ପ୍ରଥମ ରାଜାବଳୀ 18:10 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 18 ପ୍ରଥମ ରାଜାବଳୀ 18:10

1 Kings 18:10
ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଛନ୍ତି। ମୁଁ ପରମେଶ୍ବରଙ୍କ ନାମ ରେ ପ୍ରତିଜ୍ଞା କରି କହୁଛି, ଦେଶ ମଧିଅରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ଯ ନାହିଁ ଯେଉଁସ୍ଥାନକୁ ମାରେ ପ୍ରଭୁ ତୁମ୍ଭକୁ ଅନ୍ବଷେଣ କରିବାକୁ ପଠାଇ ନାହାଁନ୍ତି। ତୁମ୍ଭକୁ ଖାଜେିବାକୁ ରାଜା ପ୍ରେତ୍ୟକକ ଦେଶକୁ ଲୋକ ପଠାଇ ଅଛନ୍ତି। ସହେି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ଯ କରିଛନ୍ତି ଯେ, ସମାନେେ ତୁମ୍ଭକୁ ସମାନଙ୍କେ ଦେଶ ରେ ପାଇ ନାହାନ୍ତି।

1 Kings 18:91 Kings 181 Kings 18:11

1 Kings 18:10 in Other Translations

King James Version (KJV)
As the LORD thy God liveth, there is no nation or kingdom, whither my lord hath not sent to seek thee: and when they said, He is not there; he took an oath of the kingdom and nation, that they found thee not.

American Standard Version (ASV)
As Jehovah thy God liveth, there is no nation or kingdom, whither my lord hath not sent to seek thee: and when they said, He is not here, he took an oath of the kingdom and nation, that they found thee not.

Bible in Basic English (BBE)
By the life of the Lord your God, there is not a nation or kingdom where my lord has not sent in search of you; and when they said, He is not here; he made them take an oath that they had not seen you.

Darby English Bible (DBY)
As Jehovah thy God liveth, there is no nation or kingdom whither my lord has not sent to seek thee; and when they said, He is not [here], he took an oath of the kingdom or nation that they found thee not.

Webster's Bible (WBT)
As the LORD thy God liveth, there is no nation nor kingdom, whither my lord hath not sent to seek thee: and when they said, He is not there; he took an oath of the kingdom and nation, that they found thee not.

World English Bible (WEB)
As Yahweh your God lives, there is no nation or kingdom, where my lord has not sent to seek you: and when they said, He is not here, he took an oath of the kingdom and nation, that they didn't find you.

Young's Literal Translation (YLT)
Jehovah thy God liveth, if there is a nation and kingdom whither my lord hath not sent to seek thee; and they said, He is not, then he caused the kingdom and the nation to swear, that it doth not find thee;

As
the
Lord
חַ֣י׀ḥayhai
thy
God
יְהוָ֣הyĕhwâyeh-VA
liveth,
אֱלֹהֶ֗יךָʾĕlōhêkāay-loh-HAY-ha
no
is
there
אִםʾimeem

יֶשׁyešyesh
nation
גּ֤וֹיgôyɡoy
kingdom,
or
וּמַמְלָכָה֙ûmamlākāhoo-mahm-la-HA
whither
אֲ֠שֶׁרʾăšerUH-sher

לֹֽאlōʾloh
my
lord
שָׁלַ֨חšālaḥsha-LAHK
not
hath
אֲדֹנִ֥יʾădōnîuh-doh-NEE
sent
שָׁם֙šāmshahm
to
seek
לְבַקֶּשְׁךָ֔lĕbaqqeškāleh-va-kesh-HA
said,
they
when
and
thee:
וְאָֽמְר֖וּwĕʾāmĕrûveh-ah-meh-ROO
He
is
not
אָ֑יִןʾāyinAH-yeen
oath
an
took
he
there;
וְהִשְׁבִּ֤יעַwĕhišbîaʿveh-heesh-BEE-ah

of
אֶתʾetet
the
kingdom
הַמַּמְלָכָה֙hammamlākāhha-mahm-la-HA
and
nation,
וְאֶתwĕʾetveh-ET
that
הַגּ֔וֹיhaggôyHA-ɡoy
they
found
כִּ֖יkee
thee
not.
לֹ֥אlōʾloh
יִמְצָאֶֽכָּה׃yimṣāʾekkâyeem-tsa-EH-ka

Cross Reference

ପ୍ରଥମ ରାଜାବଳୀ 17:1
ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।

ଯୋହନଲିଖିତ ସୁସମାଚାର 8:59
ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।

ଯିରିମିୟ 36:26
ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ଯତବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ୟିରହମଲକେୁ, ଅସ୍ରୀଯଲରେ ପୁତ୍ର ସରାଯକୁ ଓ ଅବଦିଯଲରେ ପୁତ୍ର ଶଲେିମିଯକୁ ଆଜ୍ଞା କଲେ। ମାତ୍ର ସମାନେେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ଲୁଚାଇ ରଖିଥିଲେ।

