ଓଡ଼ିଆ ଓଡ଼ିଆ ବାଇବେଲ ଯୋହନଙ୍କ ପ୍ରଥମ ପତ୍ର ଯୋହନଙ୍କ ପ୍ରଥମ ପତ୍ର 3 ଯୋହନଙ୍କ ପ୍ରଥମ ପତ୍ର 3:20 ଯୋହନଙ୍କ ପ୍ରଥମ ପତ୍ର 3:20 ଚିତ୍ର English

ଯୋହନଙ୍କ ପ୍ରଥମ ପତ୍ର 3:20 ଚିତ୍ର

ଏହିପରି ଭାବରେ ଆମ୍ଭେ ସତ୍ଯମାର୍ଗ ରେ ଅଛୁ ବୋଲି ଜାଣିପାରିବା। ପୁଣି ଯଦି କୌଣସି ବିଷୟ ରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତବେେ ମଧ୍ଯ ଆମ୍ଭମାନେେ ପରମେଶ୍ବରଙ୍କ ଛାମୁ ରେ ଶାନ୍ତ ରହିପାରିବା, କାରଣ ପରମେଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ସେ ସବୁ ଜାଣନ୍ତି।
Click consecutive words to select a phrase. Click again to deselect.
ଯୋହନଙ୍କ ପ୍ରଥମ ପତ୍ର 3:20

ଏହିପରି ଭାବରେ ଆମ୍ଭେ ସତ୍ଯମାର୍ଗ ରେ ଅଛୁ ବୋଲି ଜାଣିପାରିବା। ପୁଣି ଯଦି କୌଣସି ବିଷୟ ରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତବେେ ମଧ୍ଯ ଆମ୍ଭମାନେେ ପରମେଶ୍ବରଙ୍କ ଛାମୁ ରେ ଶାନ୍ତ ରହିପାରିବା, କାରଣ ପରମେଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।

ଯୋହନଙ୍କ ପ୍ରଥମ ପତ୍ର 3:20 Picture in Oriya