1 Corinthians 14:3
କିନ୍ତୁ ୟିଏ ଭାବବାଣୀ କ ହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ବନାର କଥା କ ହେ।
1 Corinthians 14:3 in Other Translations
King James Version (KJV)
But he that prophesieth speaketh unto men to edification, and exhortation, and comfort.
American Standard Version (ASV)
But he that prophesieth speaketh unto men edification, and exhortation, and consolation.
Bible in Basic English (BBE)
But the word of the prophet gives men knowledge and comfort and strength.
Darby English Bible (DBY)
But he that prophesies speaks to men [in] edification, and encouragement, and consolation.
World English Bible (WEB)
But he who prophesies speaks to men for their edification, exhortation, and consolation.
Young's Literal Translation (YLT)
and he who is prophesying to men doth speak edification, and exhortation, and comfort;
| But | ὁ | ho | oh |
| he that | δὲ | de | thay |
| prophesieth | προφητεύων | prophēteuōn | proh-fay-TAVE-one |
| speaketh | ἀνθρώποις | anthrōpois | an-THROH-poos |
| men unto | λαλεῖ | lalei | la-LEE |
| to edification, | οἰκοδομὴν | oikodomēn | oo-koh-thoh-MANE |
| and | καὶ | kai | kay |
| exhortation, | παράκλησιν | paraklēsin | pa-RA-klay-seen |
| and | καὶ | kai | kay |
| comfort. | παραμυθίαν | paramythian | pa-ra-myoo-THEE-an |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:12
ତୁମ୍ଭପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ତୁମ୍ଭମାନେେ ଆଧ୍ଯାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣ ରେ ପାଇବାକୁ ଚେଷ୍ଟା କର।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:22
ସେଥିପାଇଁ ମୁଁ ତାଙ୍କୁ ତୁମ୍ଭ ପାଖକୁ ପଠାଉଛି। ଆମ୍ଭେ କିପରି ଅଛୁ, ତାହା ତୁମ୍ଭମାନେେ ଜାଣିବା କଥା। ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ଯ ରେ ମୁଁ ତାହାଙ୍କୁ ପଠାଉଛି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:2
ଲୋକମାନଙ୍କୁ ସୁସମାଚାର ପ୍ରଚାର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସମାନେେ କ'ଣ କରିବା ଉଚିତ, ସମାନେେ ଭୁଲ କଲା ବେଳେ ସମାନଙ୍କେୁ ଅନୁୟୋଗ କର ଓ ସମାନଙ୍କେୁ ଉତ୍ସାହ ଦିଅ। ଅତି ର୍ଧୈୟ୍ଯ ସହକା ରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ବାରା ଏହି ସମସ୍ତ ବିଷୟ କର।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:13
ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସମାନଙ୍କେୁ ସାହାୟ୍ଯ କର। ସମାନଙ୍କେୁ ଉପଦେଶ ଦବୋ କାର୍ୟ୍ଯ ଜାରି ରଖ ଏବଂ ମୁଁ ଆସିବା ପର୍ୟ୍ଯନ୍ତ ଏପରି କରୁଥାଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:4
ଯେଉଁଲୋକକୁ ବିଭିନ୍ନ ଭାଷା ରେ କହିବା ଶକ୍ତି ପ୍ରାପ୍ତ ହାଇେଛି, ସେ ନିଜକୁ ନିଷ୍ଠା ଜନ୍ମାଏ ; କିନ୍ତୁ ଯେଉଁଲୋକ ଭାବବାଣୀ କ ହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:19
ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ୟ୍ଯଗୁଡିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାୟ୍ଯ ପ୍ରଦାନ କରୁଥିବା କାର୍ୟ୍ଯମାନ କରିବା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:26
ତା' ହେଲେ, ଭାଇ (ଓ ଭଉଣୀ)ମାନେ, ତୁମ୍ଭେ କ'ଣ କରିବା ଉଚିତ୍ ? ତୁମ୍ଭେ ଯେତବେେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧିଅରେ କହେି ଗୀତ ବା ଶିକ୍ଷା ବା ପରମେଶ୍ବରଙ୍କ ନୂତନ ସତ୍ଯ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:11
ଅତଏବ ପରସ୍ପରକୁ ସାନ୍ତ୍ବନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ଯାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠା ରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ଯ ସଇେଆ କରୁଛ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:9
