ପ୍ରଥମ ରାଜାବଳୀ 8:3 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 8 ପ୍ରଥମ ରାଜାବଳୀ 8:3

1 Kings 8:3
ପୁଣି ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହବୋପରେ ଯାଜକମାନେ ନିଯମ ସିନ୍ଦୁକ ଉଠାଇଲେ।

1 Kings 8:21 Kings 81 Kings 8:4

1 Kings 8:3 in Other Translations

King James Version (KJV)
And all the elders of Israel came, and the priests took up the ark.

American Standard Version (ASV)
And all the elders of Israel came, and the priests took up the ark.

Bible in Basic English (BBE)
And all the responsible men of Israel came, and the priests took up the ark.

Darby English Bible (DBY)
And all the elders of Israel came; and the priests took up the ark.

Webster's Bible (WBT)
And all the elders of Israel came, and the priests took up the ark.

World English Bible (WEB)
All the elders of Israel came, and the priests took up the ark.

Young's Literal Translation (YLT)
And all the elders of Israel come in, and the priests lift up the ark,

And
all
וַיָּבֹ֕אוּwayyābōʾûva-ya-VOH-oo
the
elders
כֹּ֖לkōlkole
of
Israel
זִקְנֵ֣יziqnêzeek-NAY
came,
יִשְׂרָאֵ֑לyiśrāʾēlyees-ra-ALE
priests
the
and
וַיִּשְׂא֥וּwayyiśʾûva-yees-OO
took
up
הַכֹּֽהֲנִ֖יםhakkōhănîmha-koh-huh-NEEM

אֶתʾetet
the
ark.
הָֽאָרֽוֹן׃hāʾārônHA-ah-RONE

Cross Reference

ଯିହୋଶୂୟ 3:6
ତା'ପରେ ୟିହୋଶୂଯ ଯାଜକମାନଙ୍କୁ କହିଲେ, ନିଯମ ସିନ୍ଦକ୍ସ୍ଟକ ଉଠାଅ ଏବଂ ଲୋକମାନଙ୍କର ସମ୍ମକ୍ସ୍ଟଖ ରେ ନଦୀ ମଧିଅରେ ଏହା ବହି ନିଅ। ତେଣୁ ଯାଜକମାନେ ନିଯମ ସିନ୍ଦକ୍ସ୍ଟକ ବହନ କରି ଲୋକମାନଙ୍କର ଆଗେ ଆଗେ ଚାଲିଲେ।

ଦିତୀୟ ବିବରଣ 31:9
ଏହାପରେ ମାଶାେ ବ୍ଯବସ୍ଥା ଲେଖି ଲବେୀ ବଂଶୀଯ ଯାଜକମାନଙ୍କୁ ଦେଲେ। ଯେଉଁମାନେ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବାହକ ଥିଲେ। ମାଶାେ ଇଶ୍ରାୟେଲ ପ୍ରାଚୀନବର୍ଗମାନଙ୍କୁ ମଧ୍ଯ ଏହି ବ୍ଯବସ୍ଥା ଦେଲେ।

ଯିହୋଶୂୟ 3:3
ନତେୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେ ତବେଳେ ଲବେୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ନିଯମ ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ଯିବେ, ତୁମ୍ଭମାନେେ ସମସ୍ତେ ସମାନଙ୍କେୁ ଅନକ୍ସ୍ଟସରଣ କରିବା ଉଚିତ୍।

ଗଣନା ପୁସ୍ତକ 4:15
ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।

ଦିତୀୟ ବଂଶାବଳୀ 5:5
ଏହାପରେ ଯାଜକ ଓ ଲବେୀୟମାନେ ନିଯମ ସିନ୍ଦୁକକୁ ୟିରୁଶାଲମକୁ ବୋହି ନଇଗେଲେ। ଯାଜକ ଓ ଲବେୀୟମାନେ ମଧ୍ଯ ସମାଗମ ତମ୍ବୁ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ପବିତ୍ର ବସ୍ତୁକୁ ୟିରୁଶାଲମକୁ ବୋହି ଆଣିଲେ।

ପ୍ରଥମ ବଂଶାବଳୀ 15:11
2 ଜଣ ଲୋକ ଆସିଲେ। ଅମ୍ମୀନାଦବ ସମାନଙ୍କେର ନେତା ଥିଲେ। ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।

ପ୍ରଥମ ବଂଶାବଳୀ 15:2
ଏହାପରେ ଦାଉଦ କହିଲେ, କବଳେ ଲବେୀୟମାନେ ନିଯମସିନ୍ଦୁକକୁ ବହି ନଇେ ପାରିବେ। କାରଣ ସଦାପ୍ରଭୁ ସମାନଙ୍କେୁ ନିଯମସିନ୍ଦୁକ ବହିନବୋ ନିମନ୍ତେ ଓ ଚିରକାଳ ତାଙ୍କର ସବୋ କରିବା ନିମନ୍ତେ ମନୋନୀତ କରିଅଛନ୍ତି।

ଯିହୋଶୂୟ 6:6
ତେଣୁ ନୂନର ପକ୍ସ୍ଟତ୍ର ଯିହାଶୂେୟ ସମସ୍ତ ଯାଜକମାନଙ୍କୁ ଏକତ୍ରୀତ କଲେ। ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ପବିତ୍ର ନିଯମ ସିନ୍ଦକ୍ସ୍ଟକ ଆଣ ଓ ସାତଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେଶିଙ୍ଗା ବଜାଇବେ।

ଯିହୋଶୂୟ 4:9
ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।

ଯିହୋଶୂୟ 3:14
ଯେତବେେଳେ ଲୋକମାନେ ଛାଉଣୀ ପକାଇଥିବା ସ୍ଥାନରକ୍ସ୍ଟ ୟର୍ଦ୍ଦନ ନଦୀ ପାର ହବୋପାଇଁ ୟାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିଯମ ସିନ୍ଦକ୍ସ୍ଟକ ବହି ନେଉଥିଲେ।

ଗଣନା ପୁସ୍ତକ 7:9
ମାତ୍ର ସେ କହାତ ସନ୍ତାନଗଣଙ୍କୁ କିଛି ଦେଲେ ନାହିଁ, କାରଣ ସମାନଙ୍କେର ପବିତ୍ର କାର୍ୟ୍ଯ ଥିଲା କାନ୍ଧ ରେ ଜିନିଷ ବହନ କରିବା।