1 Peter 5:8
ନିଜକୁ ସଂୟଜ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଚାରିଆଡ଼େ ଖାଜେି ବୁଲୁଛି।
1 Peter 5:8 in Other Translations
King James Version (KJV)
Be sober, be vigilant; because your adversary the devil, as a roaring lion, walketh about, seeking whom he may devour:
American Standard Version (ASV)
Be sober, be watchful: your adversary the devil, as a roaring lion, walketh about, seeking whom he may devour,
Bible in Basic English (BBE)
Be serious and keep watch; the Evil One, who is against you, goes about like a lion with open mouth in search of food;
Darby English Bible (DBY)
Be vigilant, watch. Your adversary [the] devil as a roaring lion walks about seeking whom he may devour.
World English Bible (WEB)
Be sober and self-controlled. Be watchful. Your adversary the devil, walks around like a roaring lion, seeking whom he may devour.
Young's Literal Translation (YLT)
Be sober, vigilant, because your opponent the devil, as a roaring lion, doth walk about, seeking whom he may swallow up,
| Be sober, | Νήψατε | nēpsate | NAY-psa-tay |
| be vigilant; | γρηγορήσατε | grēgorēsate | gray-goh-RAY-sa-tay |
| because | ὅτι | hoti | OH-tee |
| your | ὁ | ho | oh |
| adversary | ἀντίδικος | antidikos | an-TEE-thee-kose |
| the | ὑμῶν | hymōn | yoo-MONE |
| devil, | διάβολος | diabolos | thee-AH-voh-lose |
| as | ὡς | hōs | ose |
| roaring a | λέων | leōn | LAY-one |
| lion, | ὠρυόμενος | ōryomenos | oh-ryoo-OH-may-nose |
| walketh about, | περιπατεῖ | peripatei | pay-ree-pa-TEE |
| seeking | ζητῶν | zētōn | zay-TONE |
| whom | τινα | tina | tee-na |
| he may devour: | καταπίῃ· | katapiē | ka-ta-PEE-ay |
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:11
ପରମେଶ୍ବରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ବାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧ ରେ ସଂଘର୍ଷ କରି ପାରିବ।
ଯାକୁବଙ୍କ ପତ୍ 4:7
ଅତଏବ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା ହେଲେ ସେ ତୁମ୍ଭଠାରୁ ଦୂ ରଇେ ୟିବ।
ପିତରଙ୍କ ପ୍ରଥମ ପତ୍ 1:13
ଆତ୍ମସଂୟମୀ ହୁଅ ଓ ନିଜ ମନକୁ ସବୋକାର୍ୟ୍ଯ ପାଇଁ ପ୍ରସ୍ତୁତ କର। ଯୀଶୁଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ୍ ପ୍ରତି ବର୍ତ୍ତିବ, ସେଥି ରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ।
ଯୋହନଙ୍କ ପ୍ରଥମ ପତ୍ର 3:8
ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରମେଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:6
