ଓଡ଼ିଆ ଓଡ଼ିଆ ବାଇବେଲ ଯୋହନଙ୍କ ପ୍ରଥମ ପତ୍ର ଯୋହନଙ୍କ ପ୍ରଥମ ପତ୍ର 2 ଯୋହନଙ୍କ ପ୍ରଥମ ପତ୍ର 2:14 ଯୋହନଙ୍କ ପ୍ରଥମ ପତ୍ର 2:14 ଚିତ୍ର English

ଯୋହନଙ୍କ ପ୍ରଥମ ପତ୍ର 2:14 ଚିତ୍ର

ପିଲାମାନେ ! ତୁମ୍ଭମାନେେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ ! ସେ ଆଦ୍ଯରୁ ଅଛନ୍ତି ବୋଲି ତୁମ୍ଭମାନେେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ବଳବାନ ଏବଂ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କଠା ରେ ଅଛି, ତୁମ୍ଭମାନେେ ସହେି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।
Click consecutive words to select a phrase. Click again to deselect.
ଯୋହନଙ୍କ ପ୍ରଥମ ପତ୍ର 2:14

ପିଲାମାନେ ! ତୁମ୍ଭମାନେେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ ! ସେ ଆଦ୍ଯରୁ ଅଛନ୍ତି ବୋଲି ତୁମ୍ଭମାନେେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ୟୁବକମାନେ ! ତୁମ୍ଭମାନେେ ବଳବାନ ଏବଂ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କଠା ରେ ଅଛି, ଓ ତୁମ୍ଭମାନେେ ସହେି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

ଯୋହନଙ୍କ ପ୍ରଥମ ପତ୍ର 2:14 Picture in Oriya