ପ୍ରଥମ ରାଜାବଳୀ 7:23
ତା'ପଲରସସ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା'ର ନାମସଦଲଲ ସମୁଦ୍ର।ସସହି କୁଣ୍ତର ପରିଧି ତିରିଶ ହାତ, ବ୍ଯାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା।
And he made | וַיַּ֥עַשׂ | wayyaʿaś | va-YA-as |
אֶת | ʾet | et | |
molten a | הַיָּ֖ם | hayyām | ha-YAHM |
sea, | מוּצָ֑ק | mûṣāq | moo-TSAHK |
ten | עֶ֣שֶׂר | ʿeśer | EH-ser |
cubits | בָּֽ֠אַמָּה | bāʾammâ | BA-ah-ma |
brim one the from | מִשְּׂפָת֨וֹ | miśśĕpātô | mee-seh-fa-TOH |
to | עַד | ʿad | ad |
the other: it was round | שְׂפָת֜וֹ | śĕpātô | seh-fa-TOH |
about, all | עָגֹ֣ל׀ | ʿāgōl | ah-ɡOLE |
and his height | סָבִ֗יב | sābîb | sa-VEEV |
was five | וְחָמֵ֤שׁ | wĕḥāmēš | veh-ha-MAYSH |
cubits: | בָּֽאַמָּה֙ | bāʾammāh | ba-ah-MA |
line a and | קֽוֹמָת֔וֹ | qômātô | koh-ma-TOH |
of thirty | וְקָו֙ה | wĕqāw | veh-KAHV |
cubits | שְׁלֹשִׁ֣ים | šĕlōšîm | sheh-loh-SHEEM |
did compass | בָּֽאַמָּ֔ה | bāʾammâ | ba-ah-MA |
it round about. | יָסֹ֥ב | yāsōb | ya-SOVE |
אֹת֖וֹ | ʾōtô | oh-TOH | |
סָבִֽיב׃ | sābîb | sa-VEEV |
Cross Reference
ଦିତୀୟ ରାଜାବଳୀ 25:13
ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ଓ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।
ଦିତୀୟ ବଂଶାବଳୀ 4:2
ଏହାପରେ ଶଲୋମନ ତରଳ କଂସା ରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଏହାର ଠିକ୍ ବିପରୀତ ବିନ୍ଦୁ ପର୍ୟ୍ଯନ୍ତ ଦଶ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ ହାତ ଥିଲା।
ଯିରିମିୟ 52:17
ପୁଣି କଲଦୀଯମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠକିସବୁ ଓ ପିତ୍ତଳମଯ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନଇଗେଲେ।
ଯାତ୍ରା ପୁସ୍ତକ 30:18
ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସା ରେ ତିଆରି କର। ପୁଣି ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧିଅରେ ଜଳ ପୂର୍ଣ୍ଣ କର।
ଯାତ୍ରା ପୁସ୍ତକ 38:8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।
ପ୍ରଥମ ବଂଶାବଳୀ 18:8
ଦାଉଦ ଆହୁରି ମଧ୍ଯ ହଦ ରଷେରର ଟିଭତ୍ ଓ କୂନି ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସହେି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ଯାନ୍ଯ ବସ୍ତୁ ନିର୍ମାଣ କଲେ।
ଯିରିମିୟ 52:20
ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବା ରୋଟି ବୃଷଭ, ଏହାକୁ ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷ ରେ ବ୍ଯବହୃତ ହାଇେଥିବା କଂସାର ଓଜନ ବହୁତ ଅଧିକ ଥିଲା।
ଦିତୀୟ ରାଜାବଳୀ 16:17
ପୁଣି ଆହାସ୍ ରାଜା ବୈଠକିଗୁଡିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲଲ। ଆଉ ବଡ ଟ୍ଯାଙ୍କ ତଲଳସଯଉଁ ପିତ୍ତଳ ନିର୍ମିତ ଷଣ୍ତ ଥିଲା,ସସସବୁର ଉପରୁ ତାକୁସନଇ ଏକ ପ୍ରସ୍ତର ଚଟାଣ ଉପଲର ରଖିଲଲ।