କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:1 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:1

1 Corinthians 7:1
ଏବେ ମୁଁ ତୁମ୍ଭମାନେେ ଲେଖିଥିବା ବିଷୟଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ।

1 Corinthians 71 Corinthians 7:2

1 Corinthians 7:1 in Other Translations

King James Version (KJV)
Now concerning the things whereof ye wrote unto me: It is good for a man not to touch a woman.

American Standard Version (ASV)
Now concerning the things whereof ye wrote: It is good for a man not to touch a woman.

Bible in Basic English (BBE)
Now, as to the things in your letter to me: It is good for a man to have nothing to do with a woman.

Darby English Bible (DBY)
But concerning the things of which ye have written [to me]: [It is] good for a man not to touch a woman;

World English Bible (WEB)
Now concerning the things about which you wrote to me: it is good for a man not to touch a woman.

Young's Literal Translation (YLT)
And concerning the things of which ye wrote to me: good `it is' for a man not to touch a woman,

is
Περὶperipay-REE
It
concerning
the
δὲdethay
things
ὧνhōnone
Now
whereof
ἐγράψατεegrapsateay-GRA-psa-tay
wrote
ye
μοι,moimoo
unto
me:
good
καλὸνkalonka-LONE
man
a
for
ἀνθρώπῳanthrōpōan-THROH-poh
a
γυναικὸςgynaikosgyoo-nay-KOSE
woman.
not
μὴmay
to
touch
ἅπτεσθαι·haptesthaiA-ptay-sthay

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:8
ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସମାନେେ ମାେ ଭଳି ଏକାକୀ ରହି ପାରିବେ, ତା' ହେଲେ ଭଲ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:26
ଏହା ସଙ୍କଟର ସମୟ। ଅତଏବ, ମାେ ମତ ରେ ତୁମ୍ଭେ ଯେପରି ଅଛ ସହେିପରି ରହିବା ଉତ୍ତମ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:37
କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପା ରେ ଯେ ବାହା ହବୋ ଦରକାର ନାହିଁ। ତାହାହେଲେ ସେ ଯାହା ଚା ହେଁ ତାହା କରିବା ପାଇଁ ସ୍ବାଧୀନତା ପାଇଛି। ଯଦି ସେ ଗ୍ଭ ହେଁ ତାହାର ମନ ରେ ଯେ ସେ ତାହାର କନ୍ଯାକୁ ବିବାହ ଦବେ ନାହିଁ, ସେ ଉଚିତ୍ କରୁଛିା

ଆଦି ପୁସ୍ତକ 20:6
ଏହାପରେ ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ହଁ ମୁଁ ଜାଣେ ତୁମ୍ଭେ ନିର୍ ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମାେ ବିରୁଦ୍ଧ ରେ ପାପ କରିବାକୁ ଦବେି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦଇେ ନଥିଲି।

ରୂତର ବିବରଣ 2:9
ଦେଖ ସମାନେେ କେଉଁ କ୍ଷତକେକ୍ସ୍ଟ ଯାଉଛନ୍ତି, ସମାନଙ୍କେୁ ଅନକ୍ସ୍ଟସରଣ କର। ମୁ ସେ ୟକ୍ସ୍ଟବକମାନଙ୍କୁ ସତର୍କ କରାଇ ଦେଉଛି ସମାନେେ ତୁମ୍ଭକୁ ହଇରାଣ କରିବେ ନାହିଁ। ତୁମ୍ଭେ ଯବେେ ତକ୍ସ୍ଟଷାର୍ତ୍ତ ଅନକ୍ସ୍ଟଭବ କରିବ, ତବେେ ତୁମ୍ଭେ ୟାଇ ମାରେ ଲୋକମାନେ ପିଉଥିବା ପାଣିପାତ୍ରରକ୍ସ୍ଟ ପାଣି ପିଇପାରିବ।

ହିତୋପଦେଶ 6:29
ଏହା ଠିକ୍ ସହେିପରି ହବେ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶଯନ କରିବ। ଯେକହେି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ୟାଇପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 19:10
ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଯଦି ଜଣେ ପୁରୁଷ କବଳେ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପାରିବ, ତବେେ ବିବାହ ନ କରିବା ବରଂ ଭଲ।