1 Samuel 1:2
ଇଲ୍କାନାର ଦକ୍ସ୍ଟଇଟି ସ୍ତ୍ରୀ ଥିଲେ, ଜଣଙ୍କର ନାମଥିଲା ହାନ୍ନା ଓ ଅନ୍ୟ ଜଣଙ୍କର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।
1 Samuel 1:2 in Other Translations
King James Version (KJV)
And he had two wives; the name of the one was Hannah, and the name of the other Peninnah: and Peninnah had children, but Hannah had no children.
American Standard Version (ASV)
and he had two wives; the name of the one was Hannah, and the name of other Peninnah: and Peninnah had children, but Hannah had no children.
Bible in Basic English (BBE)
And he had two wives, one named Hannah and the other Peninnah: and Peninnah was the mother of children, but Hannah had no children.
Darby English Bible (DBY)
And he had two wives: the name of the one was Hannah, and the name of the other Peninnah; and Peninnah had children, but Hannah had no children.
Webster's Bible (WBT)
And he had two wives; the name of the one was Hannah, and the name of the other Peninnah: and Peninnah had children, but Hannah had no children.
World English Bible (WEB)
and he had two wives; the name of the one was Hannah, and the name of other Peninnah: and Peninnah had children, but Hannah had no children.
Young's Literal Translation (YLT)
and he hath two wives, the name of the one `is' Hannah, and the name of the second Peninnah, and Peninnah hath children, and Hannah hath no children.
| And he had two | וְלוֹ֙ | wĕlô | veh-LOH |
| wives; | שְׁתֵּ֣י | šĕttê | sheh-TAY |
| name the | נָשִׁ֔ים | nāšîm | na-SHEEM |
| of the one | שֵׁ֤ם | šēm | shame |
| was Hannah, | אַחַת֙ | ʾaḥat | ah-HAHT |
| name the and | חַנָּ֔ה | ḥannâ | ha-NA |
| of the other | וְשֵׁ֥ם | wĕšēm | veh-SHAME |
| Peninnah: | הַשֵּׁנִ֖ית | haššēnît | ha-shay-NEET |
| and Peninnah | פְּנִנָּ֑ה | pĕninnâ | peh-nee-NA |
| had | וַיְהִ֤י | wayhî | vai-HEE |
| children, | לִפְנִנָּה֙ | lipninnāh | leef-nee-NA |
| but Hannah | יְלָדִ֔ים | yĕlādîm | yeh-la-DEEM |
| had no | וּלְחַנָּ֖ה | ûlĕḥannâ | oo-leh-ha-NA |
| children. | אֵ֥ין | ʾên | ane |
| יְלָדִֽים׃ | yĕlādîm | yeh-la-DEEM |
Cross Reference
ଲୂକଲିଖିତ ସୁସମାଚାର 1:7
କିନ୍ତୁ ସମାନଙ୍କେର କୌଣସି ସନ୍ତାନସନ୍ତତି ନଥିଲେ। ଏଲୀଶାବେଥ ବନ୍ଧ୍ଯା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢା ବୁଢୀ ହାଇେ ଯାଇଥିଲେ।
ମାଥିଉଲିଖିତ ସୁସମାଚାର 19:8
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ପରମେଶ୍ବରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମାଶାେ ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦବୋକୁ ଅନୁମତି ଦଇେଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦବୋପାଇଁ ଅନୁମତି ଦିଆଯାଇ ନଥିଲା।
ବିଚାରକର୍ତାମାନଙ୍କ ବିବରଣ 13:2
ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।
ବିଚାରକର୍ତାମାନଙ୍କ ବିବରଣ 8:30
ଗିଦ୍ଦିୟୋନଙ୍କର ନିଜର ସତକ୍ସ୍ଟରିଜଣ ସନ୍ତାନ ଥିଲେ। ତାଙ୍କର ବହକ୍ସ୍ଟତ ସନ୍ତାନ ଥିଲେ କାରଣ ତାଙ୍କର ବହକ୍ସ୍ଟତ ପତ୍ନୀ ଥିଲେ।
ଦିତୀୟ ବିବରଣ 21:15
ଯଦି କୌଣସି ଲୋକର ଦକ୍ସ୍ଟଇଟି ସ୍ତ୍ରୀ ଥାଏ, ସେ ଜଣକକ୍ସ୍ଟ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସହେି ଦକ୍ସ୍ଟଇଜଣ ୟାକ ତୁମ୍ଭର ପକ୍ସ୍ଟତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପକ୍ସ୍ଟତ୍ରକକ୍ସ୍ଟ ତୁମ୍ଭେ ଭଲ ପାଉ ନ ଥିବ ସ୍ତ୍ରୀ ଜନ୍ମ ଦଇେଥାଏ।
ଆଦି ପୁସ୍ତକ 29:31
ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।
ଆଦି ପୁସ୍ତକ 29:23
ସହେିଦିନ ରାତି ରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲୟୋକୁ ଆଣିଲେ। ଯାକୁବ ଏବଂ ଲୟୋ ଉଭୟ ସହବାସ କଲେ।
ଆଦି ପୁସ୍ତକ 25:21
ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।
ଆଦି ପୁସ୍ତକ 16:1
ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀଯ ଦାସୀ ଥିଲା।
ଆଦି ପୁସ୍ତକ 4:23
ଲମେକ ତା'ର ସ୍ତ୍ରୀକୁ କହିଲା, ହେ ଆଦା ଓ ସିଲ୍ଲା, ମାେ କଥା ଶୁଣ! ହେ ଲମେକର ସ୍ତ୍ରୀଗଣ ତୁମ୍ଭମାନେ ମାେ କଥା ଶୁଣ ଜଣେ ଲୋକ ମାେତେ ଆଘାତ ଦଲୋ ତେଣୁ ମୁଁ ତାକୁ ମାରିଦଲେି। ଜଣେ ଶିଶୁ ମାେତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦଲେି।
ଲୂକଲିଖିତ ସୁସମାଚାର 2:36
ସେତବେେଳେ ହାନ୍ନା ନାମ ରେ ଜଣେ ମହିଳା ଭବିଷ୍ଯଦ୍ବକ୍ତୀ ମନ୍ଦିର ଭିତ ରେ ଥିଲେ। ସେ ଆଶରେ ବଂଶର ଫିନୂଯଲଙ୍କେ ଝିଅ ଥିଲେ। ହାନ୍ନା ବହୁତ ବୁଢୀ ହାଇେ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ୟ୍ଯନ୍ତ ସେ ସ୍ବାମୀଙ୍କ ସହିତ ରହିଥିଲେ।
ଆଦି ପୁସ୍ତକ 4:19
ଲମେକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣଙ୍କର ନାମ ଆଦା ଓ ଅନ୍ୟ ଜଣଙ୍କର ନାମ ଥିଲା ସିଲ୍ଲା।