1 Samuel 20:5
ତା'ପରେ ଦାଉଦ କହିଲେ, ଦେଖ ଆସନ୍ତା କାଲି ଅମାବାସ୍ଯାର ଭୋଜି। ମାେତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡିବ କିନ୍ତୁ ମାେତେ ସଂନ୍ଧ୍ଯା ପର୍ୟ୍ଯନ୍ତ କ୍ଷତେ ରେ ଲକ୍ସ୍ଟଚିବାକକ୍ସ୍ଟ ଅନକ୍ସ୍ଟମତି ଦିଅ।
1 Samuel 20:5 in Other Translations
King James Version (KJV)
And David said unto Jonathan, Behold, to morrow is the new moon, and I should not fail to sit with the king at meat: but let me go, that I may hide myself in the field unto the third day at even.
American Standard Version (ASV)
And David said unto Jonathan, Behold, to-morrow is the new moon, and I should not fail to sit with the king at meat: but let me go, that I may hide myself in the field unto the third day at even.
Bible in Basic English (BBE)
And David said to Jonathan, Tomorrow is the new moon, and I will not be seated with the king at his table: but let me go to a safe place in the country till the evening.
Darby English Bible (DBY)
And David said to Jonathan, Behold, to-morrow is new moon, and I should not fail to sit with the king at meat; but let me go, that I may hide myself in the field until the third evening.
Webster's Bible (WBT)
And David said to Jonathan, Behold, to morrow is the new-moon, and I should not fail to sit with the king at meat: but let me go, that I may hide myself in the field to the third day at evening.
World English Bible (WEB)
David said to Jonathan, Behold, tomorrow is the new moon, and I should not fail to sit with the king at meat: but let me go, that I may hide myself in the field to the third day at evening.
Young's Literal Translation (YLT)
And David saith unto Jonathan, `Lo, the new moon `is' to-morrow; and I do certainly sit with the king to eat; and thou hast sent me away, and I have been hidden in a field till the third evening;
| And David | וַיֹּ֨אמֶר | wayyōʾmer | va-YOH-mer |
| said | דָּוִ֜ד | dāwid | da-VEED |
| unto | אֶל | ʾel | el |
| Jonathan, | יְהֽוֹנָתָ֗ן | yĕhônātān | yeh-hoh-na-TAHN |
| Behold, | הִֽנֵּה | hinnē | HEE-nay |
| to morrow | חֹ֙דֶשׁ֙ | ḥōdeš | HOH-DESH |
| moon, new the is | מָחָ֔ר | māḥār | ma-HAHR |
| and I | וְאָֽנֹכִ֛י | wĕʾānōkî | veh-ah-noh-HEE |
| fail not should | יָֽשֹׁב | yāšōb | YA-shove |
| to sit | אֵשֵׁ֥ב | ʾēšēb | ay-SHAVE |