ପ୍ରକୃତ ଶିକ୍ଷାକୁ ବ୍ଯବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାୟ୍ଯ କରିବା ରେ ସକ୍ଷମ ହାଇେଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦଖାଇେ ଦବୋକୁ ସକ୍ଷମ ହବେେ ଯେ ସମାନେେ ଭୁଲ ଅଟନ୍ତି।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:6
ପରମେଶ୍ବର ଆମ୍ଭର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସହେି ପବିତ୍ର ଆତ୍ମାକୁ ପୂର୍ଣ୍ଣଭାବରେ ଆମ୍ଭ ଉପରେ ଢ଼ାଳିଲେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:9
ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ ରେ ୟୁକ୍ତି, ଝଗଡ଼ା, ମାଶାଙ୍କେ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର ରେ ରୁହ। ସଗେୁଡ଼ିକ ମୂଲ୍ଯହୀନ ଓ ଲୋକମାନଙ୍କୁ ସାହାୟ୍ଯ କରେ ନାହିଁ।
ଯିହୂଦାଙ୍କ ପତ୍ର 1:20
କିନ୍ତୁ ମାରେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନେେ ନିଜର ପବିତ୍ର ବିଶ୍ବାସ ଉପରେ ନିଜନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ ପ୍ରାର୍ଥନା କର।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:15
ସଠାେରେ ମାଶାଙ୍କେ ପ୍ରଦତ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲୋଖାଗୁଡ଼ିକ ପଢ଼ାୟିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତବେେ କୁହ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:2
କେତକେ କ୍ରୀତଦାସମାନଙ୍କ ମାଲିକମାନେ ବିଶ୍ବାସୀ ଅଟନ୍ତି। ଅତଏବ ସହେି ଦାସମାନେ ସହେି ମାଲିକମାନଙ୍କୁ ଭାଇ ବୋଲି ଭାବି ସମାନଙ୍କେୁ କମ୍ ସମ୍ମାନ ଦଖାଇବୋ ଉଚିତ ନୁହେଁ। ଏପରିକି ସହେି ଦାସମାନେ ନିଜ ମାଲିକମାନଙ୍କର ଅଧିକ ଭଲ ରେ ସବୋ କରିବା ଉଚିତ। କାରଣ ସପରେି କରିବା ଦ୍ବାରା ସମାନେେ ଭଲ ପାଉଥିବା ବିଶ୍ବାସୀ ଲୋକମାନଙ୍କୁ ସାହାୟ୍ଯ କରୁଛନ୍ତି।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:15
ମାେ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ବାସ ରେ ଆମ୍ଭକୁ ଭଲ ପାଆନ୍ତି, ସମାନଙ୍କେୁ ନମସ୍କାର ଜଣାଇବ।
ଏବ୍ରୀମାନଙ୍କ ନିକଟକୁ ପତ୍ର 3:13
କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:25
କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ଯାଗ କରନ୍ତି, ଆମ୍ଭେ ସପରେି ଏକାଠି ମିଳିତ ହବୋ ବନ୍ଦ କରିବା ଉଚିତ୍ ନୁହେଁ। ତା' ପରିବର୍ତେ, ସହେି ଦିନଟି ନିକଟତର ହେଉଛି ଦେଖି ଆମ୍ଭମାନେେ ଏକାଠି ମିଳିତ ହାଇେ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:22
ମାେ ଭାଇ ଓ ଭଉଣୀମାନେ !ମୁଁ କହିଥିବା କଥାଗୁଡ଼ିକୁ ର୍ଧୈୟ୍ଯପୂର୍ବକ ଶୁଣ ବୋଲି ମୁଁ ଅନୁ ରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ।
ପିତରଙ୍କ ପ୍ରଥମ ପତ୍ 5:12
ସିଲାନ୍ ସାହାୟ୍ଯ ରେ ମୁଁ ଏହି େଛାଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟ ରେ ଜଣେ ବିଶ୍ବସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ବନା ଦବୋ ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଚାହିଁଥିଲି ଯେ ଏହା ହେଉଛି ପରମେଶ୍ବରଙ୍କ ଅନୁଗ୍ରହ। ସହେି ଅନୁଗ୍ରହ ରେ ଦୃଢ଼ ହାଇେ ରୁହ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:2
ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ। ସମାନଙ୍କେ ବିଶ୍ବାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସମାନଙ୍କେ ପାଇଁ କଣ ଭଲ ତାହା ଭାବିବା ଉଚିତ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:4
ସମାନଙ୍କେୁ କୁହ ଯେ, ସମାନେେ ଅସତ୍ଯ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦଇେ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସଗେୁଡ଼ିକ ଦ୍ବାରା କବଳେ ତର୍କବିତର୍କ ହୁଏ। ସଗେୁଡ଼ିକ ପରମେଶ୍ବରଙ୍କ କାମ ପାଇଁ ସାହାୟ୍ଯ କରେ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:12
ଆମ୍ଭେ ସମାନଙ୍କେୁ ଆଦେଶ ଦେଉଛୁ ଯେ, ସମାନେେ ଅନ୍ୟମାନଙ୍କ ବିଷୟ ରେ ଚିନ୍ତା କରିବା ଛାଡ଼ି ଦିଅନ୍ତୁ। ସମାନେେ କର୍ମ କରି ନିଜର ଖାଦ୍ୟ ପାଇଁ ଉପାର୍ଜନ କରନ୍ତୁ। ଏଭଳି ଲୋକମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଆମ୍ଭେ ଅନୁ ରୋଧ କରୁଛୁ ଯେ, ସମାନେେ ଏପରି କରନ୍ତୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:31
