ପ୍ରଥମ ରାଜାବଳୀ 22:42 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 22 ପ୍ରଥମ ରାଜାବଳୀ 22:42

1 Kings 22:42
ଯିହାଶାଫେଟ୍ ପଞ୍ଚତିରିଶ ବର୍ଷ ବଯସ ରେ ରାଜା ହେଲେ ଓ ସେ ପଚିଶ ବର୍ଷ ୟିରୁଶାଲମ ରେ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ଯା।

1 Kings 22:411 Kings 221 Kings 22:43

1 Kings 22:42 in Other Translations

King James Version (KJV)
Jehoshaphat was thirty and five years old when he began to reign; and he reigned twenty and five years in Jerusalem. And his mother's name was Azubah the daughter of Shilhi.

American Standard Version (ASV)
Jehoshaphat was thirty and five years old when he began to reign; and he reigned twenty and five years in Jerusalem. And his mother's name was Azubah the daughter of Shilhi.

Bible in Basic English (BBE)
Jehoshaphat was thirty-five years old when he became king, and he was king for twenty-five years in Jerusalem. His mother's name was Azubah, the daughter of Shilhi.

Darby English Bible (DBY)
Jehoshaphat was thirty-five years old when he began to reign; and he reigned twenty-five years in Jerusalem; and his mother's name was Azubah, the daughter of Shilhi.

Webster's Bible (WBT)
Jehoshaphat was thirty and five years old when he began to reign; and he reigned twenty and five years in Jerusalem. And his mother's name was Azubah the daughter of Shilhi.

World English Bible (WEB)
Jehoshaphat was thirty-five years old when he began to reign; and he reigned twenty-five years in Jerusalem. His mother's name was Azubah the daughter of Shilhi.

Young's Literal Translation (YLT)
Jehoshaphat `is' a son of thirty and five years in his reigning, and twenty and five years he hath reigned in Jerusalem, and the name of his mother `is' Azubah daughter of Shilhi.

was
יְהֽוֹשָׁפָ֗טyĕhôšāpāṭyeh-hoh-sha-FAHT
was
Jehoshaphat
בֶּןbenben
old
thirty
שְׁלֹשִׁ֨יםšĕlōšîmsheh-loh-SHEEM
and
וְחָמֵ֤שׁwĕḥāmēšveh-ha-MAYSH
five
שָׁנָה֙šānāhsha-NA
years
reign;
to
began
he
בְּמָלְכ֔וֹbĕmolkôbeh-mole-HOH
when
twenty
and
וְעֶשְׂרִ֤יםwĕʿeśrîmveh-es-REEM
five
וְחָמֵשׁ֙wĕḥāmēšveh-ha-MAYSH
years
reigned
שָׁנָ֔הšānâsha-NA
he
מָלַ֖ךְmālakma-LAHK
and
in
בִּירֽוּשָׁלִָ֑םbîrûšālāimbee-roo-sha-la-EEM
Jerusalem.
name
mother's
וְשֵׁ֣םwĕšēmveh-SHAME
his
אִמּ֔וֹʾimmôEE-moh
And
Azubah
עֲזוּבָ֖הʿăzûbâuh-zoo-VA
the
daughter
בַּתbatbaht
of
Shilhi.
שִׁלְחִֽי׃šilḥîsheel-HEE

Cross Reference

ପ୍ରଥମ ରାଜାବଳୀ 14:21
ଶଲୋମନଙ୍କର ପୁତ୍ର ରିହବିଯାମ ଏକଗ୍ଭଳିଶ ବର୍ଷ ବଯସ ରେ ରାଜା ହେଲେ। ସେ ୟିରୁଶାଲମରୁ ଯିହୁଦା ରେ ସତର ବର୍ଷ ରାଜତ୍ବ କଲେ। ସଦାପ୍ରଭୁ ନିଜର ମହିମା ସ୍ଥାପନାର୍ଥେ ସମଗ୍ର ଇଶ୍ରାୟେଲ ମଧ୍ଯରୁ ସହେି ନଗରକୁ ମନୋନୀତ କରିଥିଲେ। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ।

ପ୍ରଥମ ରାଜାବଳୀ 15:2
ସେ ୟିରୁଶାଲମ ରେ ତିନିବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲେ।

ପ୍ରଥମ ରାଜାବଳୀ 15:10
ଆସା ୟିରୁଶାଲମ ରେ 41 ବର୍ଷ ରାଜତ୍ବ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲା।

ଦିତୀୟ ରାଜାବଳୀ 1:17
ସଦାପ୍ରଭୁ ଏଲିଯଙ୍କୁ ଦଇେ କହିଥିବା ଅନୁସାରେ ଅହସିଯଙ୍କର ମୃତ୍ଯୁ ହେଲା। ତାଙ୍କର ପୁତ୍ର ନଥିବାରୁ ଅହସିଯଙ୍କ ପରେ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ପୁତ୍ର ୟିହୋରାମର ଦ୍ବିତୀୟ ବର୍ଷ ରାଜତ୍ବ କାଳ ରେ ୟିହୋରାମ ତାଙ୍କ ପଦ ରେ ରାଜ୍ଯ କରିବାକୁ ଆରମ୍ଭ କଲେ।

ଦିତୀୟ ରାଜାବଳୀ 8:16
ଆହାବ୍ଙ୍କ ପୁତ୍ର ୟୋରାମଙ୍କ ଶାସକ ଇଶ୍ରାୟେଲ ରେ ରାଜତ୍ବ କରିବାର ପଞ୍ଚମ ବର୍ଷ ରେ ୟିହୋଶାଫଟଙ୍କ ପୁତ୍ର ୟିହୋରାମ ଯିହୁଦାର ରାଜା ହେଲେ।