| with | עִם | ʿim | eem |
| king the | הַמֶּ֖לֶךְ | hammelek | ha-MEH-lek |
| at meat: | לֶֽאֱכ֑וֹל | leʾĕkôl | leh-ay-HOLE |
| but let me go, | וְשִׁלַּחְתַּ֙נִי֙ | wĕšillaḥtaniy | veh-shee-lahk-TA-NEE |
| myself hide may I that | וְנִסְתַּרְתִּ֣י | wĕnistartî | veh-nees-tahr-TEE |
| in the field | בַשָּׂדֶ֔ה | baśśāde | va-sa-DEH |
| unto | עַ֖ד | ʿad | ad |
| the third | הָעֶ֥רֶב | hāʿereb | ha-EH-rev |
| day at even. | הַשְּׁלִשִֽׁית׃ | haššĕlišît | ha-sheh-lee-SHEET |
Cross Reference
ପ୍ରଥମ ଶାମୁୟେଲ 19:2
ଯୋନାଥନ ଦାଉଦଙ୍କକ୍ସ୍ଟ ସତର୍କ କରାଇ କହିଲା, ମାରେ ପିତା ତୁମ୍ଭକୁ ମାରିବାକକ୍ସ୍ଟ ଗ୍ଭହାଁନ୍ତି। ତୁମ୍ଭେ ପ୍ରାତଃକାଳ ରେ ସାବଧାନ ସହକା ରେ କୌଣସି ଜାଗା ରେ ଲକ୍ସ୍ଟଚି ରକ୍ସ୍ଟହ।
ଗଣନା ପୁସ୍ତକ 28:11
ଆଉ ପ୍ରତିମାସର ପ୍ରଥମ ଦିନ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହୋମ ନିମନ୍ତେ ଦୁଇଟି ଷଣ୍ତ,ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ବିଶଷେ ହାମବେଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହାଇେ ଥିବେ।
ଗଣନା ପୁସ୍ତକ 10:10
ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:16
ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:14
ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇ ଦେଲେ, କିନ୍ତୁ ଶୀଲା ଓ ତୀମଥି ସଠାେରେ ରହିଲେ।
ଯୋହନଲିଖିତ ସୁସମାଚାର 8:59
ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।
ହିତୋପଦେଶ 22:3
ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅ ବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।
ଗୀତସଂହିତା 81:3
ଅମାବାସ୍ଯା ଦିନରେ ମେଣ୍ଢା ଶିଙ୍ଗା ବଜାଅ। ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
ଗୀତସଂହିତା 55:12
ୟଦି କୌଣସି ଶତ୍ରୁ ମାେତେ ତିରସ୍କାର କଲା ମୁଁ ସହନ୍ତି। ୟଦି ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ଆକ୍ରମଣ କରନ୍ତି। ମୁଁ ତାଙ୍କଠାରୁ ନିଜକୁ ଲୁଚାନ୍ତି।
ଦିତୀୟ ରାଜାବଳୀ 4:23
ଏଥି ରେ ତା'ର ସ୍ବାମୀ କହିଲା, ତୁମ୍ଭେ କାହିଁକି ଆଜି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ୟିବ? ଆଜିତ ଅମାବାସ୍ଯା ନୁହେଁ କି ବିଶ୍ରାମବାର ନୁହେଁ।
ପ୍ରଥମ ଶାମୁୟେଲ 20:19
ତୃତୀୟ ଦିନ ସହେି ସ୍ଥାନକକ୍ସ୍ଟ ୟାଅ, ଯେଉଁଠା ରେ ତୁମ୍ଭେ ଲକ୍ସ୍ଟଚି ରହିଥିଲ। ଯେତବେେଳେ ଅସକ୍ସ୍ଟବିଧା କବଳେ ଆରମ୍ଭ ହବେ, ସେ ପର୍ବତ ପାଖ ରେ ଅପେକ୍ଷା ରେ ରହିବ।
ପ୍ରଥମ ଶାମୁୟେଲ 20:6
ଯଦି ତୁମ୍ଭର ବାପା ଭୋଜି ରେ ମାରେ ଅନକ୍ସ୍ଟପସ୍ଥିତ ଲକ୍ଷ୍ଯ କରନ୍ତି, ତୁମ୍ଭେ ତାଙ୍କୁ କକ୍ସ୍ଟହ, 'ଦାଉଦ ତା'ର ବୈଥଲହମେସ୍ଥିତ ତା'ର ପରିବାରର ଗୃହକକ୍ସ୍ଟ ୟିବ ବୋଲି, ତାକକ୍ସ୍ଟ ୟିବାକକ୍ସ୍ଟ ଦବୋ ପାଇଁ ଅନକ୍ସ୍ଟ ରୋଧ କଲା। କାରଣ ତାଙ୍କର ପରିବାର ସଠାେରେ ସମାନଙ୍କେର ବାର୍ଷିକ ବଳିଦାନ କରାୟିବ।'