂ ସମାନେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭର ପରିବାରକକ୍ସ୍ଟ ଆକ୍ରମଣ କରି ପାରନ୍ତି ଓ ହତ୍ଯା କରିପାରନ୍ତି।