1 Kings 4:14
ମହନଯିମ ରେ ଇଦ୍ଦୋର ପୁତ୍ର ଅହୀନାଦବ୍।
1 Kings 4:14 in Other Translations
King James Version (KJV)
Ahinadab the son of Iddo had Mahanaim:
American Standard Version (ASV)
Ahinadab the son of Iddo, in Mahanaim;
Bible in Basic English (BBE)
Ahinadab, the son of Iddo, in Mahanaim;
Darby English Bible (DBY)
Ahinadab the son of Iddo, at Mahanaim.
Webster's Bible (WBT)
Ahinadab the son of Iddo had Mahanaim:
World English Bible (WEB)
Ahinadab the son of Iddo, in Mahanaim;
Young's Literal Translation (YLT)
Ahinadab son of Iddo `hath' Mahanaim.
| Ahinadab | אֲחִֽינָדָ֥ב | ʾăḥînādāb | uh-hee-na-DAHV |
| the son | בֶּן | ben | ben |
| of Iddo | עִדֹּ֖א | ʿiddōʾ | ee-DOH |
| had Mahanaim: | מַֽחֲנָֽיְמָה׃ | maḥănāyĕmâ | MA-huh-NA-yeh-ma |
Cross Reference
ଆଦି ପୁସ୍ତକ 32:2
ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।
ଯିହୋଶୂୟ 13:26
ହିଷ୍ବୋନ୍ଠାରକ୍ସ୍ଟ ରାମତ୍ ମିସ୍ପୀ ଓ ବଟନୀମ୍ ପର୍ୟ୍ଯନ୍ତ ଓ ମହନଯୀମଠାରକ୍ସ୍ଟ ଦବୀର ସୀମା ପର୍ୟ୍ଯନ୍ତ।
ଦିତୀୟ ଶାମୁୟେଲ 2:8
ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।
ଦିତୀୟ ଶାମୁୟେଲ 17:24
ଏହାପରେ ଦାଉଦ ମହନଯିମକକ୍ସ୍ଟ ଆସିଲେ।
ଦିତୀୟ ଶାମୁୟେଲ 17:27
ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।