Index
Full Screen ?
 

ପ୍ରଥମ ରାଜାବଳୀ 15:10

1 Kings 15:10 in Tamil ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 15

ପ୍ରଥମ ରାଜାବଳୀ 15:10
ଆସା ୟିରୁଶାଲମ ରେ 41 ବର୍ଷ ରାଜତ୍ବ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲା।

And
forty
וְאַרְבָּעִ֤יםwĕʾarbāʿîmveh-ar-ba-EEM
and
one
וְאַחַת֙wĕʾaḥatveh-ah-HAHT
years
שָׁנָ֔הšānâsha-NA
reigned
מָלַ֖ךְmālakma-LAHK
he
in
Jerusalem.
בִּירֽוּשָׁלִָ֑םbîrûšālāimbee-roo-sha-la-EEM
mother's
his
And
וְשֵׁ֣םwĕšēmveh-SHAME
name
אִמּ֔וֹʾimmôEE-moh
was
Maachah,
מַֽעֲכָ֖הmaʿăkâma-uh-HA
the
daughter
בַּתbatbaht
of
Abishalom.
אֲבִישָׁלֽוֹם׃ʾăbîšālômuh-vee-sha-LOME

Cross Reference

ପ୍ରଥମ ରାଜାବଳୀ 15:2
ସେ ୟିରୁଶାଲମ ରେ ତିନିବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲେ।

ପ୍ରଥମ ରାଜାବଳୀ 15:13
ଆସା ମଧ୍ଯ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡିତ କଲେ, କାରଣ ସେ ଆଶରୋ ଦବେତା ନାମ ରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସହେି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡି଼ ପକାଇଲେ।

ଦିତୀୟ ବଂଶାବଳୀ 11:20
ଏହାପରେ ରିହବିଯାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶା ଲୋମ୍ଙ୍କ ଝିଅ ଥିଲେ। ଆଉ ମାଖା ରିହବିଯାମ୍ଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ : ଅବିଯ, ଅତଯ, ସୀଷ ଓ ଶଲୋମୀତ୍।

ଦିତୀୟ ବଂଶାବଳୀ 13:2
ଅବିଯ ୟିରୁଶାଲମ ରେ ତିନିବର୍ଷ ରାଜାରୂପେ ରହିଲେ। ଅବିଯଙ୍କର ମାତା ଥିଲେ ମୀଖାଯା, ସେ ଉରିଯଲଙ୍କେର କନ୍ଯା ଥିଲେ। ଉରିଯଲେ ଗିବିଯା ସହରରୁ ଆସିଥିଲେ। ଅବିଯ ଓ ୟାରବିଯାମ୍ଙ୍କ ମଧିଅରେ ୟୁଦ୍ଧ ଲାଗି ରହିଥିଲା।

Chords Index for Keyboard Guitar