ଅତଏବ ଆମ୍ଭମାନେେ ଅନ୍ୟ ଲୋକମାନଙ୍କ ଭଳି ଶାଇେ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂୟମ ଥିବା ଆବଶ୍ଯକ।
ଆୟୁବ ପୁସ୍ତକ 2:2
ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ଏତଦେିନ ଧରି କେଉଁଠା ରେ ଥିଲ ? ଶଯତାନ ସଦାପ୍ରଭୁଙ୍କୁ ଉତ୍ତର ଦଲୋ, ମୁଁ ପୃଥିବୀର ଚାରିଆଡ଼େ ବିଚରଣ କରୁଥିଲି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:27
ଦିନସାରା କୋରଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:9
ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।
ଲୂକଲିଖିତ ସୁସମାଚାର 22:31
କୃଷକ ତା'ର ଗହମକୁ ଚାଲୁଣୀ ରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମାନେ! ହେ ଶିମାନେ,
ଲୂକଲିଖିତ ସୁସମାଚାର 21:36
ତେଣୁ ସଦା ବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସଗେୁଡିକ ମଧ୍ଯଦଇେ ନିରାପଦ ରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭମାନେେ ଆତ୍ମାବିଶ୍ବାସର ସହିତ ମନୁଷ୍ଯପୁତ୍ରଙ୍କ ଆଗ ରେ ଠିଆ ହାଇେ ପାରିବା ପାଇଁ ପ୍ରାର୍ଥନା କରା
ଯୋହନଲିଖିତ ସୁସମାଚାର 8:44
ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:17
ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବରେ ପ୍ରଚାର କରିବା ବେଳେ ପ୍ରଭୁ ମାେତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଚାର ଶୁଣନ୍ତୁ ବୋଲି ପ୍ରଭୁ ଚାହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।
ପିତରଙ୍କ ପ୍ରଥମ ପତ୍ 4:7
ସବୁ ବିଷୟ ସମାପ୍ତ ହବୋର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା ରେ ସାହାୟ୍ଯ କରିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:10
ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:11
ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ବପୂର୍ଣ। ନିଦ୍ରାରୁ ଜାଗ୍ରତ ହବୋର ସମୟ ଉପସ୍ଥିତ ହାଇେଅଛି। ଆରମ୍ଭ କାଳ ରେ ବିଶ୍ବାସ କରିବା ତୁଳନା ରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହାଇେଛୁ।
ମାଥିଉଲିଖିତ ସୁସମାଚାର 24:42
ତେଣୁ ସଦା ବେଳେ ପ୍ରସ୍ତୁତ ରୂହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣନାହିଁ।
ଯିଖରିୟ 3:1
ସଦାପ୍ରଭୁ ସ୍ବର୍ଗଦୂତ ମହାୟାଜକ ଯିହାଶୂେୟଙ୍କୁ ମାେତେ ଦଖାଇେଲେ। ଯିହାଶୂେୟ ସଦାପ୍ରଭୁଙ୍କ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଓ ଶଇତାନ ଯିହାଶୂେୟଙ୍କ ଦକ୍ଷିଣ ପାଶର୍ବ ରେ ଛିଡା ହାଇେଥିଲେ। ତାଙ୍କୁ ଦୋଷ ଦବୋକୁ ଶଯତାନ ସଠାେ ରେ ଉପସ୍ଥିତ ଥିଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:12
ତେଣୁ ହେ ସ୍ବର୍ଗ ଓ ସ୍ବର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ଯନ୍ତ ଖରାପ ସମୟ, ଯେ ହତେୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କୋର୍ଧ ରେ ପୂର୍ଣ୍ଣ ହାଇେ ତୁମ୍ଭମାନଙ୍କ ମଧ୍ଯକୁ ଓହ୍ଲାଇ ଯାଇଅଛି।
ଲୂକଲିଖିତ ସୁସମାଚାର 21:34
ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।
ମାଥିଉଲିଖିତ ସୁସମାଚାର 13:39
ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।
ଯୋୟେଲ 3:16
