କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:10 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:10

1 Corinthians 9:10
ଏହା ନିଶ୍ଚିତ ଯେ ଆମ୍ଭ ବିଷୟ ରେ ମଧ୍ଯ ଲଖାଯାେଇଛି। କାରଣ ହଳ କରୁଥିବା ଓ ଶସ୍ଯ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହତେୁ, ପାଇବେ ବୋଲି ଆଶା କରିଥାନ୍ତି।

1 Corinthians 9:91 Corinthians 91 Corinthians 9:11

1 Corinthians 9:10 in Other Translations

King James Version (KJV)
Or saith he it altogether for our sakes? For our sakes, no doubt, this is written: that he that ploweth should plow in hope; and that he that thresheth in hope should be partaker of his hope.

American Standard Version (ASV)
or saith he it assuredly for our sake? Yea, for our sake it was written: because he that ploweth ought to plow in hope, and he that thresheth, `to thresh' in hope of partaking.

Bible in Basic English (BBE)
Or has he us in mind? Yes, it was said for us; because it is right for the ploughman to do his ploughing in hope, and for him who is crushing the grain to do his work hoping for a part in the fruits of it.

Darby English Bible (DBY)
or does he say [it] altogether for our sakes? For for our sakes it has been written, that the plougher should plough in hope, and he that treads out corn, in hope of partaking of [it].

World English Bible (WEB)
or does he say it assuredly for our sake? Yes, it was written for our sake, because he who plows ought to plow in hope, and he who threshes in hope should partake of his hope.

Young's Literal Translation (YLT)
or because of us by all means doth He say `it'? yes, because of us it was written, because in hope ought the plower to plow, and he who is treading `ought' of his hope to partake in hope.

this
ēay
it
Or
δι'dithee
for
our
ἡμᾶςhēmasay-MAHS
sakes?
πάντωςpantōsPAHN-tose
altogether
he
λέγειlegeiLAY-gee
saith
δι'dithee
For
sakes,
ἡμᾶςhēmasay-MAHS
our
no
γὰρgargahr
doubt,
is
written:
ἐγράφηegraphēay-GRA-fay
that
ὅτιhotiOH-tee
in
ἐπ'epape
hope;
should
ἐλπίδιelpidiale-PEE-thee
he
ὀφείλειopheileioh-FEE-lee
ploweth
hooh
that
ἀροτριῶνarotriōnah-roh-tree-ONE
plow
ἀροτριᾶνarotrianah-roh-tree-AN
and
that
καὶkaikay
he
that
hooh
thresheth
ἀλοῶνaloōnah-loh-ONE

τῆςtēstase
hope
ἐλπίδοςelpidosale-PEE-those
should
be
his
αὐτοῦautouaf-TOO
of
μετέχεινmetecheinmay-TAY-heen
partaker
in
ἐπ'epape
hope.
ἐλπίδιelpidiale-PEE-thee

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:6
ଜଣେ ଚାଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ଯ ଉତ୍ପାଦନ କରିଛି, ସେ ପ୍ରଥମ ରେ ସହେି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:23
ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସ ଗ୍ରହଣ କଲେ, ଏହି ବାକ୍ଯଗୁଡ଼ିକ କବଳେ ଅବ୍ରାହାମଙ୍କ ପାଇଁ ଲଖାେ ଯାଇ ନଥିଲା।

ମାଥିଉଲିଖିତ ସୁସମାଚାର 24:22
ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।

ଲୂକଲିଖିତ ସୁସମାଚାର 17:7
ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଚାକରଟିଏ ଅଛି। ସହେି ଚାକର ତୁମ୍ଭ ବିଲ ରେ କାମ କରିଆ ସେ। ସେ ତୁମ୍ଭ ବିଲ ରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନଇେ ଆ ସେ। ସେ କାମରୁ ଫରେିବା ପରେ ତୁମ୍ଭେ ତାକୁ କ'ଣ କହିବ? ତୁମ୍ଭେ କ'ଣ କହିବ ଯେ, 'ଭିତରକୁ ଆସ ଓ ଖାଇବାକୁ ବସ?'

ଯୋହନଲିଖିତ ସୁସମାଚାର 4:35
ତୁମ୍ଭମାନେେ ଯେତବେେଳେ କିଛି ରୋପଣ କର ସେତବେେଳେ ତୁମ୍ଭେ ସର୍ବଦା କୁହ, 'ଶସ୍ଯ କଟା ହବୋ ପାଇଁ ଆହୁରି ଚାରି ମାସ ବାକି ଅଛି।' କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସମାନେେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ଯ ଅଟନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:4
ଶାସ୍ତ୍ର ରେ ଯେଉଁ କଥା ମାନ ଲଖାେ ଅଛି, ସଗେୁଡିକ ଦ୍ବାରା ଆମ୍ଭର ର୍ଧୈୟ୍ଯ ଓ ଶକ୍ତି ବଢେ ଓ ଆମ୍ଭେ ଭରସା ଲାଭ କରୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:9
ଆମ୍ଭମାନେେ ଏକତ୍ର ମିଳି ପରମେଶ୍ବରଙ୍କ ନିମନ୍ତେ କାର୍ୟ୍ଯ କରୁଛୁ, ଓ ତୁମ୍ଭମାନେେ ପରମେଶ୍ବରଙ୍କର ଚାଷଜମି ଅଟ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:15
ସେ ଆମ୍ଭକୁ ମଧ୍ଯ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖ ରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହାଦ୍ବାରା ଅନକେ ଲୋକ ଯେପରି ପରମେଶ୍ବରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ବରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ଯବାଦ ଅର୍ପଣ କରାୟିବ।