ପ୍ରଥମ ରାଜାବଳୀ 8:39 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 8 ପ୍ରଥମ ରାଜାବଳୀ 8:39

1 Kings 8:39
ତୁମ୍ଭେ ଆପଣାର ବାସସ୍ଥାନ ସ୍ବର୍ଗ ରେ ଥାଇ ସମାନଙ୍କେର ପାର୍ଥନା ଶୁଣ ଓ ସମାନଙ୍କେୁ କ୍ଷମା କର ଏବଂ ସାହାୟ୍ଯ କର। କବଳେ ତୁମ୍ଭେ ଜାଣ ଲୋକମାନେ କଣ ଚିନ୍ତା କରୁଛନ୍ତି। ତେଣୁ ସଇେ ଅନୁସାରେ ପ୍ରେତ୍ୟକକ ବ୍ଯକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭର ରେ ସାଧୁତା ଦଖାେଅ।

1 Kings 8:381 Kings 81 Kings 8:40

1 Kings 8:39 in Other Translations

King James Version (KJV)
Then hear thou in heaven thy dwelling place, and forgive, and do, and give to every man according to his ways, whose heart thou knowest; (for thou, even thou only, knowest the hearts of all the children of men;)

American Standard Version (ASV)
then hear thou in heaven thy dwelling-place, and forgive, and do, and render unto every man according to all his ways, whose heart thou knowest; (for thou, even thou only, knowest the hearts of all the children of men;)

Bible in Basic English (BBE)
Give ear in heaven your living-place, acting in mercy; and give to every man whose secret heart is open to you, the reward of all his ways; for you, and you only, have knowledge of the hearts of all the children of men:

Darby English Bible (DBY)
then hear thou in the heavens, the settled place of thy dwelling, and forgive, and do, and render unto every man according to all his ways, whose heart thou knowest (for thou, thou only, knowest the hearts of all the children of men),

Webster's Bible (WBT)
Then hear thou in heaven thy dwelling-place, and forgive, and do, and give to every man according to his ways, whose heart thou knowest; (for thou, even thou only, knowest the hearts of all the children of men;)

World English Bible (WEB)
then hear in heaven, your dwelling-place, and forgive, and do, and render to every man according to all his ways, whose heart you know; (for you, even you only, know the hearts of all the children of men;)

Young's Literal Translation (YLT)
then Thou dost hear in the heavens, the settled place of Thy dwelling, and hast forgiven, and hast done, and hast given to each according to all his ways, whose heart Thou knowest, (for Thou hast known -- Thyself alone -- the heart of all the sons of man),

Then
hear
וְ֠אַתָּהwĕʾattâVEH-ah-ta
thou
תִּשְׁמַ֨עtišmaʿteesh-MA
in
heaven
הַשָּׁמַ֜יִםhaššāmayimha-sha-MA-yeem
dwelling
thy
מְכ֤וֹןmĕkônmeh-HONE
place,
שִׁבְתֶּ֙ךָ֙šibtekāsheev-TEH-HA
and
forgive,
וְסָֽלַחְתָּ֣wĕsālaḥtāveh-sa-lahk-TA
do,
and
וְעָשִׂ֔יתָwĕʿāśîtāveh-ah-SEE-ta
and
give
וְנָֽתַתָּ֤wĕnātattāveh-na-ta-TA
to
every
man
לָאִישׁ֙lāʾîšla-EESH
according
to
כְּכָלkĕkālkeh-HAHL
ways,
his
דְּרָכָ֔יוdĕrākāywdeh-ra-HAV
whose
אֲשֶׁ֥רʾăšeruh-SHER

תֵּדַ֖עtēdaʿtay-DA
heart
אֶתʾetet
thou
knowest;
לְבָב֑וֹlĕbābôleh-va-VOH
(for
כִּֽיkee
thou,
אַתָּ֤הʾattâah-TA
only,
thou
even
יָדַ֙עְתָּ֙yādaʿtāya-DA-TA
knowest
לְבַדְּךָ֔lĕbaddĕkāleh-va-deh-HA