ପୁଣି ସଦାପ୍ରଭୁ ପରମେଶ୍ବର ସିୟୋନରୁ ଚିତ୍କାର କରିବେ, ସେ ୟିରୁଶାଲମରୁ ମଧ୍ଯ ଚିତ୍କାର କରିବେ। ସହେି ଚିତ୍କାର ରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରମେଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହବେ। ସେ ମଧ୍ଯ ଇଶ୍ରାୟେଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହବେେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:2
ସ୍ବର୍ଗଦୂତ ସହେି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସହେି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ୟ୍ଯନ୍ତ ଶିକୁଳି ରେ ବାନ୍ଧି ଦେଲେ।
ଗୀତସଂହିତା 104:21
ୟୁବା ସିଂହଗଣ ମୃଗଯା ଚେଷ୍ଟାରେ ଗର୍ଜ୍ଜନ କରନ୍ତି। ସତେ ୟପରେି ସମାନେେ ପରମେଶ୍ବରଙ୍କଠାରୁ ଆହାର ଲୋଡ଼ନ୍ତି।
ଯିଶାଇୟ 5:29
ସସହି ଶତ୍ରୁଗଣ ସିଂହପରି ଗର୍ଜ୍ଜନ କରୁଛନ୍ତି।ସସହି ଗର୍ଜ୍ଜନ ୟୁବା ସିଂହର ଗର୍ଜ୍ଜନ ସଦୃଶ।ସସମାଲନସଲାକମାନଙ୍କ ପଛସର ଅନୁଧାବନ କରନ୍ତି,ସଯପରିସସମାଲନସସମାନଙ୍କର ଲୁଣ୍ଠିତ ଦ୍ରବ୍ଯ ପଛସର ଦୌଡ଼ନ୍ତି।ସସମାଲନ ଲୁଣ୍ଠିତ ଦ୍ରବ୍ଯସନଇୟାଆନ୍ତି ଏବଂସସଠାସର ତାଙ୍କୁ ସାହାୟ୍ଯ କରିବା ପାଇଁସକହି ନାହାଁନ୍ତି।
ଆମୋଷ 3:8
ୟହି ସିଂହ ଗର୍ଜ୍ଜନ କରେ, ତବେେ ଲୋକମାନେ ଭୟଭୀତ ହବେେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ ସହେି ଭବିଷ୍ଯବାଣୀ ପ୍ରଚାର ନ କରିବ।
ମାଥିଉଲିଖିତ ସୁସମାଚାର 4:11
ତେଣୁ ଶୟତାନ ତାହାଙ୍କୁ ଛାଡି ଗ୍ଭଲିଗଲା, ଏବଂ ତା'ପରେ ସ୍ବର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:9
ମୁଁ ଏହା ମଧ୍ଯ ଚା ହେଁ ଯେ ସ୍ତ୍ରୀ ଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସମାନଙ୍କେ ପାଇଁ ଉପୟୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦଖାଇବୋ ଲାଗି ବେଶୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ଯବହାର କରନ୍ତୁ ନାହିଁ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:6
ପରମେଶ୍ବର ଆମ୍ଭର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସହେି ପବିତ୍ର ଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢ଼ାଳିଲେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:12
ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତମାେ ଓ ତୁଖିକଙ୍କୁ ପଠାଇବି। ସମାନଙ୍କେୁ ପଠାଇଲା ପରେ ତୁମ୍ଭେ ନିକପଲିଠା ରେ ମାେ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସଠାେରେ କଟାଇବି।
ବିଚାରକର୍ତାମାନଙ୍କ ବିବରଣ 14:5
ଶାମ୍ଶାେନ୍ ତାଙ୍କର ପିତା ମାତାଙ୍କ ସହିତ ତିମ୍ନାକକ୍ସ୍ଟ ଗଲେ। ସମାନେେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ ରେ ଏକ ୟକ୍ସ୍ଟବା ସିଂହ ଗର୍ଜ୍ଜନ କରି ଶାମ୍ଶାେନ୍ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା।
ଗୀତସଂହିତା 109:6
ସମାନେେ କହିଲେ, ତାଙ୍କୁ ନ୍ଯାଯ ଦବୋ ପାଇଁ କହେି ଜଣେ ଦୁଷ୍ଟ ଲୋକକୁ ନିୟୁକ୍ତି କର। କାହାକୁ ଜଣେ ବାହାର କର ୟିଏକି ଭୁଲ୍ ବୋଲି କହୁ।
ହୋଶେୟ 13:8
ଭାଲୁ ପାଖରୁ ତା' ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସହେିପରି ହିଂସ୍ର ହାଇେ ସମାନଙ୍କେୁ ଆକ୍ରମଣ କରିବା। ଆମ୍ଭେ ସମାନଙ୍କେୁ ଆକ୍ରମଣ କରି ସମାନଙ୍କେର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ଯ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସମାନଙ୍କେୁ ସହେିପରି ଖଣ୍ତ ବିଖଣ୍ତିତ କରିବା।
