କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:34 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:34

1 Corinthians 7:34
ସେ ତା'ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠା ରେ ସମର୍ପିତ କରିପା ରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତା ରେ ମାତି ରହି, ନିଜ ସ୍ବାମୀକୁ ସନ୍ତୁଷ୍ଟ କରିବା ରେ ବ୍ଯସ୍ତ ରୁ ହେ।

1 Corinthians 7:331 Corinthians 71 Corinthians 7:35

1 Corinthians 7:34 in Other Translations

King James Version (KJV)
There is difference also between a wife and a virgin. The unmarried woman careth for the things of the Lord, that she may be holy both in body and in spirit: but she that is married careth for the things of the world, how she may please her husband.

American Standard Version (ASV)
and is divided. `So' also the woman that is unmarried and the virgin is careful for the things of the Lord, that she may be holy both in body and in spirit: but she that is married is careful for the things of the world, how she may please her husband.

Bible in Basic English (BBE)
And the wife is not the same as the virgin. The virgin gives her mind to the things of the Lord, so that she may be holy in body and in spirit: but the married woman takes thought for the things of the world, how she may give pleasure to her husband.

Darby English Bible (DBY)
There is a difference between the wife and the virgin. The unmarried cares for the things of the Lord, that she may be holy both in body and spirit; but she that has married cares for the things of the world, how she shall please her husband.

World English Bible (WEB)
There is also a difference between a wife and a virgin. The unmarried woman cares about the things of the Lord, that she may be holy both in body and in spirit. But she who is married cares about the things of the world--how she may please her husband.

Young's Literal Translation (YLT)
The wife and the virgin have been distinguished: the unmarried is anxious for the things of the Lord, that she may be holy both in body and in spirit, and the married is anxious for the things of the world, how she shall please the husband.

her
also
There
between
μεμέρισταιmemeristaimay-MAY-ree-stay
difference
is

ay
a
γυνὴgynēgyoo-NAY
wife
καὶkaikay
and

ay
virgin.
παρθένοςparthenospahr-THAY-nose
a
ay
The
unmarried
ἄγαμοςagamosAH-ga-mose
woman
careth
μεριμνᾷmerimnamay-reem-NA
for
the
τὰtata
things
the
τοῦtoutoo
Lord,
κυρίουkyrioukyoo-REE-oo
of
ἵναhinaEE-na
that
she
may
ēay
be
ἁγίαhagiaa-GEE-ah
holy
καὶkaikay
both
body
σώματιsōmatiSOH-ma-tee
in
καὶkaikay
and
in
πνεύματι·pneumatiPNAVE-ma-tee
spirit:
ay
she
δὲdethay
but
that
is
γαμήσασαgamēsasaga-MAY-sa-sa
married
for
μεριμνᾷmerimnamay-reem-NA
careth
the
τὰtata
things
the
τοῦtoutoo
of
κόσμουkosmouKOH-smoo
world,
πῶςpōspose
how
please
may
ἀρέσειareseiah-RAY-see
she

τῷtoh
husband.
ἀνδρίandrian-THREE

Cross Reference

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:23
ପରମେଶ୍ବରଙ୍କଠା ରେ ଆମ୍ଭେ ପ୍ରାର୍ଥନା କରୁ ଯେ, ସହେି ଶାନ୍ତିର ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବରେ ତାହାଙ୍କ ନିଜର କରିନିଅନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଲା ବେଳେ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ବ - ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର - ମନ୍ଦରହିତ ହାଇେ ସୁରକ୍ଷିତ ରହୁ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:20
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:20
କାରଣ ପରମେଶ୍ବର ତୁମ୍ଭମାନଙ୍କୁ ମୂଲ୍ଯ ଦଇେ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ଯମ ରେ ପରମେଶ୍ବରଙ୍କୁ ଗୌରବ ଦିଅ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:1
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:13
ପାପର ସବୋ କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼କକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ଯବହାର କର ନାହିଁ। ତା' ପରିବର୍ତେ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗହୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ବରଙ୍କଠା ରେ ସମର୍ପଣ କର।

