1 Kings 19:3
ଯେତବେେଳେ ଏଲିଯ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସବେକ ସହିତ ଯିହୁଦାର ବରେଶବୋକୁ ଗ୍ଭଲିଗଲେ ଓ ତାକୁ ସେ ସଠାେରେ ଛାଡିଲେ।
1 Kings 19:3 in Other Translations
King James Version (KJV)
And when he saw that, he arose, and went for his life, and came to Beersheba, which belongeth to Judah, and left his servant there.
American Standard Version (ASV)
And when he saw that, he arose, and went for his life, and came to Beer-sheba, which belongeth to Judah, and left his servant there.
Bible in Basic English (BBE)
And he got up, fearing for his life, and went in flight, and came to Beer-sheba in Judah, parting there from his servant;
Darby English Bible (DBY)
And when he saw [that], he arose, and went for his life, and came to Beer-sheba, which belongs to Judah, and left his servant there.
Webster's Bible (WBT)
And when he saw that, he arose, and went for his life, and came to Beer-sheba, which belongeth to Judah, and left his servant there.
World English Bible (WEB)
When he saw that, he arose, and went for his life, and came to Beersheba, which belongs to Judah, and left his servant there.
Young's Literal Translation (YLT)
And he feareth, and riseth, and goeth for his life, and cometh in to Beer-Sheba, that `is' Judah's, and leaveth his young man there,
| belongeth that, And saw | וַיַּ֗רְא | wayyar | va-YAHR |
| he when he | וַיָּ֙קָם֙ | wayyāqām | va-YA-KAHM |
| arose, and | וַיֵּ֣לֶךְ | wayyēlek | va-YAY-lek |
| went | אֶל | ʾel | el |
| for his | נַפְשׁ֔וֹ | napšô | nahf-SHOH |
| life, came | וַיָּבֹ֕א | wayyābōʾ | va-ya-VOH |
| and to | בְּאֵ֥ר | bĕʾēr | beh-ARE |
| Beer-sheba, | שֶׁ֖בַע | šebaʿ | SHEH-va |
| which to Judah, | אֲשֶׁ֣ר | ʾăšer | uh-SHER |
| left and | לִֽיהוּדָ֑ה | lîhûdâ | lee-hoo-DA |
| וַיַּנַּ֥ח | wayyannaḥ | va-ya-NAHK | |
| his servant | אֶֽת | ʾet | et |
| there. | נַעֲר֖וֹ | naʿărô | na-uh-ROH |
| שָֽׁם׃ | šām | shahm |
Cross Reference
ଆଦି ପୁସ୍ତକ 21:31
ଏଣୁ ସହେି ସ୍ଥାନର ନାମ ବରେଶବୋ ହେଲା, ସେ ସହେି କୂପର ନାମ ଏପରି ଦେଲେ, କାରଣ ସହେି ସ୍ଥାନ ରେ ଉଭୟ ପ୍ରତିଜ୍ଞା କରିଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:7
ମାେତେ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, ସେଥିପାଇଁ ମାେତେ ଶରୀର ରେ ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ବରୂପେ ଏହା ମାେତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମାେତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।
ମାଥିଉଲିଖିତ ସୁସମାଚାର 26:70
କିନ୍ତୁ ପିତର ଏକଥା ସମସ୍ତଙ୍କ ଆଗ ରେ ଅସ୍ବୀକାର କଲେ। ସେ କହିଲେ, ତୁମ୍ଭେ କେଉଁ ବିଷୟ ରେ କହୁଛ ତାହା ମୁଁ ଜାଣେ ନାହିଁ।
ମାଥିଉଲିଖିତ ସୁସମାଚାର 26:56
କିନ୍ତୁ ଭବିଷ୍ଯଦ୍ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସହେିଭଳି ହବୋ ପାଇଁ ଏହି ସବୁକଥା ଘଟିଲା, ତା'ପରେ ସମସ୍ତ ଶିଷ୍ଯମାନେ ଯୀଶୁଙ୍କୁ ଛାଡି ପଳାଇଗଲେ।
ଆମୋଷ 7:12
ଅମତସିଯ ମଧ୍ଯ ଆମାଷେକୁ କହିଥିଲେ, ହେ ଦର୍ଶକ ଯିହୁଦାକୁ ୟାଅ ଓ ସଠାେ ରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର।
ଯିଶାଇୟ 51:12
ସଦାପ୍ରଭୁ କୁହନ୍ତି, ଆମ୍ଭେ ହେଉଛୁ ସହେି ଯେ ତୁମ୍ଭମାନଙ୍କୁ ସାନ୍ତ୍ବନା ଦିଅନ୍ତି, ତବେେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ଯ ଏପରି ମାନବର ସନ୍ତାନକୁ ଭୟ କରୁଅଛ ?'
ପ୍ରଥମ ରାଜାବଳୀ 4:25
ଶଲୋମନଙ୍କ ରାଜତ୍ବ କାଳ ରେ ଦାନଠାରୁ ବରେଶବୋ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ମୂଳ ରେ ନିରାପଦ ରେ ଅବସ୍ଥାନ କରୁଥିଲେ।
ପ୍ରଥମ ଶାମୁୟେଲ 27:1
କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, ମୁ ଦିନେ ଶାଉଲଙ୍କ ହାତ ରେ ଧରା ହବେି। ଏହା ସବୁଠକ୍ସ୍ଟ ଭଲ ହବେ। ମୁ ପଲେଷ୍ଟୀୟମାନଙ୍କ ଦେଶକକ୍ସ୍ଟ ୟାଇ ନିଜକକ୍ସ୍ଟ ରକ୍ଷା କରିବି। ତହିଁରେ ଶାଉଲ ଇଶ୍ରାୟେଲର ସମସ୍ତ ଅଞ୍ଚଳ ଖାଜେି ନିରାଶ ହବେ। ଏହିପରି ଭାବରେ ମୁ ତାଙ୍କର ହସ୍ତରକ୍ସ୍ଟ ରକ୍ଷା ପାଇବି।
ଯାତ୍ରା ପୁସ୍ତକ 2:15
ତା'ପରେ ଫାରୋ ଜାଣିବାକୁ ପାଇଲେ ମାଶାେ ଯାହା କରିଥିଲେ। ତେଣୁ ସେ ମାଶାଙ୍କେୁ ହତ୍ଯା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମାଶାେ ଖସି ମିଦିଯନୀଯ ଦେଶକୁ ପଳାଇଲେ।
ଆଦି ପୁସ୍ତକ 12:12
ମିଶରୀଯମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, 'ତୁମ୍ଭେ ମାରେ ସ୍ତ୍ରୀ।' ତେଣୁ ସମାନେେ ମାେତେ ମାରି ଦବେେ ଏବଂ ତୁମ୍ଭକୁ ଦୂର ରେ ନଇେଯିବେ।