ହୋଶେୟ 11:10
ଆମ୍ଭେ ଗୋଟିଏ ସିଂହ ସଦୃଶ ଗର୍ଜ୍ଜନ କରିବା। ଆମ୍ଭର ପିଲାମାନେ ଆସିବେ ଓ ଆମ୍ଭଙ୍କୁ ଅନୁସରଣ କରିବେ। ଏହି ପିଲାମାନେ ଭୟ ରେ ଥରିଥରି ପଶ୍ଚିମରୁ ଆସିବେ।
ଯିରିମିୟ 2:15
ୟୁବା ସିଂହାସନ ତାହା ଉପ ରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସମାନେେ ତାହାର ଦେଶସବୁ ଧ୍ବଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦଗ୍ଧ କରିଛନ୍ତି ଓ ତାହାକୁ ଜନଶୂନ୍ଯ କରିଛନ୍ତି।
ଯିଶାଇୟ 50:8
ଯେ ମାେତେ ଧର୍ମାଚାରୀ କରନ୍ତି ସେ ମାେ ନିକଟବର୍ତ୍ତୀ। ତେଣୁ ମାେତେ କିଏ ବିରୋଧ କରିବ ? ଆସ ଆମ୍ଭମାନେେ ଏକତ୍ର ଛିଡ଼ା ହବୋ, କିଏ ମାରେ ବିପକ୍ଷ ରେ ୟିବ ସେ ମାେ ନିକଟକୁ ଆସୁ।
ଯିଶାଇୟ 14:12
ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତ ରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛଦନେ କରାୟାଇଛି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:11
ସହେିପରି ବିଶଷେ ସବେିକା ହବୋ ପାଇଁ ନିୟୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସମାନେେ ଅନ୍ୟମାନଙ୍କ ବିଷୟ ରେ ମନ୍ଦ କଥା ଆଦୌ କହୁ ନ ଥିବେ। ସମାନଙ୍କେର ଆତ୍ମା ସଂୟମ ଥିବା ପ୍ରୟୋଜନ ଓ ପ୍ରେତ୍ୟକକ କଥା ରେ ଯେପରି ସମାନଙ୍କେୁ ବିଶ୍ବାସ କରାଯାଇ ପାରୁଥିବ।
ହିତୋପଦେଶ 20:2
ରାଜାଙ୍କର ରାଗ ସିଂହର ଗର୍ଜ୍ଜନ ପରି, ଯେ ତାଙ୍କର କୋରଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।
ହିତୋପଦେଶ 19:12
ରାଜାର କୋର୍ଧ ସିଂହର ଗର୍ଜ୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପ ରେ ଥିବା କାକର ତୁଲ୍ଯ।
ଆୟୁବ ପୁସ୍ତକ 1:6
ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ବର୍ଗଦୂତମାନଙ୍କ ପାଇଁ ସହେି ଦିନଟି ଉପସ୍ଥିତ ହେଲା। ସହେି ସ୍ବର୍ଗଦୂତମାନଙ୍କ ସହିତ ଶଯତାନ ମଧ୍ଯ ସଠାେରେ ଉପସ୍ଥିତ ହେଲା।
ଏଷ୍ଟର ବିବରଣ 7:6
ଏଷ୍ଟର କହିଲା, ଏହି ଦୁଷ୍ଟ ହାମନ ଜଣେ ବିପକ୍ଷ ଓ ଶତୃ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:2
ଅନ୍ୟମାନଙ୍କ ବିଷୟ ରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତି ରେ ରୁହନ୍ତୁ ; ର୍ଧୈୟ୍ଯବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ବାସୀମାନଙ୍କୁ କୁହ।
ଯିରିମିୟ 51:38
ସମାନେେ ୟୁବା ସିଂହ ପରି ଗର୍ଜନ କରିବେ ଓ ସିଂହ ଛୁଆପରି ଘୋର ନାଦ କରିବେ।
ଆମୋଷ 3:4
ସିଂହଟି ଗର୍ଜ୍ଜନ କରେ ଯଦି ତାକୁ ଶିକାର ଦୃଶ୍ଯମାନ ହୁଏ। ଯଦି ଗୋଟିଏ ୟୁବା ସିଂହ ତା'ର ଗୁମ୍ଫା ରେ ଗର୍ଜ୍ଜନ କରୁଛି ତବେେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:4
କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।
ଯିହିଜିକଲ 19:7
ସେ ସମାନଙ୍କେର ଅଟ୍ଟାଳିକାସବୁ ଆକ୍ରମଣ କଲା ଓ ସମାନଙ୍କେର ନଗରସବୁ ଧ୍ବଂସ କଲା। ଆଉ ତାହାର ଗର୍ଜନ ଶବ୍ଦ ଶୁଣି ଦେଶର ପ୍ରେତ୍ୟକକ ଭୟଭୀତ ହାଇେ ପଡ଼ିଲେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:8
