ପିତରଙ୍କ ପ୍ରଥମ ପତ୍ 1:12 in Oriya

ଓଡିଆ ଓଡିଆ ବାଇବେଲ ପିତରଙ୍କ ପ୍ରଥମ ପତ୍ ପିତରଙ୍କ ପ୍ରଥମ ପତ୍ 1 ପିତରଙ୍କ ପ୍ରଥମ ପତ୍ 1:12

1 Peter 1:12
ସହେି ଭବିଷ୍ଯଦ୍ ବକ୍ତାମାନଙ୍କ ସବୋକାର୍ୟ୍ଯ ସମାନଙ୍କେ ନିଜ ପାଇଁ ନୁହେଁ ବୋଲି ସମାନଙ୍କେୁ ଦଖାଇେ ଦିଆ ହେଲା। ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭର ସବୋ କରୁଥିଲେ। ସମାନେେ ସବୋ କଲା ବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସହେି ସୁସମାଚାର କହିଲେ, ସମାନେେ ହିଁ ତାହା କହିଥିଲେ। ସ୍ବର୍ଗରୁ ପଠାଯାଇଥିବା ପବିତ୍ର ଆତ୍ମା ସାହାୟ୍ଯ ରେ ସମାନେେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାୟାଇଛି, ସଗେୁଡ଼ିକୁ ସ୍ବର୍ଗଦୂତମାନେ ମଧ୍ଯ ଜାଣିବା ପାଇଁ ବହୁତ ଆଗ୍ରହୀ।

1 Peter 1:111 Peter 11 Peter 1:13

1 Peter 1:12 in Other Translations

King James Version (KJV)
Unto whom it was revealed, that not unto themselves, but unto us they did minister the things, which are now reported unto you by them that have preached the gospel unto you with the Holy Ghost sent down from heaven; which things the angels desire to look into.

American Standard Version (ASV)
To whom it was revealed, that not unto themselves, but unto you, did they minister these things, which now have been announced unto you through them that preached the gospel unto you by the Holy Spirit sent forth from heaven; which things angel desire to look into.

Bible in Basic English (BBE)
And it was made clear to those prophets that they were God's servants not for themselves but for you, to give you word of the things which have now come to your ears from the preachers of the good news through the Holy Spirit sent down from heaven; things which even angels have a desire to see.

Darby English Bible (DBY)
To whom it was revealed, that not to themselves but to you they ministered those things, which have now been announced to you by those who have declared to you the glad tidings by [the] Holy Spirit, sent from heaven, which angels desire to look into.

World English Bible (WEB)
To them it was revealed, that not to themselves, but to you, did they minister these things, which now have been announced to you through those who preached the Gospel to you by the Holy Spirit sent out from heaven; which things angels desire to look into.

Young's Literal Translation (YLT)
to whom it was revealed, that not to themselves, but to us they were ministering these, which now were told to you (through those who did proclaim good news to you,) in the Holy Spirit sent from heaven, to which things messengers do desire to bend looking.

Unto
whom
οἷςhoisoos
it
was
revealed,
ἀπεκαλύφθηapekalyphthēah-pay-ka-LYOO-fthay
that
ὅτιhotiOH-tee
not
οὐχouchook
unto
themselves,
ἑαυτοῖςheautoisay-af-TOOS
but
ἡμῖνhēminay-MEEN
unto
us
δὲdethay
minister
did
they
διηκόνουνdiēkonounthee-ay-KOH-noon
the
things,
αὐτάautaaf-TA
which
haa
now
are
νῦνnynnyoon
reported
ἀνηγγέληanēngelēah-nayng-GAY-lay
unto
you
ὑμῖνhyminyoo-MEEN
by
διὰdiathee-AH
them
τῶνtōntone
that
have
preached
the
gospel
εὐαγγελισαμένωνeuangelisamenōnave-ang-gay-lee-sa-MAY-none
you
unto
ὑμᾶςhymasyoo-MAHS
with
ἐνenane
the
Holy
πνεύματιpneumatiPNAVE-ma-tee
Ghost
ἁγίῳhagiōa-GEE-oh
down
sent
ἀποσταλέντιapostalentiah-poh-sta-LANE-tee
from
ἀπ'apap
heaven;
οὐρανοῦouranouoo-ra-NOO
which
things
εἰςeisees
angels
the
haa
desire
ἐπιθυμοῦσινepithymousinay-pee-thyoo-MOO-seen
to
look
ἄγγελοιangeloiANG-gay-loo
into.
παρακύψαιparakypsaipa-ra-KYOO-psay