ଲୂକଲିଖିତ ସୁସମାଚାର 10:40
ମାର୍ଥାକୁ ବହୁତ ଗୁଡାଏ କାମ କରିବାକୁ ପଡୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, ପ୍ରଭୁ! ମାେ ଭଉଣୀ ଘରର ଯେ ସବୁ କାମ ମାେ ଉପରେ ଛାଡି ଦଇେଛି, ଏ ବିଷୟ ରେ କ'ଣ ଆପଣଙ୍କର ମନୋୟୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମାେତେ ସାହାୟ୍ଯ କରୁ।

ଲୂକଲିଖିତ ସୁସମାଚାର 2:36
ସେତବେେଳେ ହାନ୍ନା ନାମ ରେ ଜଣେ ମହିଳା ଭବିଷ୍ଯଦ୍ବକ୍ତୀ ମନ୍ଦିର ଭିତ ରେ ଥିଲେ। ସେ ଆଶରେ ବଂଶର ଫିନୂଯଲଙ୍କେ ଝିଅ ଥିଲେ। ହାନ୍ନା ବହୁତ ବୁଢୀ ହାଇେ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ୟ୍ଯନ୍ତ ସେ ସ୍ବାମୀଙ୍କ ସହିତ ରହିଥିଲେ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:8
ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:5
(ଯଦି ଜଣେ ପରିବାରର ନତେୃତ୍ବ ଦଇେ ଜାଣି ନାହିଁ, ସେ ପରମେଶ୍ବରଙ୍କ ମଣ୍ଡଳୀର ଯତ୍ନ ନଇେ ପାରିବ ନାହିଁ।)

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:28
ଆହୁରି ମଧ୍ଯ ଅନକେ ଗୁଡ଼ିଏ ସମସ୍ଯା ଦଇେ ମୁଁ ଗତି କରିଛି। ତହିଁ ମଧ୍ଯରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସହେି ଚିନ୍ତା ରେ ମୁଁ ରହୁଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:16
ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି ଯେ ତିତସଙ୍କ ମନ ରେ ମାେ ଭଳି ତୁମ୍ଭମାନଙ୍କ ପ୍ରତି ପ୍ ରମେ ଭାବ ରହିଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:11
ଦେଖ, ଈଶ୍ବରଙ୍କ ଇଚ୍ଛାନୁସା ରେ ତୁମ୍ଭମାନେେ ଏହି ଯେଉଁ ଦୁଃଖ ପାଇଲ ଏହା ତୁମ୍ଭମାନଙ୍କୁ ଉଦ୍ ଯୋଗୀ କରିଛି। ତୁମ୍ଭମାନେେ ଭୁଲ ରେ ନ ଥିଲ ବୋଲି ଏହା ପ୍ରମାଣିତ କରିଛି। ତୁମ୍ଭମାନଙ୍କ ପାଇଁ ଏହା କୋର୍ଧ, ଭୟ ଆଣିଛି, ଏବଂ ଆମ୍ଭ ସହିତ ମିଶିବା ପାଇଁ ତୁମ୍ଭମାନଙ୍କ ଭିତ ରେ ଇଚ୍ଛା ଜାଗ୍ରତ କରିଛି। ଏହା ତୁମ୍ଭମାନଙ୍କୁ ଅଧିକ ସମର୍ପିତ କରିଛି, ଏହା ତୁମ୍ଭମାନଙ୍କୁ ନ୍ଯାୟ ପ୍ରଦାନ କରିଛି। ତୁମ୍ଭମାନେେ ପ୍ରେତ୍ୟକକ କଥା ରେ ପ୍ରମାଣିତ କରି ଦଇେଛି ଯେ, ତୁମ୍ଭମାନେେ ସହେି ସମସ୍ଯାର କୌଣସି ଅଂଶ ପାଇଁ ମଧ୍ଯ ଦୋଷୀ ନ ଥିଲ।