ପ୍ରଥମ ରାଜାବଳୀ 14:25 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 14 ପ୍ରଥମ ରାଜାବଳୀ 14:25

1 Kings 14:25
ରିହବିଯାମଙ୍କ ରାଜତ୍ବର ପଞ୍ଚମ ବର୍ଷ ରେ ମିଶରର ରାଜା ଶୀଶକ୍ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ କଲେ।

1 Kings 14:241 Kings 141 Kings 14:26

1 Kings 14:25 in Other Translations

King James Version (KJV)
And it came to pass in the fifth year of king Rehoboam, that Shishak king of Egypt came up against Jerusalem:

American Standard Version (ASV)
And it came to pass in the fifth year of king Rehoboam, that Shishak king of Egypt came up against Jerusalem;

Bible in Basic English (BBE)
Now in the fifth year of King Rehoboam, Shishak, king of Egypt, came up against Jerusalem;

Darby English Bible (DBY)
And it came to pass in the fifth year of king Rehoboam, [that] Shishak king of Egypt came up against Jerusalem.

Webster's Bible (WBT)
And it came to pass in the fifth year of king Rehoboam, that Shishak king of Egypt came up against Jerusalem:

World English Bible (WEB)
It happened in the fifth year of king Rehoboam, that Shishak king of Egypt came up against Jerusalem;

Young's Literal Translation (YLT)
And it cometh to pass, in the fifth year of king Rehoboam, gone up hath Shishak king of Egypt against Jerusalem,

And
it
came
to
pass
וַיְהִ֛יwayhîvai-HEE
fifth
the
in
בַּשָּׁנָ֥הbaššānâba-sha-NA
year
הַֽחֲמִישִׁ֖יתhaḥămîšîtha-huh-mee-SHEET
king
of
לַמֶּ֣לֶךְlammelekla-MEH-lek
Rehoboam,
רְחַבְעָ֑םrĕḥabʿāmreh-hahv-AM
that
Shishak
עָלָ֛הʿālâah-LA
king
שִׁושַׁ֥קšiwšaqsheev-SHAHK
Egypt
of
מֶֽלֶךְmelekMEH-lek
came
up
מִצְרַ֖יִםmiṣrayimmeets-RA-yeem
against
עַלʿalal
Jerusalem:
יְרֽוּשָׁלִָֽם׃yĕrûšāloimyeh-ROO-sha-loh-EEM

Cross Reference

ପ୍ରଥମ ରାଜାବଳୀ 11:40
ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।

ଦିତୀୟ ବଂଶାବଳୀ 12:2
ରାଜା ରିହବିଯାମ୍ଙ୍କ ପଞ୍ଚମ ବର୍ଷ ରେ ଶୀଶକ୍ ୟିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସମାନେେ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ।

ଦିତୀୟ ବଂଶାବଳୀ 12:9
ଶୀଶକ୍ ୟିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହ ରେ ଥିବା ଧନସମ୍ପତ୍ତି ସବୁ ଲୁଟି ନଇଗେଲେ। ଆହୁରି ମଧ୍ଯ ସେ ଶ ଲୋମ ନିର୍ମାଣ କରିଥିବା ସୁବର୍ଣ୍ଣ ଢ଼ାଲ ନଇଗେଲେ।