Cross Reference

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:10
ମଣ୍ଡଳୀ ଦ୍ବାରା ପରମେଶ୍ବରଙ୍କ ବହୁବିଧ ଜ୍ଞାନ, ସ୍ବର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ଯକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ବରଙ୍କର ଉଦ୍ଦେଶ୍ଯ ଥିଲା। ସମାନେେ ମଣ୍ଡଳୀ ୟୋଗୁ ଏହା ଜାଣି ପାରିବେ।

ଯୋହନଲିଖିତ ସୁସମାଚାର 15:26
ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। ସହେି ସାହାର୍ୟ୍ଯକାରୀ ସତ୍ଯମୟ ଆତ୍ମା ଅଟନ୍ତି। ସେ ପରମପାତାଙ୍କ ପାଖରୁ ଆସନ୍ତି। ସେ ଯେତବେେଳେ ଆସିବେ, ସେ ମାେ ବିଷୟ ରେ ସାକ୍ଷ୍ଯ ଦବେେ।

ଦାନିଏଲ 8:13
ତା'ପ ରେ ଏକ ପବିତ୍ର ସ୍ବର୍ଗଦୂତ କହିବାର ମୁଁ ଶୁଣିଲି। ତା'ପ ରେ ଅନ୍ୟ ଏକ ସ୍ବର୍ଗଦୂତ ଏହି ଦୂତକୁ ପଚାରିଲେ, କେତଦେିନ ପର୍ୟ୍ଯନ୍ତ ନିତ୍ଯ ହାମବେଳି ବିରୁଦ୍ଧ ରେ ଏହି ଦର୍ଶନ ରହିବ ଏବଂ କେତକୋଳ ପର୍ୟ୍ଯନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହବୋକୁ ଅନୁମତି ହାଇେଛି?

ଦାନିଏଲ 12:5
ସେତବେେଳେ ମୁଁ ଦାନିୟେଲ ଅନାଇ ଦେଖିଲି, ଅନ୍ୟ ଦୁଇଜଣ ଠିଆ ହାଇେଅଛନ୍ତି, ଜଣେ ନଦୀତୀରର ଏ ପାଖ ରେ ଓ ଅନ୍ୟଜଣକ ନଦୀର ସେ ପାଖ ରେ।

ଦାନିଏଲ 12:9
ତେଣୁ ସେ କହିଲେ, ' ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ ଓ ମୁଦ୍ରିତ ହାଇେଅଛି।