אֶתʾetet
the
hearts
לְבַ֖בlĕbableh-VAHV
all
of
כָּלkālkahl
the
children
בְּנֵ֥יbĕnêbeh-NAY
of
men;)
הָֽאָדָֽם׃hāʾādāmHA-ah-DAHM

Cross Reference

ପ୍ରଥମ ବଂଶାବଳୀ 28:9
ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:24
ପୁଣି ପ୍ ରରେିତମାନେ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ, ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସବୋ କାର୍ୟ୍ଯ ଓ ପ୍ ରରେିତ ପଦ ଛାଡ଼ିଦଇେ ୟିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି।

ଯିରିମିୟ 17:10
ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।

ପ୍ରଥମ ଶାମୁୟେଲ 16:7
କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଇଲୀଯାବ ଡେଙ୍ଗା ଓ ସକ୍ସ୍ଟନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନକ୍ସ୍ଟଷ୍ଯ ଯେପରି ଦେଖେ ସଦାପ୍ରଭୁ ସପରେି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀଯାବ ଉପୟକ୍ସ୍ଟକ୍ତ ଲୋକ ନକ୍ସ୍ଟହଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:12
ଶୁଣ ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗ ରେ ପୁରସ୍କାର ନଇେ ଆସିବା। ଆମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦବୋ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:12
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।

ଯୋହନଲିଖିତ ସୁସମାଚାର 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?

ଯୋହନଲିଖିତ ସୁସମାଚାର 2:24
କିନ୍ତୁ ଯୀଶୁ ସମାନଙ୍କେୁ ଭରସା କଲେ ନାହିଁ କାରଣ ସେ ସହେି ଲୋକମାନଙ୍କର ମନର ଭାବନା ଜାଣିଥିଲେ।

ଯିହିଜିକଲ 18:30
ତେଣୁ ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକର ଆଚାର ବ୍ଯବହାରାନୁସା ରେ ବିଚାର କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି। ଆଉ ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ ଓ ନଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହା ହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହବେ ନାହିଁ।

ଯିରିମିୟ 32:19
ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।

ଗୀତସଂହିତା 28:4
ସଦାପ୍ରଭୁ ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତଣେୁ ସମାନେେ ସମାନଙ୍କେ କର୍ମାନୁରୂପ ଫଳ ପାଆନ୍ତୁ। ସମାନଙ୍କେୁ ୟଥାୟୋଗ୍ଯ ଫଳ ଦିଆଯାଉ।

ଗୀତସଂହିତା 18:20
ମୁଁ ନିରପରାଧ। ତଣେୁ ସଦାପ୍ରଭୁ ମାେତେ ନିଶ୍ଚଯ ମାରେ ପୁରସ୍କାର ଦବେେ। ମୁଁ କିଛି ଭୁଲ୍ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।

ଗୀତସଂହିତା 11:4
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।

ଦିତୀୟ ବଂଶାବଳୀ 6:30
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ, ଯେଉଁଠା ରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରେତ୍ୟକକ ବ୍ଯକ୍ତିକୁ ତାହାର ପ୍ରାପ୍ଯମତେ ଦିଅ। କବଳେ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ଯକ୍ତିର ହୃଦଯ ରେ କ'ଣ ଅଛ।

ପ୍ରଥମ ରାଜାବଳୀ 8:36
ତେଣୁ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସବେକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବା ରେ ଶିକ୍ଷା ଦିଅ ଓ ତା'ପରେ ତୁମ୍ଭ ଦେଶ ରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦଇେଥିଲେ।

ପ୍ରଥମ ରାଜାବଳୀ 8:32
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତବେେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସଇେ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଦେଶ ତବେେ, ତା'ର ଧାର୍ମିକତା ଅନୁୟାଯୀ ତାକୁ ପୁରସ୍ତୁତ କର।