ଯିରିମିୟ 26:20
ଆହୁରି ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାରକାରୀ ଅନ୍ୟ ଏକ ବ୍ଯକ୍ତି ଥିଲା। ସେ କିରିଯତ୍-ସିଯାରୀମସ୍ଥ ସମଯିଯର ପୁତ୍ର ଉରିଯ ; ସେ ଯିରିମିୟର ସମସ୍ତ ବାକ୍ଯପରି ଏହି ନଗର ଓ ଏହି ଦେଶ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଥିଲା।

ଗୀତସଂହିତା 91:1
ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।

ଗୀତସଂହିତା 31:20
ଦୁଷ୍ଟ ଲୋକମାନେ ଏକତ୍ରୀତ ହାଇେ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଚାହାଁନ୍ତି। ସହେି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସହେି ଉତ୍ତମ ଲୋକଙ୍କୁ ଲୁଚାଇ ରଖି ସମାନଙ୍କେୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସମାନଙ୍କେୁ ଆପଣା ଆଶ୍ରଯ ସ୍ଥଳରେ ରକ୍ଷାକର।

ଗୀତସଂହିତା 12:7
ହେ ସଦାପ୍ରଭୁ, ସହେି ଅସହାୟ ଲୋକମାନଙ୍କର ଯତ୍ନ ନିଅ। ସମାନଙ୍କେୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।

ଗୀତସଂହିତା 10:2
ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି ଓ ସମାନେେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।

ପ୍ରଥମ ରାଜାବଳୀ 18:15
ଏଲିଯ ଉତ୍ତର କଲେ, ସର୍ବଶକ୍ତିମଯ ସଦାପ୍ରଭୁଙ୍କ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚଯ ରାଜାଙ୍କୁ ଆଜି ଦଖାେ କରିବି।

ପ୍ରଥମ ରାଜାବଳୀ 17:12
ବିଧବାଟି ଉତ୍ତର ଦଲୋ, ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମାେ ପାଖ ରେ ଖଣ୍ଡେ ହେଲେ ରୁଟୀ ନାହିଁ, କବଳେ କଳସ ରେ ମୁଠିଏ ମଇଦା ଓ ପାତ୍ର ରେ ଅଳ୍ପ ତଲେ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମାେ ପାଇଁ ଓ ମାେ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧା ରେ ମରିବୁ।

ପ୍ରଥମ ରାଜାବଳୀ 17:9
ସୀଦୋନର ସାରିଫତ୍କୁ ୟାଇ ସଠାେରେ ବାସ କର। ସଠାେରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦଇେଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।

ପ୍ରଥମ ରାଜାବଳୀ 17:5
ଏଲିଯ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ କାର୍ୟ୍ଯ କଲେ। ସେ ୟର୍ଦ୍ଦନ ପୂର୍ବପାରିସ୍ଥ କରୀତ ନଦୀ ନିକଟକୁ ୟାଇ ବାସ କଲେ।

ପ୍ରଥମ ରାଜାବଳୀ 2:24
ସଦାପ୍ରଭୁ ମାେତେ ଇଶ୍ରାୟେଲର ରାଜା କରିଛନ୍ତି, ସେ ମାେତେ ମାରେ ପିତା ଦାଉଦଙ୍କ ସିଂହାସନ ରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତୀଜ୍ଞା ରଖିଛନ୍ତି ଓ ମାେତେ ମାରେ ପରିବରକୁ ରାଜ୍ଯ ଦଇେଛନ୍ତି। ମୁଁ ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ଯେ କୌଣସି ମତେ ଅଦୋନିଯ ଆଜି ନିଶ୍ଚଯ ହତ ହବେ।

ପ୍ରଥମ ରାଜାବଳୀ 1:29
ତା'ପରେ ରାଜା ଶପଥ କଲେ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ବର ମାେତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଛି।

ପ୍ରଥମ ଶାମୁୟେଲ 29:6
ତେଣୁ ଅଖୀଶ ଦାଉଦଙ୍କକ୍ସ୍ଟ ଡାକି କହିଲେ, ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ, ତୁମ୍ଭେ ମାରେ ଅନକ୍ସ୍ଟଗତ ରହିବ। ତୁମ୍ଭେ ମାରେ ସୈନ୍ଯ ବାହୀନି ରେ ୟୋଗ ଦେଲେ ମୁ ବହକ୍ସ୍ଟତ ଖକ୍ସ୍ଟସି ହବେି। ମାେ ସହିତ ରହିବା ଦିନଠାରକ୍ସ୍ଟ ମୁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟି ରେ ତୁମ୍ଭେ ଉତ୍ତମ ନକ୍ସ୍ଟହଁ।