ନିଜ ଘ ରେ ଲୋକମାନଙ୍କୁ ସ୍ବାଗତ କରି ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ ରମେ କରୁଥିବେ, ଜ୍ଞାନୀ ହାଇେଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହାଇେଥିବେ ଓ ନିଜକୁ ସଂୟମ କରି ପାରୁଥିବେ। ଆମ୍ଭେ ସତ୍ଯର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପ୍ରଦାନ କରୁଥିବେ।
ଯିହିଜିକଲ 22:25
ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।
ଆମୋଷ 1:2
ଆ ମଷେ କହିଲେ: ସିୟୋନ ରେ ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିବେ। ତାଙ୍କର ଉଚ୍ଚସ୍ବର ୟିରୁଶାଲମରେୁ ଗର୍ଜି ଉଠିବ। ଫଳ ରେ, ସବୁଜ ଗ୍ଭରଣ ଭୂମି ମଳିନ ଦଖାୟିବେ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହବେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:15
କିନ୍ତୁ ସ୍ତ୍ରୀମାନେ ସନ୍ତନା ପ୍ରସବ କରିବା ଦ୍ବାରା ପରିତ୍ରାଣ ପାଇବେ। ସମାନେେ ନିରନ୍ତର ବିଶ୍ବାସ, ପ୍ ରମେ, ପବିତ୍ରତା ଓ ଆତ୍ମସଂୟମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ।
ଲୂକଲିଖିତ ସୁସମାଚାର 12:45
କିନ୍ତୁ ଯଦି ସବେକଟି ଦୁଷ୍ଟ ହାଇେଥିବ ଓ ମନମେନେ କହିବ, ମାେ ମାଲିକ ତୁରନ୍ତ ଆସିବେ ନାହିଁ, ତବେେ କ'ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସବେକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦବେ ଓ ନିଜେ ଖିଆପିଆ ରେ ବୁଡି ରହିବ ଓ ମଦ ପିଇ ମାତାଲ ହବେ।
ମାଥିଉଲିଖିତ ସୁସମାଚାର 25:41
ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, 'ମାେ ପାଖରୁ ଚ଼ାଲିଯାଅ। ପରମେଶ୍ବର ତୁମ୍ଭ ନିମନ୍ତେ ଦଣ୍ଡ ନିରୁପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ୟିବ, ଯାହାକି ଶୟତାନ ଓ ତାର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହାଇେଛି।
ମାଥିଉଲିଖିତ ସୁସମାଚାର 4:1
ତା'ପରେ ସହେି ପବିତ୍ର ଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢାଇ ନାଇଗଲେ। ଶୟତାନ ଦ୍ବାରା ପରୀକ୍ଷୀତ ହବୋପାଇଁ ତାହଙ୍କୁ ସଠାେକୁ ନିଆଯାଥିଲା।
ଯିଖରିୟ 11:3
ମଷେପାଳକମାନଙ୍କର ବିଳାପ ଶୁଣ। କାରଣ ସମାନଙ୍କେର ଶକ୍ତିଶାଳୀ ନେତାମାନେ ଧ୍ବଂସ ହେଲେ। ୟୁବା ସିଂହମାନଙ୍କର ରବ ଶୁଣ। କାରଣ ଯିହୁଦାର ଗର୍ବ ଧ୍ବଂସ ହାଇେଛି।
ଦାନିଏଲ 6:24
ତା'ପ ରେ ରାଜା ଦାନିୟେଲଙ୍କ ବିରୁଦ୍ଧ ରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସମାନଙ୍କେର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫା ରେ ନିକ୍ଷପେ କଲେ। ତଳେ ନପଡୁଣୁ ସିଂହମାନେ ସମାନଙ୍କେୁ ଭକ୍ଷଣ କରି ସମାନଙ୍କେର ଅସ୍ଥିଗୁଡିକୁ ଚର୍ବଣ କଲେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:2
ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏତେ ଭଲ ହବୋ ଦରକାର ଯେ ଲୋକେ ପ୍ରକୃତ ରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହବେେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ ସେ ବୁଦ୍ଧିମାନ ହବୋ ଦରକାର। ସେ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ ରେ ସ୍ବାଗତ କରି ଲୋକମାନଙ୍କୁ ସେ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହାଇେଥିବା ଦରକାର।
ମାଥିଉଲିଖିତ ସୁସମାଚାର 24:48
ଅନ୍ୟ ପକ୍ଷ ରେ ଚ଼ାକରଟି ଯଦି ମନ୍ଦ ଲୋକ ହାଇେଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ।