1 Kings 16:6
ବାଶା ମୃତ୍ଯୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସା ରେ କବର ପାଇଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଏଲା ରାଜା ହେଲେ।
1 Kings 16:6 in Other Translations
King James Version (KJV)
So Baasha slept with his fathers, and was buried in Tirzah: and Elah his son reigned in his stead.
American Standard Version (ASV)
And Baasha slept with his fathers, and was buried in Tirzah; and Elah his son reigned in his stead.
Bible in Basic English (BBE)
And Baasha went to rest with his fathers, and was put into the earth at Tirzah; and Elah his son became king in his place.
Darby English Bible (DBY)
And Baasha slept with his fathers, and was buried in Tirzah; and Elah his son reigned in his stead.
Webster's Bible (WBT)
So Baasha slept with his fathers, and was buried in Tirzah: and Elah his son reigned in his stead.
World English Bible (WEB)
Baasha slept with his fathers, and was buried in Tirzah; and Elah his son reigned in his place.
Young's Literal Translation (YLT)
And Baasha lieth with his fathers, and is buried in Tirzah, and Elah his son reigneth in his stead.
| So Baasha | וַיִּשְׁכַּ֤ב | wayyiškab | va-yeesh-KAHV |
| slept | בַּעְשָׁא֙ | baʿšāʾ | ba-SHA |
| with | עִם | ʿim | eem |
| fathers, his | אֲבֹתָ֔יו | ʾăbōtāyw | uh-voh-TAV |
| and was buried | וַיִּקָּבֵ֖ר | wayyiqqābēr | va-yee-ka-VARE |
| Tirzah: in | בְּתִרְצָ֑ה | bĕtirṣâ | beh-teer-TSA |
| and Elah | וַיִּמְלֹ֛ךְ | wayyimlōk | va-yeem-LOKE |
| his son | אֵלָ֥ה | ʾēlâ | ay-LA |
| reigned | בְנ֖וֹ | bĕnô | veh-NOH |
| in his stead. | תַּחְתָּֽיו׃ | taḥtāyw | tahk-TAIV |
Cross Reference
ପ୍ରଥମ ରାଜାବଳୀ 14:17
ଏହାପରେ ୟାରବିଯାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସା ରେ ଉପସ୍ଥିତ ହେଲା। ସେ ଗୃହର ଦ୍ବାରବନ୍ଧ ନିକଟରେ ପହଞ୍ଚୁ ନପହଞ୍ଚୁଣୁ ତା'ର ପୁତ୍ର ମଲା।
ପ୍ରଥମ ରାଜାବଳୀ 15:21
ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡି ତିର୍ସା ରେ ବାସ କଲେ।
ପ୍ରଥମ ରାଜାବଳୀ 14:20
ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।
ପ୍ରଥମ ରାଜାବଳୀ 15:25
ଯିହୁଦା ରେ ଆସାଙ୍କ ରାଜତ୍ବର ଦ୍ବିତୀୟ ବର୍ଷ ରେ ୟାରବିଯାମଙ୍କ ପୁତ୍ର ନାଦବ୍ ଇଶ୍ରାୟେଲର ରାଜା ହେଲେ।
ପ୍ରଥମ ରାଜାବଳୀ 16:8
ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।
ପ୍ରଥମ ରାଜାବଳୀ 16:13
ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମ ରେ ଲିପ୍ତ ରହିଲେ ଓ ଇଶ୍ରାୟେଲ ଲୋକଙ୍କୁ ପାପ କରାଇଲେ। ସମାନଙ୍କେର ବହୁତ ମୂର୍ତ୍ତୀ ଦ୍ବାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ।