କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:4 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:4

1 Corinthians 4:4
ମୁଁ ଯେ କୌଣସି ଭୁଲ କରି ନାହିଁ କିନ୍ତୁ ତାହା ମଧ୍ଯ ମାେତେ ନିର୍ଦ୍ ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ଯକ୍ତି ୟିଏ କି ମାରେ ବିଚାର କରନ୍ତି।

1 Corinthians 4:31 Corinthians 41 Corinthians 4:5

1 Corinthians 4:4 in Other Translations

King James Version (KJV)
For I know nothing by myself; yet am I not hereby justified: but he that judgeth me is the Lord.

American Standard Version (ASV)
For I know nothing against myself; yet am I not hereby justified: but he that judgeth me is the Lord.

Bible in Basic English (BBE)
For I am not conscious of any wrong in myself; but this does not make me clear, for it is the Lord who is my judge.

Darby English Bible (DBY)
For I am conscious of nothing in myself; but I am not justified by this: but he that examines me is the Lord.

World English Bible (WEB)
For I know nothing against myself. Yet I am not justified by this, but he who judges me is the Lord.

Young's Literal Translation (YLT)
for of nothing to myself have I been conscious, but not in this have I been declared right -- and he who is discerning me is the Lord:

nothing
οὐδὲνoudenoo-THANE
For
by
γὰρgargahr
myself;
ἐμαυτῷemautōay-maf-TOH
I
know
σύνοιδαsynoidaSYOON-oo-tha
yet
ἀλλ'allal
not
hereby

οὐκoukook
I
ἐνenane
am
τούτῳtoutōTOO-toh
justified:
δεδικαίωμαιdedikaiōmaithay-thee-KAY-oh-may
he
hooh
but
δὲdethay
judgeth
that
ἀνακρίνωνanakrinōnah-na-KREE-none
me
μεmemay
the
κύριόςkyriosKYOO-ree-OSE
Lord.
is
ἐστινestinay-steen

Cross Reference

ଗୀତସଂହିତା 143:2
ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 3:20
ଏହିପରି ଭାବରେ ଆମ୍ଭେ ସତ୍ଯମାର୍ଗ ରେ ଅଛୁ ବୋଲି ଜାଣିପାରିବା। ପୁଣି ଯଦି କୌଣସି ବିଷୟ ରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତବେେ ମଧ୍ଯ ଆମ୍ଭମାନେେ ପରମେଶ୍ବରଙ୍କ ଛାମୁ ରେ ଶାନ୍ତ ରହିପାରିବା, କାରଣ ପରମେଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।

ଗୀତସଂହିତା 130:3
ହେ ସଦାପ୍ରଭୁ, ତୁମ୍ଭେ ୟଦି ସମସ୍ତ ଲୋକଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡିତ କର, ତବେେ କହେି ବଞ୍ଚିବେ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:12
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।

ଗୀତସଂହିତା 19:12
କହେି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତଣେୁ ମାେତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:13
ବ୍ଯବସ୍ଥାକୁ କବଳେ ଶୁଣିଥିଲେ କହେି ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ପାରିବ ନାହିଁ। ବ୍ଯବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ଯବସ୍ଥା, ଲୋକମାନଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:2
ସେ ବିଶ୍ବାସ ବିଷୟ ରେ କ'ଣ ଶିଖିଲେ? ଅବ୍ରାହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା' ହେଲେ, ସେଥି ରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କ ଆଗ ରେ ଗର୍ବ କରି ପାରିଲେ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:10
ଆମ୍ଭେ ସମସ୍ତେ ବିଚାରିତ ହବୋ ନିମନ୍ତେ ଖ୍ରୀଷ୍ଟଙ୍କର ନ୍ଯାଯାସନ ଆଗ ରେ ଅବଶ୍ଯ ଠିଆ ହବେୁ। ଆମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ, ଏହି ପାର୍ଥିବ ଶରୀର ଧାରଣ କରିଥିଲା ବେଳେ ଯାହା କିଛି ଭଲ ବା ମନ୍ଦ କରିଛୁ, ତା'ପାଇଁ ପ୍ରତିଦାନ ପାଇବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:1
ପାଉଲ ଏକ ଲୟ ରେ ସହାସଭାକୁ ଚ଼ାହିଁ କହିଲେ, ହେ ମାରେ ଭାଇମାନେ! ମୁଁ ଆଜି ପର୍ୟ୍ଯନ୍ତ ଉତ୍ତମ ବିବକେ ଅନୁସାରେ କର୍ମ କରି ପରମେଶ୍ବରଙ୍କ ସମ୍ମୁଖ ରେ ଜୀବନ ଅତିବାହିତ କରିଛି।

ଯୋହନଲିଖିତ ସୁସମାଚାର 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?

ହିତୋପଦେଶ 21:2
ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଦୃଷ୍ଟି ରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦଯ ସବୁ ତୌଲନ୍ତି।

ଆୟୁବ ପୁସ୍ତକ 40:4
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।

ଆୟୁବ ପୁସ୍ତକ 25:4
ପରମେଶ୍ବରଙ୍କ ସହିତ ବିବାଦ କରି, କହେି ମନୁଷ୍ଯ କିପରି ଭଲ ହାଇପୋରିବ ? କିମ୍ବା ସ୍ତ୍ରୀ ଲୋକ ପାଖରୁ ଜନ୍ମ ହାଇେ ଜଣେ ମନୁଷ୍ଯ କିପରି ନିରୀହ ହାଇେ ପାରିବ।

ଆୟୁବ ପୁସ୍ତକ 9:20
ମୁଁ ନିରୀହ ହେଲ ହେଁ ମାେ ନିଜ କଥା ମାେତେ ଦୋଷୀ ସାବ୍ଯସ୍ତ କରିବ। ମୁଁ ନିର୍ଦ୍ ଦୋଷ ଏବଂ ମୁଁ ଯାହା କହୁଛି ତାହା ମାେତେ ଦୋଷୀ ସାବ୍ଯସ୍ତ କରୁଛି।

ଆୟୁବ ପୁସ୍ତକ 15:14
ମନୁଷ୍ଯ କ'ଣ ସତ ରେ ଶୁଦ୍ଧ ହାଇପୋରିବ ? ଜଣେ ସ୍ତ୍ରୀ ଲୋକଠାରୁ ଜନ୍ମ ହାଇେଥିବା କହେି ଧାର୍ମିକ ହାଇପୋରିବ କି ?

ଆୟୁବ ପୁସ୍ତକ 27:6
ମୁଁ ମାରେ ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କବେେ ଠିକ୍ ବାଟକୁ ପରିତ୍ଯାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ମାରେବିବକେ ମାେତେ ନିନ୍ଦା କରିବ ନାହିଁ।

ଗୀତସଂହିତା 7:3
ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।

ଗୀତସଂହିତା 26:12
ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି। ମୁଁ ସହେି ସଭାକକ୍ଷର ଲୋକମାନଙ୍କ ସହିତ ସ୍ବର ମିଳାଇ ତୁମ୍ଭର ପ୍ରଶଂସା କରିବି।

ଗୀତସଂହିତା 50:6
ପରମେଶ୍ବର ହେଉଛନ୍ତି ବିଚାରକର୍ତ୍ତା। ସ୍ବର୍ଗ ତାଙ୍କର ନ୍ଯାଯ ପ୍ରିଯତାକୁ ବର୍ଣ୍ଣନା କରେ।

ଆୟୁବ ପୁସ୍ତକ 9:2
ହଁ, ଏହା ସତ୍ଯ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ। ଜଣେ ପରମେଶ୍ବରଙ୍କୁ ୟୁକ୍ତି ରେ କିପରି ଜିତି ପାରିବ ?