ଏହିପରି ତୁମ୍ଭମାନେେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସପରେି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହାଇେ ପାରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:17
ତୁମ୍ଭମାନେେ ପରମେଶ୍ବରଙ୍କୁ ପ୍ରକୃତ ରେ ଭଲ ଭାବରେ ଧନ୍ଯବାଦ ଜଣାଉଛ, କିନ୍ତୁ ତା'ଦ୍ବାରା ଅନ୍ୟ ଲୋକ ଆଧ୍ଯାତ୍ମିକ ଲାଭ ପାଉ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:23
ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ ସବୁ ବିଷୟ ଭଲ ନୁହେଁ। ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ କେତକେ ବିଷୟ ଅନ୍ୟମାନଙ୍କ ବିଶ୍ବାସକୁ ଦୃଢ଼ କରିବା ରେ ସାହାୟ୍ଯ କରେ ନହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:1
ଏବେ ମୁଁ ମୂର୍ତ୍ତିଗୁଡ଼ିକଠା ରେ ଉତ୍ସର୍ଗୀକୃତ ମାଂସ ବିଷୟ ରେ କହିବି। ଆମ୍ଭେ ଜାଣୁ ଆମ୍ଭ ସମସ୍ତଙ୍କ ପାଖ ରେ ଜ୍ଞାନ ଅଛି। କିନ୍ତୁ ଜ୍ଞାନ ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:8
ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ବନା ଦବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ଲୋକମାନଙ୍କୁ ସାନ୍ତ୍ବନା ଦେଉ। ଯଦି କାହାକୁ ଦାନ ଦବୋ ଅନୁଗ୍ରହ ଦାନ ମିଳିଛ ତା' ହେଲେ ସେ ଖାେଲା ମନ ରେ ଦାନ କରୁ। ଯଦି କାହାକୁ ନତେୃତ୍ବ ନବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ମନ ପ୍ରାଣ ଢାଳି ନତେୃତ୍ବ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦଖାଇବୋ ଅନୁଗ୍ରହ ଦାନ ମିଳିଛି ତା' ହେଲେ ସେ ଆନନ୍ଦ ମନ ରେ ଦୟା ଦଖାେଉ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:32
ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:22
ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:31
ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:4
ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ବନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ଯ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ବନା ପ୍ରଦାନ କରିପାରିବା। ଆମ୍ଭକୁ ପରମେଶ୍ବର ଯେଉଁ ପ୍ରକାର ସାନ୍ତ୍ବନା ଦିଅନ୍ତି, ଆମ୍ଭେ ସହେିମାନଙ୍କୁ ସହେି ପ୍ରକାର ସାନ୍ତ୍ବନା ପ୍ରଦାନ କରି ପାରିବା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:7
କିନ୍ତୁ ଏବେ ତୁମ୍ଭମାନେେ ତାହାକୁ କ୍ଷମା ଦବୋ ଉଚିତ୍ ଓ ତାହାକୁ ସାନ୍ତ୍ବନା ପ୍ରଦାନ କରିବା ଉଚିତ। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖ ରେ ଭାଙ୍ଗି ପଡ଼ିବ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:18
ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ବନା ଦିଅ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:1
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:2
ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:11
ତୁମ୍ଭମାନେେ ଓ ପରମେଶ୍ବର ମଧ୍ଯ ଜାଣନ୍ତି ଯେ, ଏହା ସତ୍ଯ। ପିତା ନିଜ ସନ୍ତାନମାନଙ୍କୁ ସ୍ନହେ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନହପେୂର୍ବକ ବ୍ଯବହାର କରିଛୁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:3
ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କହେି ଆମ୍ଭକୁ ପ୍ରବଞ୍ଚିତ କରିନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ଯ ନୁହେଁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:8
ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭମାନେେ କିପରି ଅଛୁ, ତାହା ତୁମ୍ଭମାନେେ ଜାଣ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:29
ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:12
ପରମେଶ୍ବରଙ୍କ ଲୋକମାନେ ତାଙ୍କର ସବୋ କରିବା ପାଇଁ ଓ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହବେେ ବୋଲି ଖ୍ରୀଷ୍ଟ ଏହି ଅନୁଗ୍ରହ ଦାନ ସମାନଙ୍କେୁ ଦେଲେ। ଏହା ଦ୍ବାରା ଖ୍ରୀଷ୍ଟଙ୍କ ଶରୀରସ୍ବରୂପ ଆମ୍ଭମାନେେ ମଧ୍ଯ ଦୃଢ଼ ଓ ବଳବାନ ହବୋ।
ଲୂକଲିଖିତ ସୁସମାଚାର 3:18
ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଚାରର ଉପଦେଶ ଦେଉଥିଲେ ଏବଂ ଅନକେ ପ୍ରକାର ରେ ସାହାୟ୍ଯ କରୁଥିଲେ।