ଦାନିଏଲ 12:13
ମାତ୍ର ଶଷେକାଳ ପର୍ୟ୍ଯନ୍ତ ତୁମ୍ଭେ, ଦାନିୟେଲ ନିଜ ପଥରେ ଗମନ କର। କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶଷେ ରେ ନିଜର ଅଧିକାର ରେ ଛିଡା ହବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:39
ଏହି ସମସ୍ତ ଲୋକମାନେ ନିଜର ବିଶ୍ବାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କହେି ହେଲ ପରମେଶ୍ବରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:11
ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:22
ସେ ଆମ୍ଭଠା ରେ ନିଜ ଅଧିକାରର ମାହେର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟ ରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦବେେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:10
କିନ୍ତୁ ପରମେଶ୍ବର ଆତ୍ମାଙ୍କ ମାଧ୍ଯମ ରେ ଏହି ନିଗୂଢ଼ ବିଷୟମାନ ଆମକୁ ଦଖାଇେ ଦଇେଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:19
ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:15
ଏହି ଉପଦସେ ଦବୋ ଲୋକ ଜଣକୁ କାହା ଦ୍ବାରା ନ ପଠାଗଲେ ବା ସେ କିପରି ଉପଦେଶ ଦବେ? ଶାସ୍ତ୍ର ରେ ଲଖାେ ଅଛି: ସୁସମାଗ୍ଭର ଦବୋ ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:17
ପରମେଶ୍ବର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ବାସ ରେ ଶଷେ ହୁଏ। ଯେପରି ଧର୍ମଶାସ୍ତ୍ର ରେ କୁହା ଯାଇଛି, ବିଶ୍ବାସ ଦ୍ବାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:15
ସେଥିପାଇଁ ମୁଁ ରୋମ ରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ସୁସମାଚ଼ାର ଦବୋକୁ ଇଚ୍ଛା କରୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:10
ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ୟିବାପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସମାନଙ୍କେ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:44
ପିତର ଏହିକଥା କହିବା ସମୟରେ ସୁସମାଚ଼ାର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:6
ଆମ୍ଭର ଜ୍ଞାନ, ର୍ଧୈୟ୍ଯ, ଦୟା, ପବିତ୍ରା ଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ବାରା ଆମ୍ଭେ ପରମେଶ୍ବରଙ୍କ ସବେକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତା ରେ, ପ୍ରକୃତ ପ୍ ରମେ ପ୍ରକାଶିବା ଦ୍ବାରା, ପୁଣି ସତ୍ଯ କଥା କହି ଓ ପରମେଶ୍ବରଙ୍କ ଶକ୍ତିର କାର୍ୟ୍ଯ କରି ଏହାର ପରିଚୟ ଦଇେଥାଉ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:12
ମୁଁ ସହେି ସୁସମାଚାର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମାେତେ ତାହା ଶିକ୍ଷା ଦଇେ ନାହିଁ, ବରଂ ଯୀଶୁଖ୍ରୀଷ୍ଟ ସହେି ସୁସମାଚାର ମାେ ଆଗ ରେ ପ୍ରକାଶିତ କଲେ।

ଦାନିଏଲ 2:19
ଏହାପ ରେ ପରମେଶ୍ବର ଦାନିୟେଲକୁ ଦର୍ଶନ ଦଇେ ଗୁପ୍ତ ବିଷଯ ରେ ଜଣାଇଲେ। ତହୁଁ ଦାନିୟେଲ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ଧନ୍ଯବାଦ କଲେ।

ପିତରଙ୍କ ପ୍ରଥମ ପତ୍ 1:25
କିନ୍ତୁ ପରମେଶ୍ବରଙ୍କ ବାକ୍ଯ ଅନନ୍ତକାଳସ୍ଥାଯୀ ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା। ୟିଶାଇୟ 40:6-8

ଏବ୍ରୀମାନଙ୍କ ନିକଟକୁ ପତ୍ର 11:13
ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:2
କାରଣ ସମାନଙ୍କେ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସପରେି ସୁସମାଚାର କୁହାୟାଇଅଛି, କିନ୍ତୁ ସମାନେେ ଶୁଣି ମଧ୍ଯ ତାହାକୁ ବିଶ୍ବାସପୂର୍ବକ ନିଜସ୍ବ ନ କରିବାରୁ ସମାନଙ୍କେ ପକ୍ଷ ରେ ସୁସମାଚାର ଲାଭଜନକ ହେଲା ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:4
କର୍ମ ଦ୍ବାରା ପରମେଶ୍ବର ମଧ୍ଯ ଏହାର ପ୍ରମାଣ ଦେଲେ। ପରମେଶ୍ବର ଆପଣା ଇଚ୍ଛାନୁସା ରେ ପବିତ୍ର ଆତ୍ମାଙ୍କ ଅନ୍ଯାନ୍ଯ ଦାନ ଦ୍ବାରା ଏହା ପ୍ରମାଣିତ କରିଅଛନ୍ତି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:9
ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:5
ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚାର କହିଛୁ। କିନ୍ତୁ ଆମ୍ଭେ କବଳେ ଶବ୍ଦ ବ୍ଯବହାର କରି ନାହୁଁ। ସହେି ସୁସମାଚାର ଆମ୍ଭେ ଶକ୍ତି ଓ ପବିତ୍ର ଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ କିଭଳି ଜୀବନ ବିତାଉଥିଲୁ, ସଭେଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାୟ୍ଯ କରିବା ପାଇଁ ଚାହୁଁଥିଲୁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:16
ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ କହିଲେ। ଯେତବେେଳେ ପରମେଶ୍ବର ମାେତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାୟ୍ଯ ନଇେ ନ ଥିଲି।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:25
ପ୍ ରରେିତମାନେ ଶମିରୋଣର ଅନକେ ଗ୍ରାମ ରେ ଶୁଭସମାଚ଼ାର କହି ୟିରୂଶାଲମକୁ ଫରେିଗଲେ। ସମାନେେ ଫରେିବା ସମୟରେ ଶମିରୋଣୀୟମାନଙ୍କର ବହୁତ ଗ୍ରାମ ରେ ସୁସମାଚ଼ାର ପ୍ରଚ଼ାର କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:31
ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘ ରେ, ସମସ୍ତେ ଏକାଠି ହାଇେଥିଲେ, ସହେି ଘର କମ୍ପି ଉଠିଲା। ସମାନେେ ସମସ୍ତେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇଗେଲେ ଓ ପରମେଶ୍ବରଙ୍କର ବାର୍ତ୍ତା ସାହସର ସହିତ କରିବାକୁ ଲାଗିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:8
ତା'ପରେ ପିତର ପବିତ୍ର ଆତ୍ମା ଦ୍ବାରା ପରିପୂର୍ଣ୍ଣ ହାଇେ ସମାନଙ୍କେୁ କହିଲେ, ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚ଼ୀନ ଲୋକମାନେ!

