1 Kings 2:10
ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।
1 Kings 2:10 in Other Translations
King James Version (KJV)
So David slept with his fathers, and was buried in the city of David.
American Standard Version (ASV)
And David slept with his fathers, and was buried in the city of David.
Bible in Basic English (BBE)
Then David went to rest with his fathers, and his body was put into the earth in the town of David.
Darby English Bible (DBY)
And David slept with his fathers, and was buried in the city of David.
Webster's Bible (WBT)
So David slept with his fathers, and was buried in the city of David.
World English Bible (WEB)
David slept with his fathers, and was buried in the city of David.
Young's Literal Translation (YLT)
And David lieth down with his fathers, and is buried in the city of David,
| So David | וַיִּשְׁכַּ֥ב | wayyiškab | va-yeesh-KAHV |
| slept | דָּוִ֖ד | dāwid | da-VEED |
| with | עִם | ʿim | eem |
| his fathers, | אֲבֹתָ֑יו | ʾăbōtāyw | uh-voh-TAV |
| buried was and | וַיִּקָּבֵ֖ר | wayyiqqābēr | va-yee-ka-VARE |
| in the city | בְּעִ֥יר | bĕʿîr | beh-EER |
| of David. | דָּוִֽד׃ | dāwid | da-VEED |
Cross Reference
ଦିତୀୟ ଶାମୁୟେଲ 5:7
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।
ପ୍ରଥମ ରାଜାବଳୀ 3:1
ତା'ପରେ ଶଲୋମନ ମିଶରର ରାଜା ସହିତ ଚୁକ୍ତି କରି ଫାରୋଙ୍କ କନ୍ଯାକୁ ବିବାହ କଲେ ଓ ତାକୁ ଦାଉଦ ନଗରକୁ ଆଣିଲେ। ସହେି ସମୟରେ ସେ ନିଜ ପାଇଁ ପ୍ରସାଦ ଓ ସଦାପ୍ରଭୁଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରୁଥିଲେ। ସେ ମଧ୍ଯ ୟିରୁଶାଲମର ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ନିର୍ମାଣ କରୁଥିଲେ।
ପ୍ରଥମ ରାଜାବଳୀ 1:21
ତେଣୁ ଆପଣ ମୃତ୍ଯୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲାପରେ ମୁଁ ଓ ମାରେ ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହବେୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:29
ହେ ମାରେ ଭାଇମାନେ, ମୁଁ ବିଶ୍ବାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟ ରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ଯୁବରଣ କରି କବରସ୍ଥ ହାଇେଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ଯାବଧି ଆମ୍ଭ ନିକଟରେ ଅଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:36
ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।
ପ୍ରଥମ ରାଜାବଳୀ 11:43
ତା'ପରେ ଶଲୋମନ ମୃତ୍ଯୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗର ରେ କବର ପାଇଲେ। ତା'ପରେ ତାହାଙ୍କ ପୁତ୍ର ରିହବିଯାମ ରାଜା ହେଲ।
ପ୍ରଥମ ବଂଶାବଳୀ 11:7
ଏହାପରେ ଦାଉଦ ଦୁର୍ଗ ମଧିଅରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
ପ୍ରଥମ ବଂଶାବଳୀ 29:28
ଦାଉଦ ବୃଦ୍ଧ ହବୋରୁ ମୃତ୍ଯୁଭୋଗ କଲେ। ଦାଉଦ ଏକ ଉତ୍ତମ, ଦୀର୍ଘ ଜୀବନୟାପନ କରିଥିଲେ। ଦାଉଦ ଅନକେ ଧନସମ୍ପତ୍ତି ଓ ସମ୍ମାନର ଅଧିକାରୀ ହାଇେଥିଲେ ଆଉ ଦାଉଦଙ୍କ ପରେ ତାଙ୍କର ପୁତ୍ର ଶ ଲୋମନ ରାଜା ହେଲେ।