ଯୋୟେଲ 2:28
ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।

ଦାନିଏଲ 10:1
ପାରସ୍ଯର ରାଜା କୋରସର ରାଜତ୍ବର ତୃତୀୟ ବର୍ଷ ରେ ବେଲ୍ଟଶତ୍ସର ନାମ ରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷଯ ପ୍ରକାଶିତ ହେଲା। ସେ ସବୁ ସତ୍ଯ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷଯ ତାଙ୍କୁ ଗୋଚର ହେଲା।

ଦାନିଏଲ 9:24
ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।

ଦାନିଏଲ 2:47
ତତ୍ପ ରେ ଦାନିୟେଲଙ୍କୁ ରାଜା କହିଲେ, ମୁଁ ଜାଣେ ତୁମ୍ଭର ପରମେଶ୍ବର ସମସ୍ତ ଈଶ୍ବରଗଣର ପରମେଶ୍ବର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷଯଗୁଡିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମାେତେ ଏହି ନିଗୂଢ କଥା ପ୍ରକାଶ କରିବାକୁ ସମର୍ଥ ଅଟ।

ଦାନିଏଲ 2:28
ମାତ୍ର ସ୍ବର୍ଗସ୍ଥ ପରମେଶ୍ବର ହିଁ କବଳେ ନିଗୂଢ ବିଷଯମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ଯ ପରମେଶ୍ବର ନବୂଖଦ୍ନିତ୍ସଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ବପ୍ନ ଥିଲା ଏବଂ ଏହି ଗୁଡିକୁ ଆପଣ ବିଛଣା ରେ ଶୋଇଥିଲା ବେଳେ ଦେଖିଲେ।

ଦାନିଏଲ 2:22
ସେ ଗଭୀର ଓ ଗୁପ୍ତ ବିଷଯ ସବୁ ପ୍ରକାଶ କରିପାରନ୍ତି। ଯେ ହତେୁ ଜ୍ଯୋତି ତାଙ୍କ ନିକଟରେ ବାସ କରେ। ଅନ୍ଧକାର ରେ ଯାହା ଅଛି ସେ ଜାଣନ୍ତି।

ଯିଶାଇୟ 53:1
ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?

ଯିଶାଇୟ 44:3
'ଆମ୍ଲଭ ତୃଷିତ ଭୂମି ଉପସର ଜଳ ଓ ଶୁଷ୍କ ଭୂମି ଉପସର ଜଳଲଷାର୍ତ ଢ଼ାଳିବା। ଆମ୍ଲଭ ତୁମ୍ଭ ବଂଶ ଉପସର ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପସର ଆପଣା ଆଶୀର୍ବାଦ ବର୍ଷାଇବା।

ଯିଶାଇୟ 32:15
ଆତ୍ମା ଉର୍ଦ୍ଧ୍ବରୁ ଆସିବା ପର୍ୟ୍ଯନ୍ତ ଏହିସବୁ ଚାଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହାଇେଛି, ତା'ପ ରେ ମରୁଭୂମି ଠିକ୍ ବିଚାର ରେ ପାଇବେ ଏବଂ ଫଳ ବଗିଚା ଜଙ୍ଗଲ ରେ ପରିଣତ ହବେ।

ଯିଶାଇୟ 11:2
ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।

ହିତୋପଦେଶ 1:23
ମାରେ ବାକ୍ଯକୁ ସାବଧାନ ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ଯସବୁ ତୁମ୍ଭମାନଙ୍କୁ ଜଣାଇବି।

ଆମୋଷ 3:7
ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।

ଯିଖରିୟ 12:10
ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:33
ଯୀଶୁଙ୍କୁ ସ୍ବର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଇଶ୍ବରଙ୍କର ଡ଼ାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବୁତ୍ରଆତ୍ମା ଦଇେଛନ୍ତି। ଇଶ୍ବର ଏହି ପବିତ୍ରଆତ୍ମା ଦବୋ ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ର ଆତ୍ମାଙ୍କୁ ଢ଼ାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ଏହା ଦେଖୁଅଛ ଓ ଶୁଣୁଅଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:17
ମୁଁ ଶଷେ ସମୟରେ ସମସ୍ତଙ୍କ ଉପରେ ମାରେ ଆତ୍ମା ଢ଼ାଳି ଦବେି। ଯାହାଦ୍ବାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ଯତ ବାଣୀ କହିପାରିବେ। ତୁମ୍ଭମାନଙ୍କର ୟୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:2
ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସମାନେେ ଯେଉଁ ଘର ଭିତ ରେ ବସିଥିଲେ, ସହେି ଘରର ଚ଼ାରିଆଡ଼େ ବ୍ଯାପି ଗଲା।

ଯୋହନଲିଖିତ ସୁସମାଚାର 16:7
କିନ୍ତୁ ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମାରେ ଚାଲିୟିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଚାଲିଗଲା ପରେ, ମୁଁ ତୁମ୍ଭପାଖକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତବେେ ସାହାୟ୍ଯକାରୀ ଆସିବେ ନାହିଁ।

ଲୂକଲିଖିତ ସୁସମାଚାର 15:10
ସହେିଭଳି ଜଣେ ପାପୀ ତା' ହୃଦୟ ପରିବର୍ତ୍ତନ କଲେ, ପରମେଶ୍ବରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।

ଲୂକଲିଖିତ ସୁସମାଚାର 9:6
ପ୍ ରରେିତମାନେ ବାହାରିଗଲେ। ସମାନେେ ସମସ୍ତେ ନଗର ଦଇେ ଯାତ୍ରା କଲେ। ସମାନେେ ସୁସମାଚାର ଶୁଣାଇଲେ ଓ ସବୁ ଜାଗା ରେ ଲୋକମାନଙ୍କୁ ସୁସ୍ଥ କଲେ।

ଲୂକଲିଖିତ ସୁସମାଚାର 2:26
ପବିତ୍ର ଆତ୍ମା ତାହାଙ୍କୁ କହି ଦଇେଥିଲେ ଯେ, ସେ ପ୍ରଭୁ ପରମେଶ୍ବରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନକରିବା ପୂର୍ବରୁ ତାହାଙ୍କର ମୃତ୍ଯୁ ହବେନାହିଁ।

ମାର୍କଲିଖିତ ସୁସମାଚାର 16:15
ଯୀଶୁ ସମାନଙ୍କେୁ କହିଲେ, ପୃଥିବୀର ଚାରିଆଡକୁ ଯାଅ। ପ୍ରେତ୍ୟକକ ଲୋକକୁ ସୁସମାଚାର ଶୁଣାଅ।

ମାଥିଉଲିଖିତ ସୁସମାଚାର 16:17
ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।

ମାଥିଉଲିଖିତ ସୁସମାଚାର 11:27
ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।

ମାଥିଉଲିଖିତ ସୁସମାଚାର 11:25
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।

ଯାତ୍ରା ପୁସ୍ତକ 25:20
ସହେି ଦୂତମାନେ ନିଯମ-ସିନ୍ଦୁକକୁ ସମାନଙ୍କେର ଡଣୋ ଦ୍ବାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡକୁ ଉେଠ। ଆଚ୍ଛାଦକ ଆଡକୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।